Base Word
κοινωνέω
Short Definitionto share with others (objectively or subjectively)
Long Definitionto come into communion or fellowship with, to become a sharer, be made a partner
Derivationfrom G2844
Same asG2844
International Phonetic Alphabetky.noˈnɛ.o
IPA modky.nowˈne̞.ow
Syllablekoinōneō
Dictionkoo-noh-NEH-oh
Diction Modkoo-noh-NAY-oh
Usagecommunicate, distribute, be partaker

Romans 12:13
ପରମେଶ୍ବରଙ୍କ ନିଜ ଲକମାନଙ୍କେର କାମ ରେ ସାହାୟ୍ଯ କର। ଯେଉଁ ମାନଙ୍କୁ ସାହାୟ୍ଯ ଦରକାର ସମାନଙ୍କେ ପ୍ରତି ଦୃଷ୍ଟି ରଖ, ନିଜ ଘରକୁ ସମାନଙ୍କେୁ ଅତିଥି ଭାବରେ ସ୍ବାଗତ କର।

Romans 15:27
ସମାନେେ ଖୁସି ରେ ଏହା କରିଛନ୍ତି। ଏହା ସମାନଙ୍କେର କର୍ତ୍ତବ୍ଯ ମଧ୍ଯ ଅଟେ। କାରଣ ଯିହୂଦୀମାନଙ୍କର ଆତ୍ମିକ ଆଶୀର୍ବାଦର ଅଂଶ ଅଣଯିହୂଦୀମାନେ ପାଇଛନ୍ତି। ଅତଏବ ଯିହୂଦୀମାନଙ୍କର ଉନ୍ନତି ପାଇଁ ଅଣଯିହୂଦୀମାନେ ସମାନଙ୍କେର ଜାଗତିକ ଆଶୀର୍ବାଦକୁ ବ୍ଯବହାର କରିବା ଉଚିତ।

Galatians 6:6
ଯେଉଁ ଲୋକ ପରମେଶ୍ବରଙ୍କ ବାକ୍ଯର ଶିକ୍ଷା କରୁଛି, ସେ ନିଜର ଶିକ୍ଷକଙ୍କୁ ତା' ନିକଟରେ ଥିବା ସମସ୍ତ ଭଲ ବିଷୟ ଗୁଡ଼ିକର ସହଭାଗୀ କରାଉ।

Philippians 4:15
ମୁଁ ଯେତବେେଳେ ସଠାେରେ ସୁସମାଚାର ପ୍ରଚାର ଆରମ୍ଭ କଲି, ସେତବେେଳେ ତୁମ୍ଭେ ଫିଲିପ୍ପୀବାସୀ, ତାହା ମନେ ରଖିଛ। ମୁଁ ଯେତବେେଳେ ମାକିଦନିଆ ଛାଡ଼ିଲି, ସେତବେେଳେ କବଳେ ତୁମ୍ଭର ମଣ୍ଡଳୀ ମାେତେ ସାହାୟ୍ଯ ଦଇେଥିଲା।

1 Timothy 5:22
ଜଣେ ଲୋକକୁ ମଣ୍ଡଳୀର ପ୍ରାଚୀନ ଭାବେ ତା'ଉପରେ ହାତ ଥୋଇବା ସମୟରେ ଖୁବ୍ ସତର୍କ ଭାବେ ଚିନ୍ତା କର। ଅନ୍ୟ ଲୋକମାନଙ୍କ ପାପରେ ଅଂଶ ଗ୍ରହଣ କର ନାହିଁ। ନିଜକୁ ସର୍ବଦା ପବିତ୍ର ରଖ।

Hebrews 2:14
ସହେି ସନ୍ତାନମାନେ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ ସମାନଙ୍କେ ଭଳି ରକ୍ତ ମାଂସର ଶରୀର ଧାରଣ କଲେ। ସପରେି କରିବା ଦ୍ବାରା, ଯୀଶୁ ମୃତ୍ଯୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କଲେ।

1 Peter 4:13
ବରଂ ତୁମ୍ଭେ ଖୁସି ହବୋ ଉଚତ ଯେ, ତୁମ୍ଭେ ଖ୍ରୀଷ୍ଟଙ୍କର ଯାତନାର ସହଭାଗୀ ହାଇେଛ। ଖ୍ରୀଷ୍ଟ ନିଜର ମହିମା ପ୍ରକାଶ କଲା ବେଳେ ତୁମ୍ଭେ ଖୁସି ହବେ ଓ ଆନନ୍ଦ ରେ ପୂର୍ଣ୍ଣ ହବେ।

2 John 1:11
ତୁମ୍ଭେ ତାହାକୁ ଯଦି ଗ୍ରହଣ କର, ତବେେ ତାହାକୁ ମନ୍ଦକର୍ମ କରିବା ରେ ସାହାୟ୍ଯ କରୁଛ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்