Base Word | |
κῆπος | |
Short Definition | a garden |
Long Definition | a garden |
Derivation | of uncertain affinity |
Same as | |
International Phonetic Alphabet | ˈke.pos |
IPA mod | ˈke̞.pows |
Syllable | kēpos |
Diction | KAY-pose |
Diction Mod | KAY-pose |
Usage | garden |
Luke 13:19
ପରମେଶ୍ବରଙ୍କ ରାଜ୍ଯ ଗୋଟିଏ ଶାରେିଷ ଦାନା ଭଳି। ଜଣେ ଲୋକ ସେ ଶାରେିଷ ମଞ୍ଜିଟି ତା' ବଗିଚା ରେ ବୁଣେ। ମଞ୍ଜିଟିରୁ ଗଜା ବାହାରି ଗଛ ହୁଏ। ପକ୍ଷୀମାନେ ଏହାର ଡାଳ ରେ ବସା ବାନ୍ଧନ୍ତି।
John 18:1
ଯୀଶୁ ଏହି ପ୍ରାର୍ଥନା କରି ସାରିବା ପରେ, ଶିଷ୍ଯମାନଙ୍କ ସହିତ ଚାଲିଗଲେ। ସମାନେେ କିଦ୍ରୋଣ ଉପତ୍ୟକା ପାରି ହାଇଗେଲେ। ଆର ପଟେ ଜଳପାଇ ବୃକ୍ଷର ଗୋଟିଏ ବଗିଚା ଥିଲା। ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ସଠାେକୁ ଗଲେ।
John 18:26
ମହାୟାଜକଙ୍କର ଜଣେ ଦାସ ସଠାେରେ ଥିଲା। ପିତର ଯେଉଁ ଲୋକର କାନ କାଟି ଦଇେଥିଲେ, ସେ ସହେି ଦାସର ସମ୍ପର୍କୀୟ। ତେଣୁ ସେ କହିଲା, ମୁଁ ଭାବୁଛି, ମୁଁ ବଗିଚା ରେ ଏହି ଲୋକ ସହିତ ତୁମ୍ଭକୁ ଦେଖିଥିଲି।
John 19:41
ଯୀଶୁଙ୍କୁ ଯେଉଁଠା ରେ କୃଶବିଦ୍ଧ କରାଯାଇଥିଲା, ସହେି ସ୍ଥାନ ପାଖ ରେ ଗୋଟିଏ ବଗିଚା ଥିଲା। ସହେି ବଗିଚା ରେ ଗୋଟିଏ ନୂଆ କବର ଥିଲା, ଯେଉଁଥି ରେ ପୂର୍ବରୁ କାହାକୁ ସମାଧି ଦିଆ ଯାଇ ନଥିଲା,
John 19:41
ଯୀଶୁଙ୍କୁ ଯେଉଁଠା ରେ କୃଶବିଦ୍ଧ କରାଯାଇଥିଲା, ସହେି ସ୍ଥାନ ପାଖ ରେ ଗୋଟିଏ ବଗିଚା ଥିଲା। ସହେି ବଗିଚା ରେ ଗୋଟିଏ ନୂଆ କବର ଥିଲା, ଯେଉଁଥି ରେ ପୂର୍ବରୁ କାହାକୁ ସମାଧି ଦିଆ ଯାଇ ନଥିଲା,
Occurences : 5
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்