Base Word
ἴσθι
Short Definitionbe thou
Long Definitionbe thou
Derivationsecond person imperative present of G1510
Same asG1510
International Phonetic Alphabetˈi.sθi
IPA modˈi.sθi
Syllableisthi
DictionEE-sthee
Diction ModEE-sthee
Usage+ agree, be, X give thyself wholly to

Matthew 2:13
ପଣ୍ଡିତମାନେ ଗ୍ଭଲିୟିବାପରେ ପରମେଶ୍ବରଙ୍କର ଜଣେ ଦୂତ ସ୍ବପ୍ନ ରେ ଯୋଷଫଙ୍କେୁ ଦର୍ଶନ ଦଇେ କହିଲେ, ଉଠ, ଶିଶୁଟିକୁ ଓ ତା ମାଆଙ୍କୁ ନଇେ ମିଶର ଦେଶକୁ ପଳାଅ ଏବଂ ମୁଁ ନ କହିବା ପର୍ୟ୍ଯନ୍ତ ସଠାେରେ ରୁହ। କାରଣ େ ହରୋଦ ତାହାକୁ ମାରିଦବୋ ପାଇଁ ଗ୍ଭହୁଁଥିବାରୁ ତାହାଙ୍କୁ ଖାଜେିବ।

Matthew 5:25
ଯଦି ତୁମ୍ଭର ଶତୃ ତୁମ୍ଭକୁ ବିଗ୍ଭରାଳୟକୁ ନଇେ ଯାଉଅଛି ତବେେ ବିଗ୍ଭରାଳୟ ୟିବା ପୂର୍ବରୁ ତା' ସହିତ ଶୀଘ୍ର ବନ୍ଧୁତା ସ୍ଥାପନ କର। ନଚତେ ତୁମ୍ଭର ଶତୃ ବିଗ୍ଭରପତିଙ୍କ ହାତ ରେ ଦଇଦେବ ଓ ଶଷେ ରେ ବିଗ୍ଭରପତି ତୁମ୍ଭକୁ ସିପାହୀ ହାତ ରେ ଦବେେ, ତା'ପରେ ତୁମ୍ଭେ କାରାଗାର ରେ ବନ୍ଦୀ ହାଇେ ୟିବ।

Mark 5:34
ଯୀଶୁ ତାକୁ କହିଲେ, ଆଗୋ ନାରୀ; ତୁମ୍ଭର ବିଶ୍ବାସ ତୁମ୍ଭକୁ ସୁସ୍ଥ କରି ଦଇେଛି। ଶାନ୍ତି ରେ ଯାଅ ଏବଂ ତୁମ୍ଭ ରୋଗରୁ ମୁକ୍ତ ହୁଅ।

Luke 19:17
ରାଜା ଚାକରମାନଙ୍କୁ କହିଲେ, ବହୁତ ଭଲ କଥା। ତୁମ୍ଭେ ଜଣେ ଭଲ ଚାକର। ତୁମ୍ଭକୁ େଛାଟ େଛାଟ ବିଷୟ ରେ ବିଶ୍ବାସ କରାଯାଇ ପାରିବ ବୋଲି ମୁଁ ଜାଣୁଛି। ତେଣୁ ମୁଁ ତୁମ୍ଭକୁ ମାରେ ଦଶଟି ନଗର ଶାସନକରିବାକୁ ଦବେି।'

1 Timothy 4:15
ସଗେୁଡ଼ିକ କରୁଥାଅ। ଉକ୍ତ କାମଗୁଡ଼ିକୁ କରିବା ପାଇଁ ଜୀବନକୁ ଉତ୍ସର୍ଗ କର। ତହିଁରେ ସବୁ ଲୋକେ ଦେଖିବେ ଯେ, ତୁମ୍ଭ୍ କାମ ରେ ଉନ୍ନତି ହେଉଛି ଓ ଚାଲିଛି।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்