Base Word
ἔσω
Short Definitioninside (as preposition or adjective)
Long Definitionto within, into
Derivationfrom G1519
Same asG1519
International Phonetic Alphabetˈɛ.so
IPA modˈe̞.sow
Syllableesō
DictionEH-soh
Diction ModA-soh
Usage(with-)in(-ner, -to, -ward)

Matthew 26:58
ପିତର ଅଳ୍ପ ଦୂର ରେ ରହି ମହାୟାଜକଙ୍କ ଅଗଣା ପର୍ୟ୍ଯନ୍ତ ଯୀଶୁଙ୍କ ପେଛ ପେଛ ଗଲେ। ଯୀଶୁଙ୍କର ପରିଣାମ କଣ ହବେ, ତାହା ଦେଖିବା ପାଇଁ ସେ ଭିତରକୁ ଯାଇ ପ୍ରହରୀମାନଙ୍କ ମଧିଅରେ ବସି ପଡ଼ିଲେ।

Mark 14:54
ପିତର ଯୀଶୁଙ୍କଠାରୁ ଦୂର ରେ ରହି ତାହାଙ୍କ ପେଛ ପେଛ ଆସି ମହା ଯାଜକଙ୍କ ଅଗଣା ଭିତ ରେ ପହଞ୍ଚିଗଲେ। ସେ ସଠାେରେ ପ୍ରହରୀମାନଙ୍କ ସହିତ ବସି ଯାଇ ନିଆଁ ରେ ସକେି ହେଲେ।

Mark 15:16
ସୈନ୍ଯମାନେ ଯୀଶୁଙ୍କୁ ଶାସନକର୍ତ୍ତାଙ୍କ ପ୍ରାସାଦ ଭିତରକୁ ନଇଗେଲେ। ସମାନେେ ଅନ୍ୟ ସମସ୍ତ ସୈନ୍ଯମାନଙ୍କୁ ଏକାଠି ଡାକିଲେ।

John 20:26
ଗୋଟିଏ ସପ୍ତାହ ପରେ ଶିଷ୍ଯମାନେ ପୁଣି ଘର ଭିତ ରେ ଥିଲେ। ଥୋମା ସମାନଙ୍କେ ସହିତ ଥିଲେ। କବାଟରେ ତାଲା ପଡିଥିଲା। କିନ୍ତୁ ଯୀଶୁ ଆସି ସମାନଙ୍କେ ମଧିଅରେ ଠିଆ ହେଲେ। ସେ କହିଲେ, ତୁମ୍ଭମାନଙ୍କର ଶାନ୍ତି ହେଉ।

Acts 5:23
ଆମ୍ଭେ କାରାଗାର ରେ ଭଲ ଭାବରେ ତାଲା ପଡ଼ିଥିବାର ଦେଖିଲୁ ଓ ଜଗୁଆଳୀମାନଙ୍କୁ ଦ୍ବାର ପାଖ ରେ ଠିଆ ହବୋର ମଧ୍ଯ ଦେଖିଲୁ। କିନ୍ତୁ ଆମ୍ଭେ ଯେତବେେଳେ କାରାଗାର ଖାଲିେ ଦେଖିଲୁ, ସେତବେେଳେ ସଠାେରେ କହେି ନଥିଲେ।

Romans 7:22
ମାେ ମନ ରେ, ମୁଁ ପରମେଶ୍ବରଙ୍କର ବ୍ଯବସ୍ଥା ରେ ସୁଖୀ।

1 Corinthians 5:12
ଯେଉଁମାନେ କୌଣସି ମଣ୍ଡଳୀର ସଭ୍ଯ ନୁହଁନ୍ତି, ସମାନଙ୍କେ ବିଚାର କରିବା ଉଚିତ୍ ନୁହେଁ। ପରମେଶ୍ବର ସମାନଙ୍କେର ବିଚାର କରିବେ।

Ephesians 3:16
ମୁଁ ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରେ, ଯେପରି ସେ ତାହାଙ୍କ ସମସ୍ତ ମହିମା ସହିତ ତୁମ୍ଭମାନଙ୍କୁ ଆତ୍ମିକଭାବେ ଶକ୍ତିୟୁକ୍ତ ହବୋ ପାଇଁ ତାହାଙ୍କର ଶକ୍ତି ପ୍ରଦାନ କରିବେ। ସେ ପବିତ୍ର ଆତ୍ମାଙ୍କ ଦ୍ବାରା ତୁମ୍ଭମାନଙ୍କୁ ସହେି ଶକ୍ତି ପ୍ରଦାନ କରିବେ।

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்