Base Word
ἐπαύριον
Short Definitionoccurring on the succeeding day, i.e., (G2250 being implied) to-morrow
Long Definitionon the morrow, the next day
Derivationfrom G1909 and G0839
Same asG0839
International Phonetic Alphabetɛpˈɛβ.ri.on
IPA mode̞pˈa.ri.own
Syllableepaurion
Dictionep-EV-ree-one
Diction Modape-A-ree-one
Usageday following, morrow, next day (after)

Matthew 27:62
ସହେି ଦିନଟି ପ୍ରସ୍ତୁତି ଦିବସ ଥିଲା, ସହେି ଶୁକ୍ରବାରର ପରଦିନ ପ୍ରମୁଖ ଯାଜକ ଓ ଫାରୂଶୀମାନେ ପୀଲାତଙ୍କୁ ଭଟେିଲେ।

Mark 11:12
ତହିଁ ଆରଦିନ ଯେତବେେଳେ ସମାନେେ ବେଥନିଆରୁ ବାହାରୁଥିଲେ, ତାହାଙ୍କୁ ବହୁତ ଭୋକ ଲାଗିଲା।

John 1:29
ତହିଁ ଆରଦିନ ଯୋହନ ଯୀଶୁଙ୍କୁ ତାହାଙ୍କ ପାଖକୁ ଆସିବାର ଦେଖିଲେ। ଯୋହନ କହିଲେ, ଏହି ଦେଖ, ପରମେଶ୍ବରଙ୍କର ମଷେଶାବକ। ସେ ପୃଥିବୀର ପାପ ବୋହି ନିଅନ୍ତି।

John 1:35
ତହିଁ ଆରଦିନ ଯୋହନ ପୁଣି ସଠାେରେ ଥିଲେ। ତାଙ୍କ ସହିତ ତାହାଙ୍କର ଦୁଇ ଜଣ ଶିଷ୍ଯ ଥିଲେ।

John 1:43
ତା'ପରଦିନ ଯୀଶୁ ଗାଲୀଲୀକୁ ୟିବା ପାଇଁ ସ୍ଥିର କଲେ। ସେ ଫିଲିପ୍ପଙ୍କୁ ଦେଖି କହିଲେ, ମାରେ ଅନୁସରଣ କର।

John 6:22
ତହିଁ ଆର ଦିନ ହ୍ରଦର ଆର ପଟେ କେତକେ ଲୋକ ରହିଗଲେ। ଯୀଶୁ ତାହାଙ୍କ ଶିଷ୍ଯମାନଙ୍କ ସହିତ ଡଙ୍ଗା ରେ ଯାଇ ନାହାଁନ୍ତି, ଏହି ବିଷୟ ସହେି ଲୋକମାନେ ଜାଣି ନଥିଲେ। ସମାନେେ ଜାଣିଥିଲେ ଯେ, ଶିଷ୍ଯମାନେ ଯୀଶୁଙ୍କୁ ଏକାକୀ ଛାଡି ଦଇେ ଡଙ୍ଗା ରେ ଚାଲିଗଲେ। ସମାନେେ ଜାଣିଥିଲେ ଯେ, ସଠାେରେ କବଳେ ସହେି ଗୋଟିଏ ମାତ୍ର ଡଙ୍ଗା ଥିଲା।

John 12:12
ତହିଁ ଆରଦିନ ଲୋକମାନେ ୟିରୂଶାଲମ ରେ ଶୁଣିଲେ ଯେ, ଯୀଶୁ ସଠାେକୁ ଆସୁଛନ୍ତି। ଏହି ଲୋକମାନେ ଅନକେ ସଂଖ୍ଯା ରେ ନିସ୍ତାରପର୍ବ ପାଇଁ ଆସିଥିଲେ।

Acts 10:9
ତହିଁ ଆରଦିନ ସମାନେେ ଯାଫୋ ନଗର ନିକଟରେ ପହନ୍ଚିଲେ, ସେତବେେଳେ ପିତର ଛାତ ଉପରକୁ ପ୍ରାର୍ଥନା କରିବାପାଇଁ ଯାଇଥିଲେ। ତାହାପ୍ରାୟ ଦ୍ବିପହର ସମୟ ଥିଲା।

Acts 10:23
ତେଣୁ ପିତର ସମାନଙ୍କେୁ ଭିତରକୁ ଡାକିଲେ ଓ ରାତ୍ରି ଯାପନ କରିବାକୁ ଜାଗାଟିଏ ଦେଲେ।

Acts 10:24
ତହିଁ ଆରଦିନ ସେ କାଇସରୀଆ ନଗର ରେ ପହନ୍ଚିଲେ। କର୍ଣ୍ଣୀଲିୟ ନିଜର ବନ୍ଧୁବାନ୍ଧବ ଓ ଘନିଷ୍ଠ ବନ୍ଧୁମାନଙ୍କୁ ଡ଼କଇେ ସମାନଙ୍କେ ଅପେକ୍ଷା ରେ ଥିଲେ।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்