Base Word
ἐντολή
Short Definitioninjunction, i.e., an authoritative prescription
Long Definitionan order, command, charge, precept, injunction
Derivationfrom G1781
Same asG1781
International Phonetic Alphabetɛn.toˈle
IPA mode̞n.towˈle̞
Syllableentolē
Dictionen-toh-LAY
Diction Modane-toh-LAY
Usagecommandment, precept

Matthew 5:19
ଏଣୁ ଲୋକେ ପ୍ରେତ୍ୟକକ ଆଦେଶ ମାନିବା ଉଚିତ, ଏପରିକି ମହତ୍ବପୂର୍ଣ୍ଣ ଦଖାେ ଯାଉ ନଥିବା େଛାଟ ଆଦେଶଟିଏ ମଧ୍ଯ ମାନିବା ଉଚିତ। ଯେଉଁ ଲୋକ ଆଦେଶ ପାଳିବାକୁ ମନାକରେ ଓ ଅନ୍ୟ ଲୋକଙ୍କୁ ଆଦେଶ ନ ପାଳିବାକୁ ମନ୍ତ୍ରଣା ଦିଏ, ସେ ସ୍ବର୍ଗ ରାଜ୍ଯ ରେ ଅତି ନ୍ଯୁନ ବୋଲି ଗଣିତ ହବୋ କିନ୍ତୁ ଯେଉଁଲୋକ ସେ ବ୍ଯବସ୍ଥା ମାନେ ଓ ଅନ୍ୟକୁ ମାନି ଚଳିବାକୁ ଶିଖାଏ, ସେ ସ୍ବର୍ଗ ରାଜ୍ଯ ରେ ମହାନ୍ ହବେ।

Matthew 15:3
ଯୀଶୁ କହିଲେ, ତୁମ୍ଭେ ନିଜର ପରମ୍ପରାଗତ ରୀତି ନୀତି ପାଳିବାକୁ ଯାଇ ପରମେଶ୍ବରଙ୍କ ଆଦେଶ କାହିଁକି ଲଙ୍ଘନ କରୁଛି?

Matthew 15:6
ଏହିଭଳି ତୁମ୍ଭେ ସେ ଲୋକଙ୍କୁ ତା ପିତାମାତାଙ୍କୁ ସମ୍ମାନ ନ ଦବୋ ପାଇଁ ହିଁ ଶିକ୍ଷା ଦେଉଛ। ଏହିପରି ନିଜର ପରମ୍ପରାଗତ ନୀତିନିୟମଗୁଡିକୁ ସମ୍ମାନ ଦଇେଛି ଓ ପରମେଶ୍ବରଙ୍କ ଆଦେଶକୁ ଅବମାନନା କରୁଛ।

Matthew 19:17
ଯୀଶୁ ସେ ଲୋକକୁ ପଚ଼ାରିଲେ, ଭଲ କାମ ବିଷୟ ରେ ମାେତେ କାହିଁକି ପଚ଼ାରୁଛ? ଭଲ ତ କବଳେ ମାତ୍ର ଜଣେ। ସେ ହେଉଛନ୍ତି ପରମେଶ୍ବର। ତଥାପି ଯଦି ତୁମ୍ଭେ ଅନନ୍ତ-ଜୀବନ ପାଇବା ପାଇଁ ଚ଼ାହୁଁଛ, ତବେେ ଆଦେଶଗୁଡ଼ିକ ପାଳନ କର।

Matthew 22:36
ସେ କହିଲା, ହେ ଗୁରୁ, ମାଶାଙ୍କେ ବ୍ଯବସ୍ଥା ଭିତରୁ କେଉଁ ଆଦେଶଟି ସବୁଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ?

Matthew 22:38
ଏହା ପ୍ରଥମ ଓ ସବୁଠାରୁ ମହତ୍ତ୍ବପୁର୍ଣ୍ଣ ଆଦେଶ।

Matthew 22:40
ସମସ୍ତ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତାମାନଙ୍କର ଲଖାଗେୁଡ଼ିକ ଏହି ଦୁଇଟି ଆଦେଶ ଉପରେ ଆଧାରିତ।

Mark 7:8
ତୁମ୍ଭମାନେ ପରମେଶ୍ବରଙ୍କ ଆଦେଶ ତ୍ଯାଗ କରିଛ। ଏବେ ତୁମ୍ଭମାନେେ ମନୁଷ୍ଯକୃତ ପରମ୍ପରାକୁ ଧରି ବସିଛ।

Mark 7:9
ଯୀଶୁ ପୁଣି ସମାନଙ୍କେୁ କହିଲେ, ନିଜ ପରମ୍ପରା ପାଳନ କରିବା ପାଇଁ ତୁମ୍ଭମାନେେ ପରମେଶ୍ବରଙ୍କ ଆଦେଶ ତ୍ଯାଗ କରି ଦଇେ ନିଜକୁ ଚତୁର ବୋଲି ଭାବୁଛ।

Mark 10:5
ଯୀଶୁ ସମାନଙ୍କେୁ କହିଲେ, ମାଶାେ ତୁମ୍ଭମାନଙ୍କ ପାଇଁ ଏହି ଆଜ୍ଞା ଲେଖିଥିଲେ, କାରଣ ତୁମ୍ଭମାନେେ ପରମେଶ୍ବରଙ୍କ ଉପଦେଶ ମାନିବାକୁ ମନା କଲ।

Occurences : 71

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்