Matthew 17:20
ଯୀଶୁ କହିଲେ, ତାହା କବଳେ ତୁମ୍ଭର ଅଳ୍ପ ବିଶ୍ବାସର ୟୋଗୁ ହେଲା। ମୁଁ ତୁମ୍ଭକୁ ସତ୍ଯ କହୁଛି। ତୁମ୍ଭର ଯଦି ଗୋଟିଏ ଶାରେିଷ ଦାନା ପରିମାଣର ମଧ୍ଯ ବିଶ୍ବାସ ଅଛି, ତବେେ ତୁମ୍ଭେ ଏହି ପର୍ବତକୁ କହିପାରିବ, 'ଏ ଜାଗାରୁ ସେ ଜାଗାକୁ ଚାଲିଯାଅ,' ଏବଂ ପର୍ବତ ଚାଲିୟିବ। ତୁମ୍ଭ ପାଇଁ କିଛି ଅସମ୍ଭବ ହାଇେ ରହିବ ନାହିଁ।
Luke 4:9
ତା'ପରେ ସେ ଯୀଶୁଙ୍କୁ ୟିରୁଶାଲମେକୁ ନଇଗେଲା ଓ ସଠାେରେ ମନ୍ଦିରର ଶିଖର ରେ ଠିଆ କରାଇ ଦଲୋ। ସେ ଯୀଶୁଙ୍କୁ କହିଲା, ଯଦି ତୁମ୍ଭେ ପରମେଶ୍ବରଙ୍କ ପୁତ୍ର, ତବେେ ଏହିଠାରୁ ତଳକୁ ଡଇେଁପଡ।
Luke 13:31
ସହେି ସମୟରେ କେତକେ ଫାରୂଶୀ ଯୀଶୁଙ୍କ ପାଖକୁ ଆସିଲେ। ସମାନେେ କହିଲେ, ଏଠାରୁ ଚାଲିଯାଇ ଲୁଚିଯାଆନ୍ତୁ। ହରେୋଦ ଆପଣଙ୍କୁ ମାରିଦବୋ ପାଇଁ ଚାହୁଁଛନ୍ତି।
Luke 16:26
ତା' ଛଡା ତୋର ଓ ଆମ୍ଭ ମଝି ରେ ଗୋଟିଏ ବଡ ଖାତ ଅଛି। ତୋତେ ସାହାୟ୍ଯ କରିବା ପାଇଁ ସହେି ଖାତକୁ କହେି ପାରି ହାଇେ ଯାଇ ପାରିବେ ନାହିଁ।' ଏବଂ ସହେି ସ୍ଥାନ ଛାଡି କହେି ଏଠାକୁ ଆସି ପାରିବେ ନାହିଁ।
John 2:16
ତା'ପରେ ଯୀଶୁ କପୋତ ବପୋରୀମାନଙ୍କୁ ଯାଇ କହିଲେ, ଏସବୁ ଜିନିଷଗୁଡିକ ଏଠାରୁ ନଇଯାେଅ। ମାରେ ପରମପିତାଙ୍କ ଘରକୁ ଗୋଟିଏ ବାଣିଜ୍ଯ ଗୃହ ରେ ପରିଣତ କର ନାହିଁ।
John 7:3
ତେଣୁ ଯୀଶୁଙ୍କର ଭାଇମାନେ ତାହାଙ୍କୁ କହିଲେ, ଏ ସ୍ଥାନ ଛାଡ ଓ ପର୍ବ ସକାେଶ ୟିହୂଦା ପ୍ରଦେଶକୁ ଯାଅ। ଯେପରି ତୁମ୍ଭର ଶିଷ୍ଯମାନେ ସଠାେରେ ତୁମ୍ଭେ କରୁଥିବା ଆଶ୍ଚର୍ୟ୍ଯ କାର୍ୟ୍ଯଗୁଡୁକ ଦେଖି ପାରିବେ।
John 14:31
କିନ୍ତୁ ଏହି ଜଗତ ଜାଣିବା ଉଚିତ ଯେ, ମୁଁ ପରମପିତାଙ୍କୁ ପ୍ ରମେ କରେ। ତେଣୁ ପରମପିତା ମାେତେ ଯେପରି କହିଛନ୍ତି, ମୁଁ ଠିକ୍ ସପରେି କରିବି। ଚାଲ ୟିବା । ଆମ୍ଭେ ଏ ସ୍ଥାନ ତ୍ଯାଗ କରିବା।
John 18:36
ଯୀଶୁ କହିଲେ, ମାରେ ରାଜ୍ଯ ଏ ଜଗତର ନୁହେଁ। ଯଦି ଏହା ଜଗତର ହାଇେଥା'ନ୍ତା, ତବେେ ମାରେ ଦାସମାନେ ୟୁଦ୍ଧ କରିଥାଆନ୍ତେ ଓ ମାେତେ ଯିହୂଦୀମାନେ ଧରିପାରି ନଥାନ୍ତେ। କିନ୍ତୁ ମାେ ରାଜ୍ଯ ଅନ୍ୟ ଏକ ସ୍ଥାନ ରେ।
John 19:18
ସହେି 'ଗଲଗଥା' ରେ ସମାନେେ ଯୀଶୁଙ୍କୁ କୃଶବିଦ୍ଧ କଲେ। ଯୀଶୁଙ୍କୁ ମଝି ରେ ରଖି ତାହାଙ୍କର ଦୁଇ ପାଶର୍ବ ରେ ଆଉ ଦୁଇଜଣଙ୍କୁ ମଧ୍ଯ କୃଶବିଦ୍ଧ କଲେ।
John 19:18
ସହେି 'ଗଲଗଥା' ରେ ସମାନେେ ଯୀଶୁଙ୍କୁ କୃଶବିଦ୍ଧ କଲେ। ଯୀଶୁଙ୍କୁ ମଝି ରେ ରଖି ତାହାଙ୍କର ଦୁଇ ପାଶର୍ବ ରେ ଆଉ ଦୁଇଜଣଙ୍କୁ ମଧ୍ଯ କୃଶବିଦ୍ଧ କଲେ।
Occurences : 13
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்