Base Word
ἄκαρπος
Short Definitionbarren (literally or figuratively)
Long Definitionmetaphorically without fruit, barren, not yielding what it ought to yield
Derivationfrom G0001 (as a negative particle) and G2590
Same asG0001
International Phonetic Alphabetˈɑ.kɑr.pos
IPA modˈɑ.kɑr.pows
Syllableakarpos
DictionAH-kahr-pose
Diction ModAH-kahr-pose
Usagewithout fruit, unfruitful

Matthew 13:22
କଣ୍ଟାବୁଦା ରେ ପଡିଯାଇଥିବା ବୀଜର ଅର୍ଥ କ'ଣ? ମଞ୍ଜିଟି ସହେି ଲୋକ ଯେ ସୁସମାଚାର ଶୁଣେ କିନ୍ତୁ ସଂସାରର ଚିନ୍ତା ଓ ଧନର ମାହେ ଲାଗି ସୁସମାଚାରକୁ ତା ଭିତ ରେ ବଢିବାକୁ ଦିଏନାହିଁ, ସେ ବ୍ଯକ୍ତି କବେେ ସଫଳ ହାଇପୋ ରେ ନାହିଁ।

Mark 4:19
କିନ୍ତୁ ତାହାଙ୍କ ମନ ରେ ଜୀବନର ଚିନ୍ତା, ଧନ-ସମ୍ପତ୍ତିର ମାହେ ଓ ଅନ୍ୟ ବସ୍ତୁ ଲାଭ କରିବାର ଲାଳସା ଆ ସେ ଓ ସଗେୁଡିକ ବାକ୍ଯକୁ ଚାପି ପକାଏ। ଫଳ ରେ ତାହା ସମାନଙ୍କେ ଜୀବନ ରେ ଫଳହୀନ ହୁଏ।

1 Corinthians 14:14
ଯଦି ମୁଁ ଅନ୍ୟ ଭାଷା ରେ ପ୍ରାର୍ଥନା କରୁଛି, ତା' ହେଲେ ମାରେ ଆତ୍ମା ପ୍ରାର୍ଥନା କରେ, ମାରେବୁଦ୍ଧି କିଛି କରେ ନାହିଁ।

Ephesians 5:11
ସର୍ବଦା ଭଲ କାମ କରି, ଅନ୍ଧକାରର କର୍ମଗୁଡ଼ିକର ଅସାରତା ପ୍ରମାଣିତ କର।

Titus 3:14
ନିଜ ଜୀବନକୁ ସତ୍ କର୍ମ ରେ ଲଗାଇବା ପାଇଁ ଲୋକମାନେ ଶିଖିବା ଆବଶ୍ଯକ। ଯେଉଁମାନଙ୍କର ପ୍ରକୃତ ରେ ଦରକାର, ସମାନଙ୍କେର ମଙ୍ଗଳ କର। ତା' ହେଲେ ଆମ୍ଭ ଲୋକେ ବିଫଳ ଜୀବନଯାପନ କରିବେ ନାହିଁ।

2 Peter 1:8
ଯଦି ଏସମସ୍ତ ବିଷୟ ତୁମ୍ଭ ଭିତ ରେ ଅଛି ଓ ବୃଦ୍ଧି ପାଇ ଚାଲିଛି, ତା' ହେଲେ ତୁମ୍ଭେ କବେେ ହେଲେ ଶିଥିଳ ହବେ ନାହିଁ। ସଗେୁଡ଼ିକ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନ ରେ ପୂର୍ଣ୍ଣତା ପାଇବା ପାଇଁ କବେେ ହେଲେ ତୁମ୍ଭକୁ ମୂଲ୍ଯହୀନ ହବୋକୁ ଦବେ ନାହିଁ।

Jude 1:12
ଏମାନେ ତୁମ୍ଭମାନଙ୍କର ପ୍ ରମେି ଭୋଜିର କଳଙ୍କ ପରି। ସମାନେେ ନିର୍ଭୟ ରେ ତୁମ୍ଭ ସହିତ ଭୋଜନ କରନ୍ତି। ସମାନେେ କବଳେ ନିଜର ଯତ୍ନ ନିଅନ୍ତି। ସମାନେେ ବର୍ଷା ବିହୀନ ମେଘ ଖଣ୍ଡମାନ। ପବନ ଦ୍ବାରା ସମାନେେ ଚାରିଆଡ଼େ ଉଡ଼ନ୍ତି। ସମାନେେ ହମେନ୍ତ କାଳ ରେ ଫଳ ନ ଥିବା ଗଛ ପରି ଓ ଭୂମିରୁ ହଠାତ୍ ଉପୁଡ଼ି ଯାଆନ୍ତି। ସମାନଙ୍କେର ଦୁଇ ଥର ମୃତ୍ଯୁ ହୁଏ।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்