Base Word
γένος
Short Definition"kin" (abstract or concrete, literal or figurative, individual or collective)
Long Definitionrace
Derivationfrom G1096
Same asG1096
International Phonetic Alphabetˈɣɛ.nos
IPA modˈɣe̞.nows
Syllablegenos
DictionGEH-nose
Diction ModGAY-nose
Usageborn, country(-man), diversity, generation, kind(-red), nation, offspring, stock

Matthew 13:47
ସ୍ବର୍ଗରାଜ୍ଯ ମଧ୍ଯ ହ୍ରଦ ରେ ଫିଙ୍ଗା ଯାଇଥିବା ଗୋଟିଏ ଜାଲ ଭଳି। ସେଥି ରେ ବିଭିନ୍ନ ପ୍ରକାରର ମାଛ ଧରା ପଡିଲେ।

Matthew 17:21
(ଏହିଭଳି ଭୂତମାନେ କବଳେ ଉପବାସ ଏ ପ୍ରାର୍ଥନା ଦ୍ବାରା ବାହାରି ଯାଇ ଥାଆନ୍ତି।)

Mark 7:26
ସେ ସ୍ତ୍ରୀ ଲୋକଟି ଗ୍ରୀକ୍ ଥିଲା। ସେ ସିରିଆର ଫୈନିକିଯାଠା ରେ ଜନ୍ମ ହାଇେଥିଲା। ସେ ତା' ଝିଅ ଠାରୁ ଭୂତକୁ ବାହାର କରି ଦବୋ ପାଇଁ ଯୀଶୁଙ୍କୁ ପ୍ରାର୍ଥନା କଲା।

Mark 9:29
ଏହା ଶୁଣି ଯୀଶୁ ସମାନଙ୍କେୁ କହିଲେ, ଏହି ପ୍ରକାରର ଦୁଷ୍ଟାତ୍ମାକୁ କବଳେ ପ୍ରାର୍ଥନା ମାଧ୍ଯମ ରେ ବାହାର କରା ଯାଇ ପାରିବ।

Acts 4:6
ସଠାେରେ ହାନାନ ମହାୟାଜକ, କଯାଫା, ଯୋହନ, ଆଲେକ୍ଜାଣ୍ଡର ଓ ମହାୟାଜକୀୟ ପରିବାରର ସମସ୍ତେ ମଧ୍ଯ ଉପସ୍ଥିତ ଥିଲେ।

Acts 4:36
ଯୋଷଫେ ନାମ ରେ ଜଣେ ବିଶ୍ବାସୀ ଥିଲେ। ପ୍ ରରେିତମାନେ ତାହାଙ୍କୁ ବର୍ଣ୍ଣବ୍ବା ନାମ ରେ ଡ଼ାକୁ ଥିଲେ। ଏହି ନାମର ଅର୍ଥ, ସାହାୟ୍ଯକାରୀ ସେ କୁପ୍ରୀୟ ଜାତିର ଜଣେ ଲବେୀୟ ଥିଲେ।

Acts 7:13
ସମାନଙ୍କେର ଦ୍ବିତୀୟ ଥର ୟିବା ସମୟରେ ଯୋଷଫେ ନିଜ ଭାଇମାନଙ୍କ ପାଖ ରେ ପରିଚ଼ିତ ହେଲେ ଓ ଫାରୋ ଯୋଷଫଙ୍କେ ପରିବାର ବିଷୟ ରେ ଜାଣିଲେ।

Acts 7:19
ସେ ନୂଆ ରାଜା ଆମ୍ଭ ଲୋକଙ୍କ ପ୍ରତି ନିଷ୍ଠୁର ଥିଲେ। ସେ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଦୁର୍ବ୍ଯବହାର କଲେ। ରାଜା ସମାନଙ୍କେର ଶିଶୁମାନଙ୍କୁ ମାରିବା ପାଇଁ ବାହା ରେ ପକଇଦେବୋକୁ ସମାନଙ୍କେୁ ବଧ୍ଯ କଲେ।

Acts 13:26
ହେ ଭାଇମାନେ, ଅବ୍ରହାମଙ୍କ ପୁତ୍ରମାନେ ଓ ପ୍ରକୃତ ପରମେଶ୍ବରଙ୍କୁ ଉପାସନା କରୁଥିବା ଅନ୍ୟଜାତୀୟମାନେ, ଆମ୍ଭମାନଙ୍କ ପାଇଁ ଏହି ପରିତ୍ରାଣର ସୁସମାଚ଼ାର ପଠାଯାଇଛି।

Acts 17:28
'କାରଣ ଆମ୍ଭେ ତାହାଙ୍କ ସହିତ ବାସ କରୁ, ତାହାଙ୍କ ସହିତ ଗତି କରୁ ଓ ତାହାଙ୍କଠା ରେ ଆମ୍ଭର ଅସ୍ତିତ୍ବ ଅଛି।'

Occurences : 21

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்