Romans 8:25 in Oriya

Oriya Oriya Bible Romans Romans 8 Romans 8:25

Romans 8:25
କିନ୍ତୁ ଯାହା ଆମ୍ଭ ପାଖ ରେ ଏବେ ସୁଦ୍ଧା ନାହିଁ ତା ପାଇଁ ଆମ୍ଭେ ଭରସା ରେ ଅଛୁ। ଆମ୍ଭେ ଏହା ପାଇଁ ଧେ ୗର୍ୟପୁର୍ବକ ଅପେକ୍ଷା କରି ରହିଛୁ।

Romans 8:24Romans 8Romans 8:26

Romans 8:25 in Other Translations

King James Version (KJV)
But if we hope for that we see not, then do we with patience wait for it.

American Standard Version (ASV)
But if we hope for that which we see not, `then' do we with patience wait for it.

Bible in Basic English (BBE)
But if we have hope for that which we see not, then we will be able to go on waiting for it.

Darby English Bible (DBY)
But if what we see not we hope, we expect in patience.

World English Bible (WEB)
But if we hope for that which we don't see, we wait for it with patience.

Young's Literal Translation (YLT)
and if what we do not behold we hope for, through continuance we expect `it'.

But
εἰeiee
if
δὲdethay
we
hope
for
hooh
that
οὐouoo
we
see
βλέπομενblepomenVLAY-poh-mane
not,
ἐλπίζομενelpizomenale-PEE-zoh-mane
then
do
we
with
for
δι'dithee
patience
ὑπομονῆςhypomonēsyoo-poh-moh-NASE
wait
ἀπεκδεχόμεθαapekdechomethaah-pake-thay-HOH-may-tha

Cross Reference

1 Thessalonians 1:3
ଆମ୍ଭମାନଙ୍କର ପରମପିତା ପରମେଶ୍ବରଙ୍କୁ ଆମ୍ଭ ପ୍ରାର୍ଥନା ରେ ନିବଦନେ କଲା ବେଳେ ତୁମ୍ଭମାନେେ ତୁମ୍ଭମାନଙ୍କର ବିଶ୍ବାସ ହତେୁ ଯାହା କରିଛ, ସେଥିପାଇଁ ତାଙ୍କୁ ଧନ୍ଯବାଦ ଦେଉ। ତୁମ୍ଭମାନେେ ତୁମ୍ଭମାନଙ୍କର ପ୍ ରମେ ହତେୁ ଯେଉଁ କାର୍ୟ୍ଯ କରିଛ, ସେଥିପାଇଁ ତାହାଙ୍କୁ ଧନ୍ଯବାଦ ଦେଉ। ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କ ଭରସା ହତେୁ ତୁମ୍ଭମାନେେ ଦୃଢ଼ ହାଇେ ରହିଛ ବୋଲି ଆମ୍ଭେ ତାଙ୍କୁ ସର୍ବଦା ଧନ୍ଯବାଦ ଅର୍ପଣ କରୁଛୁ।

Romans 12:12
ଭରସା ଥିବାରୁ ପ୍ରସନ୍ନ ରୁହ। ଅସୁବିଧାର ସମ୍ଭୁଖୀନ ହବୋ ବେଳେ ତୁମ୍ଭେ ର୍ଧୈୟ୍ଯ ଧର। ନିରନ୍ତର ପ୍ରାର୍ଥନା କର।

Hebrews 10:36
ତୁମ୍ଭମାନେେ ର୍ଧୈୟ୍ଯବାନ ହବୋ ଦରକାର। ପରମେଶ୍ବର ଯାହା ଇଚ୍ଛା କରନ୍ତି, ସହେି ସବୁ କାମ କରି ସାରିଲା ପରେ, ସେ ଯାହା ପ୍ରତିଜ୍ଞା କରିଛନ୍ତି, ସେ ସବୁ ତୁମ୍ଭମାନେେ ପାଇବ।

Colossians 1:11
ଯେପରି ପରମେଶ୍ବର ତାହାଙ୍କ ମହାନ୍ ଶକ୍ତି ଦ୍ବାରା ତୁମ୍ଭମାନଙ୍କୁ ଶକ୍ତିଶାଳୀ କରନ୍ତୁ ; ଯେ ତୁମ୍ଭମାନେେ ର୍ଧୈୟ୍ଯବାନ ହବେ ଓ କଷ୍ଟ ପଡ଼ିଲେ, ପଳାୟନ କରିବ ନାହିଁ, ସେଥିପାଇଁ ପରମେଶ୍ବର ତୁମ୍ଭମାନଙ୍କୁ ଶକ୍ତି ଦିଅନ୍ତୁ।

Psalm 27:14
ସଦାପ୍ରଭୁଙ୍କ ସହାୟତା ପାଇଁ ଅପେକ୍ଷା କର, ବଳଶାଳୀ ଓ ସାହସୀକ ହୁଅ ଏବଂ ସଦାପ୍ରଭୁଙ୍କର ଅନୁସରଣ କର।

Psalm 130:5
ମୁଁ ସଦାପ୍ରଭୁଙ୍କର ସାହାୟ୍ଯକୁ ଅପେକ୍ଷା କରିଛି। ମାରେ ପ୍ରାଣ ତାଙ୍କୁ ଚାହିଁ ରହିଛି। ମୁଁ ସଦାପ୍ରଭୁଙ୍କର ବାକ୍ଯରେ ଭରସା ରଖିଛି।

Luke 21:19
ଏହି ସବୁ ଘଟଣା ଭିତ ରେ ତୁମ୍ଭମାନେେ ତୁମ୍ଭ ବିଶ୍ବାସ ରେ ଦୃଢ ରହିଲେ ନିଜକୁ ରକ୍ଷା କରିପାରିବ।

2 Thessalonians 3:5
ଖ୍ରୀଷ୍ଟଙ୍କର ର୍ଧୈୟ୍ଯ ଓ ପରମେଶ୍ବରଙ୍କ ପ୍ ରମେ ପଥରେ ତୁମ୍ଭମାନଙ୍କ ହୃଦୟ ଅଗ୍ରସର ହବୋ ନିମନ୍ତେ ସେ ତୁମ୍ଭମାନଙ୍କୁ ପରିଚାଳିତ କରିବେ ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ।

Revelation 14:12
ଏହାର ଅର୍ଥ ହେଉଛି ଯେ, ପରମେଶ୍ବରଙ୍କର ପବିତ୍ର ଲୋକମାନେ ର୍ଧୈୟ୍ଯବାନ୍ ହୁଅନ୍ତୁ। ସମାନେେ ପରମେଶ୍ବରଙ୍କର ଆଜ୍ଞା ମାନିବା ଓ ଯୀଶୁଙ୍କ ପାଖ ରେ ବିଶ୍ବାସ ରଖୁଥିବା ଉଚିତ୍।

Revelation 13:10
ଯେଉଁ ବ୍ଯକ୍ତିର ବନ୍ଦୀ ହବୋର ଅଛି, ତବେେ ସେ ବନ୍ଦୀ ହବେ। ଯେଉଁ ବ୍ଯକ୍ତିର ମୃତ୍ଯୁ ଖଣ୍ଡା ଦ୍ବାରା ହବୋର ଅଛି, ତବେେ ସେ ଲୋକ ଖଣ୍ଡା ରେ ମୃତ୍ଯୁବରଣ କରିବ। ଏହି ସମୟରେ, ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କର ର୍ଧୈୟ୍ଯ ଓ ବିଶ୍ବାସ ରହିବା ଉଚିତ।

Revelation 1:9
ଯୀଶୁଙ୍କ ଦୁଃଖ ଭୋଗ ରାଜ୍ଯ ଓ ର୍ଧୈୟ୍ଯ ରେ ତୁମ୍ଭମାନଙ୍କର ସହଭାଗୀ ଭାଇ ମୁଁ ଯୋହନ, ପରମେଶ୍ବରଙ୍କ ବାକ୍ଯ ପ୍ରଚାର ଓ ଯୀଶୁଙ୍କର ସାକ୍ଷୀ ହବୋ ହତେୁ ନିର୍ବାସିତ ହାଇେ ପାତ୍ମ ଦ୍ବୀପରେ ଥିଲି କାରଣ ମୁଁ ପରମେଶ୍ବରଙ୍କର ବାକ୍ଯ ପ୍ରଚାର କଲି। ମୁଁ ଯୀଶୁଙ୍କ ବିଷୟ ରେ ସାକ୍ଷ୍ଯ ଦଲେି।

James 5:7
ଭାଇ ଓ ଭଉଣୀମାନେ, ର୍ଧୈୟ୍ଯ ରଖ, ପ୍ରଭୁ ଯୀଶୁ ଆସିବେ। ସହେି ସମୟ ପର୍ୟ୍ଯନ୍ତ ର୍ଧୈୟ୍ଯ ଧରି ରୁହ।

James 1:3
କାରଣ ତୁମ୍ଭେ ଜାଣିଛ ଯେ, ଏହି ଅସୁବିଧାଗୁଡ଼ିକ ତୁମ୍ଭର ବିଶ୍ବାସକୁ ପରୀକ୍ଷା କରେ, ଓ ଏଗୁଡ଼ିକ ତୁମ୍ଭର ର୍ଧୈୟ୍ଯ ଜନ୍ମାଏ।

Hebrews 12:1
ଆମ୍ଭର ଚାରିପଟେ, ବିଶ୍ବାସଧାରୀ ଆମ୍ଭର ବହୁ ସଂଖ୍ଯକ ଲୋକ ରହିଛନ୍ତି। ବିଶ୍ବାସ ବିଷୟ ରେ ସମାନଙ୍କେ ଜୀବନ ଆମ୍ଭକୁ କହିଥାଏ। ତେଣୁ ଆମ୍ଭେ ସମାନଙ୍କେ ଭଳି ହବୋ ଉଚିତ। ଆମ୍ଭେ ଜୀବନ ରେ ଆଗକୁ ୟିବା ପାଇଁ ଯାହା କିଛି ବାଧା ଅଛି, ସଗେୁଡ଼ିକୁ ଆମ୍ଭେ ଆଡ଼ଇେ ଦବୋ ଉଚିତ ଓ ଆମ୍ଭ ସମ୍ମୁଖ ରେ ଥିବା ଦୌଡ଼ ରେ ଦୌଡ଼ିବା ଉଚିତ। ପ୍ରଚେଷ୍ଟା ଥିବା ଦରକାର। ଆମ୍ଭକୁ ସହଜ ରେ ବାନ୍ଧି ରଖୁଥିବା ପାପକୁ ଆମ୍ଭେ ତ୍ଯାଗ କରିବା ଉଚିତ।

Psalm 37:7
ସଦାପ୍ରଭୁଙ୍କୁ ବିଶ୍ବାସ କର ଓ ତାଙ୍କ ସାହାୟ୍ଯ ପାଇଁ ଅପେକ୍ଷା କର। ହତାଶ ହୁଅ ନାହିଁ। ଯେତବେେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦ କାର୍ୟ୍ଯ ସଫଳ ହୁଏ। ହତାଶ ହୁଅ ନାହିଁ ଯେତବେେଳେ ଦୁଷ୍ଟ ଲୋକମାନେ ମନ୍ଦ କାର୍ୟ୍ଯ କରିବାକୁ ମନ୍ତ୍ରଣା କରି ସମାନଙ୍କେର ଯୋଜନାରେ ସଫଳ ହୁଅନ୍ତି।

Psalm 62:1
ହଁ, ମାରେ ହୃଦଯ ଶାନ୍ତ ଭାବରେ ପରମେଶ୍ବରଙ୍କ ଅପେକ୍ଷା କରେ। ମାରେ ପରିତ୍ରାଣ ତାଙ୍କଠାରୁ ଅଲଗା।

Psalm 62:5
ହେ ମାରେ ପ୍ରାଣ, ସତରେ ଶାନ୍ତ ଭାବରେ ପରମେଶ୍ବରଙ୍କୁ ଅପେକ୍ଷା କର। କାରଣ ତାଙ୍କଠାରୁ ମାରେ ଆଶା ଆସେ।

Isaiah 25:9
ସେତବେେଳେ ଲୋକେ ଏହି କଥା କହିବେ, ଏହି ଆମର ପରମେଶ୍ବର ଯାହାଙ୍କୁ ଆମ୍ଭମାନେେ ବହୁତ ସମୟ ଧରି ଅପେକ୍ଷା କରିଅଛୁଁ। ସେ ଆମ୍ଭମାନଙ୍କୁ ଉଦ୍ଧାର କରିବାକୁ ଆସିଛନ୍ତି। ତାହାଙ୍କ ଦୃଢ଼ ପରିତ୍ରାଣ ରେ ଆମ୍ଭମାନେେ ଆନନ୍ଦ ଉଲ୍ଲାସ କରିବୁ, ଯେତବେେଳେ ସେ ଆମ୍ଭକୁ ରକ୍ଷା କରନ୍ତି।'

Isaiah 26:8
ମାତ୍ର ହେ ସଦାପ୍ରଭୁ, ଆମ୍ଭମାନେେ ତୁମ୍ଭ ଶାସନ ମାର୍ଗର ନ୍ଯାଯକୁ ଅପେକ୍ଷା କରିଛୁ। ଆମ୍ଭମାନଙ୍କର ଆତ୍ମା ତୁମ୍ଭର ନାମକୁ ସ୍ମରଣ କରିବ।

Lamentations 3:25
ଯେଉଁମାନେ ସଦାପ୍ରଭୁଙ୍କ ଉପ ରେ ସମାନଙ୍କେର ଆଶା ରଖନ୍ତି ଓ ଯେଉଁମାନଙ୍କର ହୃଦଯ ତାଙ୍କୁ ଖୋଜେ, ସମାନଙ୍କେ ପ୍ରତି ସଦାପ୍ରଭୁ ମଙ୍ଗଳମଯ ଅଟନ୍ତି।

Luke 8:15
ଏବଂ ଯେଉଁ ବୀଜ ଭଲ ମାଟି ରେ ପଡିଥିଲା, ତାହା ସହେି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ବରଙ୍କ ଉପଦେଶ ସ୍ବଚ୍ଛ ଓ ପବିତ୍ର ହୃଦୟ ରେ ଶୁଣନ୍ତି, ତାହା ହୃଦୟ ରେ ଗ୍ରହଣ କରନ୍ତି, କାର୍ୟ୍ଯ ରେ ପାଳନ କରନ୍ତି ଓ ର୍ଧୈୟ୍ଯ ପୂର୍ବକ ଉତ୍ତମ ଫଳ ଫଳନ୍ତି।

Romans 2:7
କେତକେ ଲୋକ ପରମେଶ୍ବରଙ୍କର ମହିମା, ସମ୍ମାନ ଓ ପରମେଶ୍ବର ଦବୋକୁ ଥିବା ଅନନ୍ତ ଜୀବନ ପାଇଁ ବଞ୍ଚିନ୍ତି। ଯେଉଁମାନେ ସର୍ବଦା ଭଲ କାମ କରି ର୍ଧୈୟ୍ଯପୂର୍ବକ ଏହି ଗୁଡ଼ିକ ପାଇଁ ଜୀବନ ଧାରଣ କରନ୍ତି, ସହେି ଲୋକମାନଙ୍କୁ ପରମେଶ୍ବର ଅନନ୍ତ ଜୀବନ ପ୍ରଦାନ କରିବେ।

Romans 8:23
କବଳେ ଜଗତ ନୁହେଁ, ଆମ୍ଭେ ମଧ୍ଯ ସହେିପରି ବଦନୋପୂର୍ବକ ଅପେକ୍ଷା ରେ ଅଛୁ। ପରମେଶ୍ବରଙ୍କର ପ୍ରତିଜ୍ଞାର ପ୍ରଥମ ଫଳ ସ୍ବରୂପ ଆମ୍ଭେ ଆତ୍ମାକୁ ପାଇଲୁ। ସେଥି-ପାଇଁ ଅପେକ୍ଷା କରିଛୁ ଯେ , ପରମେଶ୍ବର ଆମ୍ଭକୁ ତାହାଙ୍କର ନିଜ ସନ୍ତାନ ଭାବେ ସୃଷ୍ଟି କରିବା କାମ ସମାପ୍ତ କରନ୍ତୁ। ଅର୍ଥାତ ଆମ୍ଭମାନେେ ଶରୀରଗୁଡିକ ମୁକ୍ତି ପାଇଁ ଅପେକ୍ଷା କରିଛୁ।

Hebrews 6:12
ତୁମ୍ଭମାନେେ ଆଳସ୍ଯପରାୟଣ ନ ହାଇେ ଯେପରି ପରମେଶ୍ବରଙ୍କ ପ୍ରତିଜ୍ଞାତ ବିଷୟ ପ୍ରାପ୍ତ ହାଇେଥିବା ଲୋକମାନଙ୍କ ପରି ହୁଅ, ଏକଥା ଆମ୍ଭେ ଚାହୁଁ। ସମାନେେ ତାହାଙ୍କର ବିଶ୍ବାସ ଓ ର୍ଧୈୟ୍ଯ ହତେୁରୁ ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀ ହେଉଛନ୍ତି।

Hebrews 6:15
ଅବ୍ରହାମ ର୍ଧୈୟ୍ଯପୂର୍ବକ ଏହା ଘଟିବା ପାଇଁ ଅପେକ୍ଷା କଲେ। ଓ ପରେ ସେ ପରମେଶ୍ବରଙ୍କ ପ୍ରତିଜ୍ଞାନୁସା ରେ ଫଳପ୍ରାପ୍ତ ହେଲେ।

Genesis 49:18
ହେ ସଦାପ୍ରଭୁ, ମୁଁ ତୁମ୍ଭଦ୍ବାରା ପରିତ୍ରାଣର ଅପେକ୍ଷା ରେ ଅଛି।