Romans 2:2
ପରମେଶ୍ବର, ଯେଉଁମାନେ ଏପରିକି ମନ୍ଦକର୍ମ କରନ୍ତି ତାହାଙ୍କର ନ୍ଯାୟ ବିଚ଼ାର କରନ୍ତି। ଏହା ଆମ୍ଭମାନେେ ଜାଣୁ ଯେ, ପରମେଶ୍ବରଙ୍କର ନ୍ଯାୟ ବିଚ଼ାର ଠିକ୍ ଅଟେ।
Romans 2:2 in Other Translations
King James Version (KJV)
But we are sure that the judgment of God is according to truth against them which commit such things.
American Standard Version (ASV)
And we know that the judgment of God is according to truth against them that practise such things.
Bible in Basic English (BBE)
And we are conscious that God is a true judge against those who do such things.
Darby English Bible (DBY)
But we know that the judgment of God is according to truth upon those who do such things.
World English Bible (WEB)
We know that the judgment of God is according to truth against those who practice such things.
Young's Literal Translation (YLT)
and we have known that the judgment of God is according to truth, upon those practising such things.
| But | οἴδαμεν | oidamen | OO-tha-mane |
| we are sure | δὲ | de | thay |
| that | ὅτι | hoti | OH-tee |
| the | τὸ | to | toh |
| judgment | κρίμα | krima | KREE-ma |
| of | τοῦ | tou | too |
| God | θεοῦ | theou | thay-OO |
| is | ἐστιν | estin | ay-steen |
| according to | κατὰ | kata | ka-TA |
| truth | ἀλήθειαν | alētheian | ah-LAY-thee-an |
| against | ἐπὶ | epi | ay-PEE |
| commit which them | τοὺς | tous | toos |
| τὰ | ta | ta | |
| such things. | τοιαῦτα | toiauta | too-AF-ta |
| πράσσοντας | prassontas | PRAHS-sone-tahs |
Cross Reference
Psalm 9:7
କିନ୍ତୁ ସଦାପ୍ରଭୁ ଚିରକାଳ ରାଜାରୂପେ ବିଦ୍ଯମାନ, ସେ ତାଙ୍କର ରାଜ୍ଯକୁ ଶକ୍ତିଶାଳୀ କରନ୍ତି। ସେ ଏହି ପୃଥିବୀର ମଙ୍ଗଳ କରନ୍ତି।
Revelation 19:2
ତାହାଙ୍କର ବିଚାରଗୁଡ଼ିକ ସତ୍ଯ ଓ ଯଥାର୍ଥ। ସେ ମହା ବେଶ୍ଯାକୁ ଦଣ୍ଡ ଦଇେଛନ୍ତି। ସହେି ବେଶ୍ଯା ତା'ର ୟୌନଗତ ପାପରେ ପୃଥିବୀକୁ ଭ୍ରଷ୍ଟ କରିଦଇେଅଛି। ପରମେଶ୍ବର ତାହାଙ୍କ ସବେକମାନଙ୍କର ରକ୍ତ ହତେୁ ତାହାକୁ ଦଣ୍ଡ ଦଇେଛନ୍ତି।
Zephaniah 3:5
ତଥାପି ପରମେଶ୍ବର ସହେି ନଗର ପ୍ରତି ଧାର୍ମିକ ଅଟନ୍ତି। ସେ କୌଣସି ଭୂଲ୍ କରନ୍ତି ନାହିଁ। ସକାଳ ପ ରେ ସକାଳ, ସେ ତାଙ୍କ ନ୍ଯାଯ ବିଗ୍ଭର କରନ୍ତି। ପ୍ରାତଃକାଳ ରେ ସେ ତାହା ନିଶ୍ଚଯ କରନ୍ତି। କିନ୍ତୁ ସହେି ମନ୍ଦ ପ୍ରକୃତିର ଲୋକମାନେ ନିଜର କରିଥିବା ମନ୍ଦ କାର୍ୟ୍ଯ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ।
Jeremiah 12:1
ହେ ସଦାପ୍ରଭୁ, ମୁଁ ଯେତବେେଳେ ତୁମ୍ଭ ବିପକ୍ଷ ରେ ଅଭିଯୋଗ ଆଣେ, ତୁମ୍ଭେ ସର୍ବଦା ଉଚିତ୍ ଅଟ, କିନ୍ତୁ ତଥାପି ତୁମ୍ଭ ନିଷ୍ପତ୍ତି ବିରୁଦ୍ଧ ରେ ମୁଁ ପ୍ରତିବାଦ କରିବି। ଦୁଷ୍ଟ ଲୋକମାନେ କାହିଁକି କୃତକାର୍ୟ୍ଯ ହୁଅନ୍ତି ? ଅତି ବିଶ୍ବାସଘାତକ କାହିଁକି ନିରାପଦ ରେ ରହନ୍ତି ?
Psalm 9:4
ତୁମ୍ଭେ ହେଉଛି ସବୁଠାରୁ ବିଚାରବନ୍ତ। ତୁମ୍ଭେ ସିଂହାସନରେ ବିଚାରପତିର ଆସନ ଅଳଙ୍କୃତ କରି ବସୁଛ। ହେ ସଦାପ୍ରଭୁ, ତୁମ୍ଭେ ମାେ କଥା କର୍ଣ୍ଣପାତ କର ଓ ତା'ପରେ ମାେ ପାଇଁ ନିଷ୍ପତ୍ତି ନଲେ।
Romans 2:5
କିନ୍ତୁ ତୁମ୍ଭମାନେେ କଠିନ ଓ ଅନୁତାପବିହୀନ। ତୁମ୍ଭେ ବଦଳିବା ପାଇଁ ନାରାଜ। ସେଥିପାଇଁ ତୁମ୍ଭେ ନିଜର ଦଣ୍ଡକୁ ଅଧିକରୁ ଅଧିକ ବଢ଼ାଉଛ। ଯେଉଁ ଦିନ ପରମେଶ୍ବର ନିଜର କୋରଧ ଦଖାଇବେେ, ସହେି ଦିନ ତୁମ୍ଭେ ସହେି ଦଣ୍ଡ ପାଇବ। ସହେି ଦିନ ଲୋକେ ପରମେଶ୍ବରଙ୍କର ଠିକ୍ ନ୍ଯାୟବିଚ଼ାର ଦେଖିବେ।
Romans 3:4
କବେେ ନୁହେଁ। ଯଦି ପ୍ରେତ୍ୟକକ ଲୋକ ଅସତ୍ ହୁଅନ୍ତି, ତବେେ ମଧ୍ଯ ପରମେଶ୍ବର ସତ୍ଯ ହାଇେ ରହିବେ। ଶାସ୍ତ୍ର ରେ ଲଖାେ ଅଛି ଯେ:
Romans 9:14
ତା' ହେଲେ ଏ ବିଷୟ ରେ ଆମ୍ଭେ କଣ କହିବା? କ'ଣ ପରମେଶ୍ବର ଅନ୍ଯାଯୀ?
2 Thessalonians 1:5
ପରମେଶ୍ବର ତାହାଙ୍କର ବିଚାର ରେ ଠିକ୍ ବୋଲି ଏହା ପ୍ରମାଣିତ କରେ। ପରମେଶ୍ବର ଚାହାଁନ୍ତି ଯେ, ତୁମ୍ଭେ ତାହାଙ୍କ ରାଜ୍ଯ ରେ ପ୍ରବେଶ ପାଇଁ ଯୋଗ୍ଯ ହୁଅ, ଯେଉଁଥିପାଇଁ ତୁମ୍ଭମାନେେ ଏହିସବୁ ଯାତନାର ସମ୍ମୁଖୀନ ହେଉଛ।
Revelation 15:3
ସମାନେେ ପରମେଶ୍ବରଙ୍କର ସବେକ ମାଶାଙ୍କେର ଓ ମଷେଶାବକଙ୍କର ଗୀତ ବୋଲୁଥିଲେ :
Revelation 16:5
ତା'ପରେ ମୁଁ ଜଳ ସମୂହର ଅଧିକାରୀ ଦୂତଙ୍କୁ ପରମେଶ୍ବରଙ୍କୁ କହିବାର ଶୁଣିଲି :
Acts 17:31
ସେ ଜଣଙ୍କୁ ନ୍ଯାୟ ବିଚ଼ାର ପାଇଁ ନିୟୁକ୍ତି ଦଇେଛନ୍ତି। ସେ ଗୋଟିଏ ଦିନ ସ୍ଥିର କରିଛନ୍ତି, ଯେଉଁଦିନ ସହେି ସମଗ୍ର ବିଶ୍ବକୁ ତାହାଙ୍କ ଦ୍ବାରା ନ୍ଯାୟ ସହିତ ବିଚ଼ାର କରିବେ। ସେ ପ୍ରେତ୍ୟକକଙ୍କ ଆଗ ରେ ଯୀଶୁଙ୍କର ମୃତ୍ଯୁରୁ ବଞ୍ଚି ଉଠିବା କଥାର ପ୍ରମାଣ ଦଇେଛନ୍ତି।
Daniel 4:37
ଏଣୁ ମୁଁ ନବୂଖଦ୍ନିତ୍ସର ସହେି ସ୍ବର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିଯା ସତ୍ଯ ଓ ତାଙ୍କର ପଥ ସବୁ ନ୍ଯାର୍ୟ୍ଯ। ଆଉ ସେ ଗର୍ବୀମାନଙ୍କୁ ବିନଯୀ କରନ୍ତି।
Ezekiel 18:29
କିନ୍ତୁ ଇଶ୍ରାୟେଲର ଲୋକମାନେ କହନ୍ତି, ସଦାପ୍ରଭୁ ନ୍ଯାଯପୂର୍ଣ୍ଣ ନୁହଁନ୍ତି।
Job 34:17
ଯେଉଁ ବ୍ଯକ୍ତି ସଚ୍ଚୋଟ ହବୋକୁ ଘୃଣା କରେ, ସେ କବେେ ଶାସକ ହାଇେ ପାରିବ ନାହିଁ। ଆୟୁବ, ପରମେଶ୍ବର ଅତ୍ଯନ୍ତ ପରାକ୍ରମଶାଳୀ ଓ ନ୍ଯାଯପରାଯଣ ତୁମ୍ଭେ କ'ଣ ଭାବୁଛ ତୁମ୍ଭେ ତାଙ୍କୁ ଦୋଷୀ ସାବ୍ଯସ୍ତ କରିପାରିବ।
Job 34:23
ପରମେଶ୍ବର ଲୋକଙ୍କୁ ଆଉ ଟିକିଏ ପରୀକ୍ଷା କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନିଅନ୍ତି ନାହିଁ। ପରମେଶ୍ବର ତାଙ୍କ ସମ୍ମୁଖକୁ ଲୋକଙ୍କୁ ଆଣି ବିଚାର କରିବାକୁ ଦରକାର ମନେ କରନ୍ତି ନାହିଁ।
Psalm 11:5
ସଦାପ୍ରଭୁ ସବୁବେଳେ ଧାର୍ମିକମାନଙ୍କୁ ପରୀକ୍ଷା କରନ୍ତି। କିନ୍ତୁ ସେ ନିଷ୍ଠୁର ତଥା ଖରାପ ଲୋକମାନଙ୍କୁ ପ୍ରତ୍ଯାଖ୍ଯାନ କରନ୍ତି।
Psalm 36:5
ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଆକାଶଠାରୁ ମହୀଯାନ୍। ତୁମ୍ଭର ବିଶ୍ବସ୍ତତା ଆକାଶର ବାଦଲଠାରୁ ଗରୀଯାନ୍।
Psalm 96:13
ସଦାପ୍ରଭୁଙ୍କ ଆଗରେ ଉପସ୍ଥିତ ହୁଅ, କାରଣ ସେ ଆସୁଛନ୍ତି। ସେ ପୃଥିବୀରେ ବିଚାର କରିବାକୁ ଆସୁଛନ୍ତି। ସେ ଧର୍ମ ଓ ସତ୍ଯତାରେ ପୃଥିବୀକୁ ଶାସନ କରିବେ।
Psalm 98:9
ନଦନଦୀଗଣ କରତାଳି ଦିଅ !ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ବନି କର। [10] ସଦାପ୍ରଭୁଙ୍କ ସମ୍ମୁଖରେ ଗାନ କର। କାରଣ ସେ ଜଗତର ବିଚାର କରିବା ପାଇଁ ଆସୁଛନ୍ତି। ସେ ପୃଥିବୀର ଲୋକମାନଙ୍କୁ ଧର୍ମ ରୂପେ ବିଚାର ଓ ନ୍ଯାଯ କରିବେ।
Psalm 145:17
ସଦାପ୍ରଭୁ ୟାହା କିଛି କରନ୍ତି ତାହା ଉତ୍ତମ ଓ ତାଙ୍କର ନିଜର ସମସ୍ତ କାର୍ୟ୍ଯ ବିଶ୍ବସ୍ତତାକୁ ପ୍ରଦର୍ଶନ କରେ।
Isaiah 45:19
ଆମ୍ଭେ ଗୋପନ ରେ କରି ନାହୁଁ କିମ୍ବା ଅନ୍ଧକାରମଯ ଦେଶର କୌଣସି ସ୍ଥାନ ରେ କହି ନାହୁଁ। ଏହା ଆମ୍ଭେ ଯାକୁବ ପରିବାରକୁ କହି ନାହୁଁ ; ତୁମ୍ଭେ ମାେତେ ନଗଣ୍ଯ ଭାବରେ ଅନୁସରଣ କର। ମୁଁ ସଦାପ୍ରଭୁ, ମୁଁ ସତ୍ଯ କ ହେ, ମୁଁ ନ୍ଯାଯ କ ହେ ଏବଂ ସରଳ କଥା କ ହେ।
Isaiah 45:21
ତୁମ୍ଭମାନେେ ଆସ ଓ ତାହା ଉପସ୍ଥିତ କର ; ସମାନେେ ପରସ୍ପର ମନ୍ତ୍ରଣା କରନ୍ତୁ।
Ezekiel 18:25
କିନ୍ତୁ ତୁମ୍ଭେ କୁହ, 'ସଦାପ୍ରଭୁ ନ୍ଯାଯପୂର୍ଣ୍ଣ ନୁହଁନ୍ତି।' ହେ ଇଶ୍ରାୟେଲର ପୁତ୍ରଗଣ, ଶୁଣ, ମୁଁ ନ୍ଯାଯ ଅଟେ। କିନ୍ତୁ ତୁମ୍ଭମାନେେ ୟିଏ ନ୍ଯାଯ ନୁହଁ।
Genesis 18:25
ନିଶ୍ଚଯ ତୁମ୍ଭେ ଭଲ ଲୋକଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ବଂସ କରିବ ନାହିଁ। ଯଦି ଏହା ହୁଏ, ତବେେ ଦୁଷ୍ଟ ଓ ଧାର୍ମିକ ଲୋକ ସମାନ ଭାବରେ ଗଣାଯିବେ। କଣ ସାରା ପୃଥିବୀର ବିଚାରକର୍ତ୍ତା ଯାହା ନ୍ଯାଯ, ତାହା କରିବେ ନାହିଁ।