Revelation 8
1 ମଷେଶାବକ ସପ୍ତମ ମୁଦ୍ରା ଖାଲିେଲେ। ସେତବେେଳେ ସ୍ବର୍ଗ ରେ ଅଧଘଣ୍ଟା ପର୍ୟ୍ଯନ୍ତ ନୀରବତା ଥିଲା।
2 ତା'ପରେ ମୁଁ ପରମେଶ୍ବରଙ୍କ ସାମନା ରେ ସାତଜଣ ସ୍ବର୍ଗଦୂତଙ୍କୁ ଠିଆ ହାଇେଥିବାର ଦେଖିଲି। ସମାନଙ୍କେୁ ସାତାଟେି ତୂରୀ ଦିଆଗଲା।
3 ଆଉ ଜଣେ ଦୂତ ଆସି ବଦେୀ ପାଖ ରେ ଠିଆ ହେଲେ। ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କର ପ୍ରାର୍ଥନା ସହିତ ପ୍ରଚୁର ସୁଗନ୍ଧି ଧୂପ, ସୁନାର ବଳିବଦେୀ ଉପରେ ଅର୍ପଣ କରିବା ନିମନ୍ତେ ତାହାଙ୍କ ହାତ ରେ ଗୋଟିଏ ସୁନାର ଧୂପଦାନୀ ଥିଲା।
4 ସ୍ବର୍ଗଦୂତ ଏହି ପ୍ରାର୍ଥନାୟୁକ୍ତ ଧୂପକୁ ବଦେୀ ଉପରେ ପକାନ୍ତେ ତାହା ଈଶ୍ବରଙ୍କ ଉଦ୍ଦେଶ୍ଯ ରେ ଉପରକୁ ଉଠିଲା।
5 ତା'ପରେ ଦୂତ ବଦେୀର ଅଗ୍ନି ନଇେ ଧୂପଦାନୀ ପୂର୍ଣ୍ଣ କଲେ ଓ ତାହା ପୃଥିବୀ ଉପରକୁ ନିକ୍ଷପେ କଲେ। ତେଣୁ ସଠାେରେ ବଜ୍ରପାତ, ମେଘ ଘଡ଼ଘଡ଼ି, ବିଜୁଳି, କୋଳାହଳ ଓ ଭୂମିକମ୍ପ ହେଲା।
1 And when he had opened the seventh seal, there was silence in heaven about the space of half an hour.
2 And I saw the seven angels which stood before God; and to them were given seven trumpets.
3 And another angel came and stood at the altar, having a golden censer; and there was given unto him much incense, that he should offer it with the prayers of all saints upon the golden altar which was before the throne.
4 And the smoke of the incense, which came with the prayers of the saints, ascended up before God out of the angel’s hand.
5 And the angel took the censer, and filled it with fire of the altar, and cast it into the earth: and there were voices, and thunderings, and lightnings, and an earthquake.