Revelation 3
7 ଫିଲାଦେଲ୍ଫିଆସ୍ଥିତ ମଣ୍ଡଳୀର ଦୂତଙ୍କୁ ଏହା ଲେଖ :
8 ମୁଁ ତୁମ୍ଭର ସବୁକାର୍ୟ୍ଯ ଜାଣେ। ଦେଖ, ମୁଁ ତୁମ୍ଭ ସମ୍ମୁଖ ରେ ଗୋଟିଏ ଦ୍ବାର ଖାେଲା ରଖିଛି। କହେି ତାହାକୁ ବନ୍ଦ କରିପାରିବେ ନାହିଁ। ମୁଁ ଜାଣେ, ତୁମ୍ଭେ ଦୁର୍ବଳ। କିନ୍ତୁ ତୁମ୍ଭେ ମାରେ ଶିକ୍ଷା ଅନୁସରଣ କରିଛ। ତୁମ୍ଭେ ମାେ ନାମ ଉଚ୍ଚାରଣ କରିବା ପାଇଁ କବେେ ଭୟ କରିନାହଁ।
9 ଶୁଣ ! ତୁମ୍ଭ ମଧିଅରେ ଶୟତାନର ଗୋଟିଏ ଦଳ ଅଛି। ସମାନେେ ନିଜକୁ ଯିହୂଦୀ ବୋଲି କହନ୍ତି, କିନ୍ତୁ ପ୍ରକୃତ ରେ ସମାନେେ ମିଥ୍ଯାବାଦୀ। ସମାନେେ ବାସ୍ତବ ରେ ୟିହୁଦୀ ନୁହଁନ୍ତି। ମୁଁ ସେ ଲୋକମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣିବି ଓ ତୁମ୍ଭ ପାଦ ତଳେ ସମାନଙ୍କେର ମୁଣ୍ଡ ନୁଆଁଇବି। ତବେେ ସମାନେେ ଜାଣିବେ ଯେ, ମୁଁ ତୁମ୍ଭକୁ ପ୍ ରମେ କରିଛି।
10 ତୁମ୍ଭେ ର୍ଧୈୟ୍ଯର ସହିତ ମାରେଆଜ୍ଞା ପାଳନ କରିଛ। ତେଣୁ ଜଗତନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମଗ୍ର ଜଗତ ଉପରେ ଦାରୁଣ ତାଡ଼ନା ଓ ପରୀକ୍ଷାର ସମୟ ଆସିବ, ମୁଁ ତୁମ୍ଭକୁ ସେଥିରୁ ରକ୍ଷା କରିବି।
11 ମୁଁ ଶୀଘ୍ର ଆସୁଛି। ତୁମ୍ଭର ଯାହା ଅଛି, ତାହା ଦୃଢ଼ ଭାବେ ଧରିରଖ। ତବେେ କହେି ତୁମ୍ଭର ମୁକୁଟ ହରଣ କରିପାରିବ ନାହିଁ।
12 ଯେ ବିଜଯୀ ହୁଏ, ତାହାକୁ ମୁଁ ମାରେ ପରମେଶ୍ବରଙ୍କ ମନ୍ଦିର ରେ ଗୋଟିଏ ସ୍ତମ୍ଭ ସ୍ବରୂପ ରଖିବି। ସେ କଦାପି ସଠାରୁେ ସ୍ଥାନଚ୍ଯୁତ ହବେ ନାହିଁ। ମୁଁ ସହେି ଲୋକ ଉପରେ ପରମେଶ୍ବରଙ୍କ ନାମ ଲେଖିବି। ମାେ ପରମେଶ୍ବରଙ୍କର ନଗରର ନାମ ମଧ୍ଯ ମୁଁ ତା' ଉପରେ ଲେଖିବି। ଏହି ନଗରର ନାମ ନୂତନ ୟିରୁଶାଲମ। ସହେି ନଗର ମାହେର ପରମେଶ୍ବରଙ୍କଠାରୁ ସ୍ବର୍ଗରୁ ଆସୁଅଛି। ମୁଁ ମାରେନୂତନ ନାମ ମଧ୍ଯ ସହେି ଲୋକ ଉପରେ ଲେଖିବି।
13 ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।