Psalm 86:12
ହେ ପ୍ରଭୁ, ମାରେ ପରମେଶ୍ବର, ମୁଁ ତୁମ୍ଭକୁ ହୃଦଯ ସହିତ ପ୍ରଶଂସା କରିବି। ମୁଁ ସର୍ବଦା ତୁମ୍ଭ ନାମରେ ଗୌରବ କରିବି।
Psalm 86:12 in Other Translations
King James Version (KJV)
I will praise thee, O Lord my God, with all my heart: and I will glorify thy name for evermore.
American Standard Version (ASV)
I will praise thee, O Lord my God, with my whole heart; And I will glorify thy name for evermore.
Bible in Basic English (BBE)
I will give you praise, O Lord my God, with all my heart; I will give glory to your name for ever.
Darby English Bible (DBY)
I will praise thee, O Lord my God, with my whole heart; and I will glorify thy name for evermore.
Webster's Bible (WBT)
I will praise thee, O Lord my God, with all my heart: and I will glorify thy name for evermore.
World English Bible (WEB)
I will praise you, Lord my God, with my whole heart. I will glorify your name forevermore.
Young's Literal Translation (YLT)
I confess Thee, O Lord my God, with all my heart, And I honour Thy name to the age.
| I will praise | אוֹדְךָ֤׀ | ʾôdĕkā | oh-deh-HA |
| Lord O thee, | אֲדֹנָ֣י | ʾădōnāy | uh-doh-NAI |
| my God, | אֱ֭לֹהַי | ʾĕlōhay | A-loh-hai |
| with all | בְּכָל | bĕkāl | beh-HAHL |
| heart: my | לְבָבִ֑י | lĕbābî | leh-va-VEE |
| and I will glorify | וַאֲכַבְּדָ֖ה | waʾăkabbĕdâ | va-uh-ha-beh-DA |
| thy name | שִׁמְךָ֣ | šimkā | sheem-HA |
| for evermore. | לְעוֹלָֽם׃ | lĕʿôlām | leh-oh-LAHM |
Cross Reference
Deuteronomy 6:5
ଏଣୁ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ପ୍ ରମେ କରିବ।
1 Corinthians 10:31
ଅତଏବ, ଯେତବେେଳେ ତୁମ୍ଭମାନେେ ଖାଅ, ପିଅ ବା ଅନ୍ୟ ଯାହା କିଛି କର, ପରମେଶ୍ବରଙ୍କ ମହିମା ପାଇଁ କରିବା ଉଚିତ୍।
Romans 15:6
ତା' ହେଲେ ତୁମ୍ଭେ ସମସ୍ତେ ଏକତ୍ର ଭାବରେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ପରମେଶ୍ବରଙ୍କୁ ମହିମା ପ୍ରଦାନ କରି ପାରିବ।
Revelation 19:5
ତା'ପରେ ସିଂହାସନ ମଧ୍ଯରୁ ଗୋଟିଏ ଉଚ୍ଚ ଧ୍ବନି ଆସିଲା। ସହେି ଧ୍ବନି କହିଲା :
Revelation 5:9
ସମାନେେ ମଷେଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ :
1 Corinthians 6:20
କାରଣ ପରମେଶ୍ବର ତୁମ୍ଭମାନଙ୍କୁ ମୂଲ୍ଯ ଦଇେ କିଣିଛନ୍ତି। ସେଥିପାଇଁ ନିଜ ଶରୀର ମାଧ୍ଯମ ରେ ପରମେଶ୍ବରଙ୍କୁ ଗୌରବ ଦିଅ।
Psalm 146:1
ସଦାପ୍ରଭୁଙ୍କର ପ୍ରଶଂସା କର !ମୁଁ ନିଜକୁ କ ହେ, ସଦାପ୍ରଭୁଙ୍କର ପ୍ରଶଂସା କର।
Psalm 145:1
ସେ ରାଜନ୍, ମାରେ ପରମେଶ୍ବର, ମୁଁ ତୁମ୍ଭର ପ୍ରଶଂସା କରିବି। ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ଯବାଦ କରିବି।
Psalm 104:33
ମୁଁ ଜୀବନସାରା ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଗାନ କରିବି। ମୁଁ ବଞ୍ଚିଥିବା ପର୍ୟ୍ଯନ୍ତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବି।
Psalm 103:1
ହେ ମାରେ ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର ! ହେ ମାରେ ସବୁ ଅଙ୍ଗପ୍ରତ୍ଯଙ୍ଗ, ତାଙ୍କ ପବିତ୍ର ନାମର ପ୍ରଶଂସା କର।
Psalm 9:1
ମୁଁ ଅନ୍ତରର ସହିତ ସଦାପ୍ରଭୁଙ୍କୁ ପ୍ରଶଂସା କରେ। ହେ ସଦାପ୍ରଭୁ ତୁମ୍ଭ ସୃଷ୍ଟିର ସମସ୍ତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ ସମ୍ପର୍କରେ ମୁଁ ବର୍ଣ୍ଣନା କରିବି।
Ephesians 5:19
ସ୍ତୁତି, ଭଜନ, ଆଧ୍ଯାତ୍ମିକ ଗୀତ ସହିତ ପରସ୍ପରକୁ ଉତ୍ସାହ କର। ପ୍ରଭୁଙ୍କ ଉଦ୍ଦେଶ୍ଯ ରେ ତୁମ୍ଭମାନେେ ଆପଣାର ସଂପୂର୍ଣ୍ଣ ହୃଦୟ ସହିତ ସଙ୍ଗୀତ ସୃଷ୍ଟି କରି ଗୀତ ଗାଉ ଥାଅ।
1 Chronicles 29:13
ବର୍ତ୍ତମାନ, ହେ ଆମ୍ଭମାନଙ୍କର ପରମେଶ୍ବର, ଆମ୍ଭମାନେେ ତୁମ୍ଭର ଧନ୍ଯବାଦ କରୁଅଛୁ ଓ ତୁମ୍ଭ ଗୌରବୟୁକ୍ତ ନାମର ପ୍ରଶଂସା କରୁଅଛୁ।
Acts 8:36
ସମାନେେ ଏହିପରି ଯାଉ ଯାଉ ଜଳଥିବା ଗୋଟିଏ ଜାଗା ରେ ପହନ୍ଚିଲେ, ଓ ନଫୁସକ ଜଣକ କହିଲେ, ଦେଖ, ଏଠା ରେ ତ ଜଳ ଅଛି।
Isaiah 12:1
ସହେି ସମୟରେ ତୁମ୍ଭେ କହିବ, ହେ ସଦାପ୍ରଭୋ, ମୁଁ ତୁମ୍ଭର ପ୍ରଶଂସା କରୁଛି। ତୁମ୍ଭେ ଆମ୍ଭ ଉପ ରେ କ୍ରୋଧାନ୍ବିତ ଥିଲ, ମାତ୍ର ବର୍ତ୍ତମାନ ତୁମ୍ଭର କୋରଧ ନିବୃତ୍ତ ହାଇେଅଛି, ତୁମ୍ଭେ ତୁମ୍ଭର ପ୍ ରମେ ଆମ୍ଭକୁ ଦଖାଇେଅଛ।'
Proverbs 3:5
ତୁମ୍ଭେ ସର୍ବାନ୍ତଃ ହୃଦଯ ରେ ସଦାପ୍ରଭୁଙ୍କୁ ବିଶ୍ବାସ କର ଏବଂ ନିଜର ଚତୁରତା ଉପ ରେ ନିର୍ଭର କରନାହିଁ।
Psalm 34:1
ମୁଁ ସର୍ବଦା ସଦାପ୍ରଭୁଙ୍କ ପ୍ରଶଂସା କରିବି। ତାଙ୍କର ପ୍ରଶଂସା ମାରେ ଓଠରେ ସବୁବେଳେ ଲାଗିରହିବ।
1 Chronicles 29:20
ଏହାପରେ ଦାଉଦ ସବୁ ଦଳର ଲୋକମାନଙ୍କୁ ଏକତ୍ରୀତ କରି କହିଲେ, ବର୍ତ୍ତମାନ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବରଙ୍କର ଧନ୍ଯବାଦ କର। ତେଣୁ ସମସ୍ତ ଲୋକ ସଦାପ୍ରଭୁ ପରମେଶ୍ବରଙ୍କର ପ୍ରଶଂସାଗାନ କଲେ, ଯେଉଁ ପରମେଶ୍ବରଙ୍କ ଉପାସନା ସମାନଙ୍କେର ପୂର୍ବପୁରୁଷମାନେ ମଧ୍ଯ କରୁଥିଲେ। ସମାନେେ ସଦାପ୍ରଭୁ ଓ ରାଜାଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଭୂମିରେ ଆଣ୍ଠୁମାଡ଼ି ପଡ଼ିଲେ।