Psalm 83:10
ସମାନଙ୍କେୁ ଐନଦୋର ନିକଟରେ ପରାସ୍ତ କଲ ଏବଂ ସମାନଙ୍କେ ଶରୀର ସହେି ସ୍ଥାନରେ ସଢ଼ି ଗଲା।
Psalm 83:10 in Other Translations
King James Version (KJV)
Which perished at Endor: they became as dung for the earth.
American Standard Version (ASV)
Who perished at Endor, Who became as dung for the earth.
Bible in Basic English (BBE)
Who came to destruction at En-dor; their bodies became dust and waste.
Darby English Bible (DBY)
Who were destroyed at Endor; they became as dung for the ground.
Webster's Bible (WBT)
Do to them as to the Midianites; as to Sisera, as to Jabin, at the brook of Kison:
World English Bible (WEB)
Who perished at Endor, Who became as dung for the earth.
Young's Literal Translation (YLT)
They were destroyed at Endor, They were dung for the ground!
| Which perished | נִשְׁמְד֥וּ | nišmĕdû | neesh-meh-DOO |
| at Endor: | בְֽעֵין | bĕʿên | VEH-ane |
| became they | דֹּ֑אר | dōr | dore |
| as dung | הָ֥יוּ | hāyû | HA-yoo |
| for the earth. | דֹּ֝֗מֶן | dōmen | DOH-men |
| לָאֲדָמָֽה׃ | lāʾădāmâ | la-uh-da-MA |
Cross Reference
Zephaniah 1:17
ସଦାପ୍ରଭୁ କହିଲେ, ସହେି ସମୟରେ ଆମ୍ଭେ ଲୋକମାନଙ୍କୁ ସମସ୍ଯା ଘଟାଇବା। ଲୋକମାନେ ଅନ୍ଧଭଳି ଗ୍ଭଲିବେ, ଏହା କାହିଁକି ଘଟିବ? କାରଣ ସହେି ଲୋକମାନେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରିଛନ୍ତି। ସମାନଙ୍କେର ମୃତ ଶରୀର ଭୂମି ଉପ ରେ ଗୋବର ପରି ପଡି ରହିବ।
Joshua 17:11
ଇଷାଖର ଓ ଆଶରେ ମଧିଅରେ ବୈଥ୍ଶାନ୍ ଓ ତହିଁର ଉପନଗର ୟିବଲିଯମ ଓ ତା'ର ଉପନଗର, ଦୋର ଓ ତହିଁର ଉପନଗର ନିବାସୀଗଣ ଐନ୍ଦୋର ଓ ତହିଁର ଉପନଗର ନିବାସୀଗଣ ତାନକ୍ ଓ ତହିଁର ଉପନଗର ନିବାସୀଗଣ, ମଗିଦ୍ଦୋ ଓ ତହିଁର ଉପନଗର ନିବାସୀଗଣ, ଏହି ତିନି ଉପପର୍ବତ ମନଃଶି ପାଇଲେ।
1 Samuel 28:7
ତା'ପରେ ଶାଉଲ ନିଜର ଦାସମାନଙ୍କୁ ଆଦେଶ ଦେଲେ, ମାେ ପାଇଁ ଏକ ସ୍ତ୍ରୀ ଲୋକ ଖାଜେ ଯେ କି ମୃତ ଲୋକମାନଙ୍କର ଆତ୍ମା ସହିତ କଥା ହାଇପୋରିବ। ମୁ ଯଦି ଓ ତାକକ୍ସ୍ଟ ପଗ୍ଭରିବି ଯାହାସବୁ ଘଟିବାକକ୍ସ୍ଟ ଯାଉଛି।
2 Kings 9:37
ପୁଣି ଇଷବଲଙ୍କେ ଶରୀର ୟିଷ୍ରିଯଲେୀଯ ଭୂମି ଉପରେ ଖତପରି ହବେ। ତହିଁରେ କହେି ଏହି ଶରୀରକୁ ଜାଣିପାରିବେ ନାହିଁ ଏବଂ କହିପାରିବେ ନାହିଁ ଯେ, ଏହା ଇଷବଲେ।'
Jeremiah 8:2
ଆଉ ସୂର୍ୟ୍ଯ, ଚନ୍ଦ୍ର ଓ ଆକାଶ ପୃଥିବୀରୁ ଯେଉଁ ନକ୍ଷତ୍ରଗଣଙ୍କୁ ସମାନେେ ଭଲ ପାଇ ଅଛନ୍ତି, ଯେଉଁମାନଙ୍କର ସବୋ କରିଅଛନ୍ତି, ଯେଉଁମାନଙ୍କର ପଶ୍ଚାତଗାମୀ ହାଇେ ଅଛନ୍ତି, ଯେଉଁମାନଙ୍କର ଅନ୍ବଷେଣ କରିଅଛନ୍ତି ଓ ଯେଉଁମାନଙ୍କୁ ପ୍ରଣାମ କରିଅଛନ୍ତି, ସମାନଙ୍କେ ଆଗ ରେ ତାହାସବୁ ଛିନ୍ନଭିନ୍ନ କରି ପକାଇବେ। ଆଉ ସେ ଅସ୍ଥିସବୁ ଏକତ୍ରୀତ ହାଇେ କବର ରେ ପୋତା ହବେ ନାହିଁ। ସେସବୁ ଭୂମିରେ ପଡ଼ି ଖତ ତୁଲ୍ଯ ହବେ।
Jeremiah 16:4
ସମାନେେ ଅତି ୟନ୍ତ୍ରଣାଦାୟକ ମୃତ୍ଯୁବରଣ କରିବେ। କହେି ସମାନଙ୍କେ ପାଇଁ ବିଳାପ କରିବେ ନାହିଁ। ସମାନଙ୍କେୁ କହେି କବର ଦବେେ ନାହିଁ। ସମାନଙ୍କେର ଶବ ଭୂମିରେ ଖତ ହବେ। ସମାନେେ ଖଡ୍ଗ ଓ ଦୁର୍ଭିକ୍ଷ ରେ ସଂହାରିତ ହବେେ। ସମାନଙ୍କେର ଶବ ଆକାଶ ପକ୍ଷୀଗଣଙ୍କ ଓ ଭୂଚର ପଶୁଗଣଙ୍କର ଖାଦ୍ୟ ହବେ।