Psalm 74:15
ତୁମ୍ଭେ ନଦୀ ଓ ଝରଣା ସୃଷ୍ଟିକରି ସେଥିରୁ ପାଣି ବୁହାଇଲ ଏବଂ ତୁମ୍ଭେ ନଦୀସବୁକୁ ଶୁଷ୍କ କରାଇଲ।
Psalm 74:15 in Other Translations
King James Version (KJV)
Thou didst cleave the fountain and the flood: thou driedst up mighty rivers.
American Standard Version (ASV)
Thou didst cleave fountain and flood: Thou driedst up mighty rivers.
Bible in Basic English (BBE)
You made valleys for fountains and springs; you made the ever-flowing rivers dry.
Darby English Bible (DBY)
*Thou* didst cleave fountain and torrent, *thou* driedst up ever-flowing rivers.
Webster's Bible (WBT)
Thou didst cleave the fountain and the flood: thou didst dry up mighty rivers.
World English Bible (WEB)
You opened up spring and stream. You dried up mighty rivers.
Young's Literal Translation (YLT)
Thou hast cleaved a fountain and a stream, Thou hast dried up perennial flowings.
| Thou | אַתָּ֣ה | ʾattâ | ah-TA |
| didst cleave | בָ֭קַעְתָּ | bāqaʿtā | VA-ka-ta |
| the fountain | מַעְיָ֣ן | maʿyān | ma-YAHN |
| flood: the and | וָנָ֑חַל | wānāḥal | va-NA-hahl |
| thou | אַתָּ֥ה | ʾattâ | ah-TA |
| driedst up | ה֝וֹבַ֗שְׁתָּ | hôbaštā | HOH-VAHSH-ta |
| mighty | נַהֲר֥וֹת | nahărôt | na-huh-ROTE |
| rivers. | אֵיתָֽן׃ | ʾêtān | ay-TAHN |
Cross Reference
Numbers 20:11
ଏହାପରେ ମାଶାେ ହସ୍ତ ଉତ୍ତୋଳନ କରି ଆପଣା ଆଶାବାଡି ରେ ସହେି ଶୈଳକୁ ଦୁଇଥର ଆଘାତ କଲେ। ଶୈଳରୁ ପ୍ରଚୁର ଜଳ ବାହାରିଲା। ତହୁଁ ମଣ୍ତଳୀ ଓ ସମାନଙ୍କେର ପଶୁଗଣ ଜଳପାନ କଲେ।
Isaiah 48:21
ସଦାପ୍ରଭୁ ଯଦିଓ ମରୁଭୂମିରୁ ସମାନଙ୍କେୁ ନେଲେ, ସମାନେେ ତୃଷାର୍ତ୍ତ ହେଲେ ନାହିଁ। ସେ ସମାନଙ୍କେ ପାଇଁ ଶୈଳରୁ ଜଳଷୋର୍ତ ବୁହାଇଲେ ; ଆଉ ମଧ୍ଯ ସେ ଶୈଳକୁ ବିଦୀର୍ଣ୍ଣ କଲେ ଓ ତହିଁରୁ ଜଳ ନିର୍ଗତ ହେଲା।
Psalm 105:41
ପରମେଶ୍ବର ଶୈଳକୁ ଫଟାନ୍ତେ ଜଳଷୋର୍ତ ବହିବା ଆରମ୍ଭ ହେଲା। ତାହା ଶୁଷ୍କ ଭୂମିରେ ନଦୀତୁଲ୍ଯ ପ୍ରବାହିତ ହେଲା।
Exodus 17:5
ସଦାପ୍ରଭୁ, ମାଶାଙ୍କେୁ କହିଲେ, ତୁମ୍ଭେ ଇଶ୍ରାୟେଲ ଲୋକମାନଙ୍କ ପାଖକୁ ୟାଅ। କେତକେ ଇଶ୍ରାୟେଲୀୟ ପ୍ରାଚୀନବର୍ଗଙ୍କୁ ତୁମ୍ଭ ସହିତ ନିଅ। ତୁମ୍ଭର ଆଶାବାଡି ମଧ୍ଯ ତୁମ୍ଭ ସହିତ ନିଅ। ସହେି ଆଶାବାଡି ନିଅ ଯେଉଁଥି ରେ ତୁମ୍ଭେ ନୀଳନଦୀକୁ ଆଘାତ କରିଥିଲ।
Joshua 3:13
ଯେତବେେଳେ ଯାଜକଗଣ ସମଗ୍ର ଜଗତର ସଦାପ୍ରଭୁଙ୍କର ନିଯମ ସିନ୍ଦକ୍ସ୍ଟକ ବହନ କରି ୟର୍ଦ୍ଦନ ନଦୀ ରେ ପ୍ରବେଶ କରିବେ, ୟର୍ଦ୍ଦନର ପ୍ରବାହ ବନ୍ଦ ହାଇଯେିବ। ୟର୍ଦ୍ଦନର ପାଣିସବୁ ରୋକିବ ଓ ଗୋଟିଏ ରାଶି ହାଇେ ସ୍ଥଗିତ ରହିବ।
Joshua 2:10
ଆମ୍ଭମାନେେ ଭୟ କରୁଅଛକ୍ସ୍ଟ କାରଣ ଆମ୍ଭେ ଶକ୍ସ୍ଟଣିଛକ୍ସ୍ଟ ସଦାପ୍ରଭୁ କିପରି ଭାବରେ ତୁମ୍ଭମାନଙ୍କୁ ସାହାୟ୍ଯ କରିଛନ୍ତି। ଆମ୍ଭେ ଜାଣକ୍ସ୍ଟ ତୁମ୍ଭେ ମିଶରରକ୍ସ୍ଟ ବାହାରି ଆସିବା ବାଟରେ ସେ କିପରି ଲୋହିତ ସାଗରକକ୍ସ୍ଟ ଶକ୍ସ୍ଟଖାଇ ଦେଲେ। ଆମ୍ଭେ ଆହକ୍ସ୍ଟରି ଜାଣକ୍ସ୍ଟ ତୁମ୍ଭେ କିପରି ୟର୍ଦ୍ଦନ ପୂର୍ବ ପାରିସ୍ଥ ସୀହାନେ ଓ ଓଗ୍ ନାମକ ଦକ୍ସ୍ଟଇଜଣ ଇ ମାରେୀଯ ରାଜାଙ୍କକ୍ସ୍ଟ ବିନାଶ କରିଅଛ।
Revelation 16:12
ଷଷ୍ଠ ଦୂତ ତାହାଙ୍କ ପାତ୍ର ଫରାତ ମହାନଦୀର ଉପରେ ଢ଼ାଳିଲେ। ଏହାଦ୍ବାରା ନଦୀ ଜଳ ଶୁଖିଗଲା ଓ ପୂର୍ବ ଦିଗରୁ ଆସିବାକୁ ରାଜାମାନଙ୍କ ପାଇଁ ବାଟ ତିଆରି କଲା।
Habakkuk 3:9
ତା'ପ ରେ ତୁମ୍ଭେ ଧନୁ କାଢିଲ। ଶପଥ ପୂର୍ବକ ତୀରଗୁଡିକୁ ନିକ୍ଷପେ କଲ। ତୁମ୍ଭେ ପୃଥିବୀକୁ ନଦୀମାନଙ୍କ ଦ୍ବାରା ଭାଗ କଲ।
Isaiah 44:27
ଆମ୍ଲଭ ଗଭୀର ଜଳକୁ ଶୁଷ୍କସହବାକୁ କହୁ ଓ ତୁମ୍ଭର ନଦନଦୀଗୁଡ଼ିକ ଶୁଷ୍କ କରିଦଲଉ।
Isaiah 11:16
ପରମେଶ୍ବରଙ୍କ ଅବଶିଷ୍ଟାଂଶ ଲୋକେ ଏହି ରାଜପଥରେ ଗମନ କରିବେ। ଏହା ମିଶର ଦେଶରୁ ଲୋକଙ୍କୁ କାଢ଼ିବା ପରମେଶ୍ବରଙ୍କ ପରି ହବେ।
Psalm 78:15
ସେ ମରୁଭୂମିରେ ଶୈଳଗୁଡ଼ିକୁ ବିଦୀର୍ଣ୍ଣ କଲେ ଏବଂ ସେ ଅଗାଧ ସ୍ଥଳରୁ, ଲୋକମାନଙ୍କୁ ଅଧିକରୁ ଅଧିକ ଜଳ ପ୍ରଦାନ କରାଇଲେ।
2 Kings 2:14
ଇଲୀଶାୟ ଜଳକୁ ଆଘାତ କରନ୍ତେ, ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହାଇଗେଲା ଏବଂ ଇଲୀଶାୟ ନଦୀ ପାର ହେଲେ।
2 Kings 2:8
ଏଲିଯ ଆପଣା କୋଟ ନଇେ ଏକତ୍ର ଗୁଡାଇ ଠିଆ ହାଇେ ପାଣିକୁ ଆଘାତ କଲେ। ତହିଁରେ ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହାଇଗେଲା ଓ ସେ ଦୁ ହେଁ ଶୁଷ୍କ ଭୂମି ଦଇେ ନଦୀ ପାର ହେଲେ।
Exodus 14:21
ମାଶାେ ତାଙ୍କର ଆଶାବାଡି ସୂଫ ସମୁଦ୍ର ଉପରେ ବୁଲାଇବାରୁ ସଦାପ୍ରଭୁ ପୂର୍ବଦିଗରୁ ରାତିସାରା ପ୍ରଚଣ୍ଡ ବଗେ ରେ ପବନ ସମୁଦ୍ର ଉପରେ ବୁହାଇଲେ। ପାଣି ଦୁଇ ଭାଗ ହାଇଗେଲା ଏବଂ ସମୁଦ୍ର ମଧ୍ଯ ଶୁଷ୍କ ଭୂମିରେ ପରିଣତ ହାଇଗେଲା।