Psalm 73:21
ମୁଁ ନିର୍ବୋଧ ଥିଲି, ମୁଁ ଧନୀ ଓ ଦୁଷ୍ଟ ଲୋକମାନଙ୍କ ବିଷଯରେ ଚିନ୍ତା କରି ବ୍ଯାକୁଳିତ ହଲିେ।
Psalm 73:21 in Other Translations
King James Version (KJV)
Thus my heart was grieved, and I was pricked in my reins.
American Standard Version (ASV)
For my soul was grieved, And I was pricked in my heart:
Bible in Basic English (BBE)
My heart was made bitter, and I was pained by the bite of grief:
Darby English Bible (DBY)
When my heart was in a ferment, and I was pricked in my reins,
Webster's Bible (WBT)
Thus my heart was grieved, and I was pricked in my reins.
World English Bible (WEB)
For my soul was grieved. I was embittered in my heart.
Young's Literal Translation (YLT)
For my heart doth show itself violent, And my reins prick themselves,
| Thus | כִּ֭י | kî | kee |
| my heart | יִתְחַמֵּ֣ץ | yitḥammēṣ | yeet-ha-MAYTS |
| was grieved, | לְבָבִ֑י | lĕbābî | leh-va-VEE |
| pricked was I and | וְ֝כִלְיוֹתַ֗י | wĕkilyôtay | VEH-heel-yoh-TAI |
| in my reins. | אֶשְׁתּוֹנָֽן׃ | ʾeštônān | esh-toh-NAHN |
Cross Reference
Job 16:13
ପରମେଶ୍ବରଙ୍କ ତୀରବାହକମାନେ ମାରେ ଚତୁଃପାଶର୍ବ ରେ ଅଛନ୍ତି। ସେ ମାରେ ବୃକ୍କକୁ ଶରଦ୍ବାରା ବିଦ୍ଧ କରନ୍ତି। ସେ କୌଣସି ପ୍ରକାର ଦୟା ଦଖାେନ୍ତି ନାହିଁ। ସେ ମାରେ ଅନ୍ତନାଳୀକୁ ଭୂମିରେ ଫିଙ୍ଗି ଦିଅନ୍ତି।
Psalm 37:1
ଦୁଷ୍ଟ ଲୋକମାନଙ୍କ କଥାରେ ହତାଶ ହବୋର ଆବଶ୍ଯକତା ନାହିଁ। ଯେଉଁମାନେ କୁକର୍ମ କରିଛନ୍ତି, ସହେି ଲୋକମାନଙ୍କ ଉପରେ ଇର୍ଷା କର ନାହିଁ।
Psalm 37:7
ସଦାପ୍ରଭୁଙ୍କୁ ବିଶ୍ବାସ କର ଓ ତାଙ୍କ ସାହାୟ୍ଯ ପାଇଁ ଅପେକ୍ଷା କର। ହତାଶ ହୁଅ ନାହିଁ। ଯେତବେେଳେ ଦୁଷ୍ଟ ଲୋକମାନଙ୍କ ମନ୍ଦ କାର୍ୟ୍ଯ ସଫଳ ହୁଏ। ହତାଶ ହୁଅ ନାହିଁ ଯେତବେେଳେ ଦୁଷ୍ଟ ଲୋକମାନେ ମନ୍ଦ କାର୍ୟ୍ଯ କରିବାକୁ ମନ୍ତ୍ରଣା କରି ସମାନଙ୍କେର ଯୋଜନାରେ ସଫଳ ହୁଅନ୍ତି।
Psalm 73:3
ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଇର୍ଷାପରାଯଣ ହାଇଗଲିେ, ଯେତବେେଳେ ସମାନେେ କୃତକାର୍ୟ୍ଯ ହେଉଥିବାର ଦେଖିଲି।
Lamentations 3:13
ସେ ମାରେ ଅନ୍ତର ମଧ୍ଯକୁ ଶର ନିକ୍ଷପେ କରିଅଛନ୍ତି।