Psalm 49:13 in Oriya

Oriya Oriya Bible Psalm Psalm 49 Psalm 49:13

Psalm 49:13
ସହେି ମୂର୍ଖ ଲୋକମାନଙ୍କ ଭାଗ୍ଯରେ ଏହିପରି ଘଟେ। ଯେଉଁମାନେ ନିଜର ସମ୍ପତ୍ତିକୁ ଅଧିକ ଭଲ ପାଆନ୍ତି।

Psalm 49:12Psalm 49Psalm 49:14

Psalm 49:13 in Other Translations

King James Version (KJV)
This their way is their folly: yet their posterity approve their sayings. Selah.

American Standard Version (ASV)
This their way is their folly: Yet after them men approve their sayings. Selah

Bible in Basic English (BBE)
This is the way of the foolish; their silver is for those who come after them, and their children get the pleasure of their gold. (Selah.)

Darby English Bible (DBY)
This their way is their folly, yet they that come after them delight in their sayings. Selah.

Webster's Bible (WBT)
Nevertheless man being in honor abideth not: he is like the beasts that perish.

World English Bible (WEB)
This is the destiny of those who are foolish, And of those who approve their sayings. Selah.

Young's Literal Translation (YLT)
This their way `is' folly for them, And their posterity with their sayings are pleased. Selah.

This
זֶ֣הzezeh
their
way
דַ֭רְכָּםdarkomDAHR-kome
is
their
folly:
כֵּ֣סֶלkēselKAY-sel
posterity
their
yet
לָ֑מוֹlāmôLA-moh
approve
וְאַחֲרֵיהֶ֓ם׀wĕʾaḥărêhemveh-ah-huh-ray-HEM
their
sayings.
בְּפִיהֶ֖םbĕpîhembeh-fee-HEM
Selah.
יִרְצ֣וּyirṣûyeer-TSOO
סֶֽלָה׃selâSEH-la

Cross Reference

Luke 12:20
କିନ୍ତୁ ପରମେଶ୍ବର ତାହାକୁ କହିଲେ, 'ଆ ରେ ନିର୍ବୋଧ ମନୁଷ୍ଯ! ଆଜି ରାତି ରେ ତୁ ମରିୟିବୁ। ତୁ ଯେଉଁ ପଦାର୍ଥତକ ତୋ ପାଇଁ ସାଇତି କରି ରଖିଛୁ, ତାହା କ'ଣ ହବେ? ସେ ସବୁ କିଏ ଭୋଗ କରିବ?'

Jeremiah 44:17
ଆମ୍ଭେ ନିଶ୍ଚିତ କରିବୁ ଯେ ହତେୁ ଆମ୍ଭେ ପ୍ରତିଜ୍ଞା କରିବୁ। ଅର୍ଥାତ୍ ଯିହୁଦାର ନଗର ସମୂହ ରେ ଓ ୟିରୁଶାଲମର ସମସ୍ତ ପଥରେ ଆମ୍ଭମାନେେ ଯେପରି କରିଅଛୁ ଓ ଆମ୍ଭମାନଙ୍କର ପୂର୍ବପୁରୁଷମାନେ, ରାଜଗଣ ଓ ଅଧିପତିଗଣ ଯେପରି କରିଅଛନ୍ତି, ଆମ୍ଭମାନେେ ପଯେ ନବୈେଦ୍ଯ ଉତ୍ସର୍ଗ କରିବୁ। କାରଣ ସେ ସମୟରେ ଆମ୍ଭମାନେେ ଆମ୍ଭମାନେେ ପ୍ରଚୁର ଆହାର ପାଇଲୁ ଏବଂ ସୁଖ ରେ ଥିଲୁ। କୌଣସି ଅମଙ୍ଗଳ ଆମପ୍ରତି ଘଟି ନ ଥିଲା।

Luke 11:47
ହାୟ, କାରଣ ତୁମ୍ଭମାନେ ଭବିଷ୍ଯଦ୍ବକ୍ତାମାନଙ୍କ ସମ୍ମାନାର୍ଥେ କବର ତିଆରି କରୁଥାଅ। କିନ୍ତୁ ଏହି ଭବିଷ୍ଯଦ୍ବକ୍ତାମାନଙ୍କୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ହିଁ ମାରିଦଇେଥିଲେ।

Luke 16:27
ଧନୀ ଲୋକ ଜଣକ କହିଲେ, ' ତବେେ ପିତା, ଦୟାକରି ଲାଜାରକୁ ପୃଥିବୀ ରେ ଥିବା ମାରେ ବାପାଙ୍କ ଘରକୁ ପଠାଅ।

1 Corinthians 3:19
କାହିଁକି କାରଣ ପରମେଶ୍ବରଙ୍କ ଦୃଷ୍ଟି ରେ ଜାଗତିକ ଜ୍ଞାନ ପ୍ରକୃତ ରେ ମୂର୍ଖତା ଅଟେ। ଶାସ୍ତ୍ର କୁ ହେ ; ଯେତବେେଳେ ଜ୍ଞାନୀମାନେ ନିଜ ଚତୁରତା ରେ ବ୍ଯବହାର କରନ୍ତି, ପରମେଶ୍ବର ସେତବେେଳେ ସମାନଙ୍କେୁ ଧରନ୍ତି।