Psalm 45:11
ତୁମ୍ଭର ସୌନ୍ଦର୍ୟ୍ଯରେ ରାଜା ମୁଗ୍ଦ ହବେେ। ସେ ତୁମ୍ଭର ନୂତନ ପତି ହବେେ, ତଣେୁ ତୁମ୍ଭେ ସମାନଙ୍କେୁ ପ୍ରଣାମ କରିବା ଉଚିତ୍।
Psalm 45:11 in Other Translations
King James Version (KJV)
So shall the king greatly desire thy beauty: for he is thy Lord; and worship thou him.
American Standard Version (ASV)
So will the king desire thy beauty; For he is thy lord; and reverence thou him.
Bible in Basic English (BBE)
So will the king have a great desire for you, seeing how beautiful you are; because he is your lord, give him honour.
Darby English Bible (DBY)
And the king will desire thy beauty; for he is thy Lord, and worship thou him.
Webster's Bible (WBT)
Hearken, O daughter, and consider, and incline thy ear; forget also thy own people, and thy father's house;
World English Bible (WEB)
So the king will desire your beauty, Honor him, for he is your lord.
Young's Literal Translation (YLT)
And the king doth desire thy beauty, Because he `is' thy lord -- bow thyself to him,
| So shall the king | וְיִתְאָ֣ו | wĕyitʾāw | veh-yeet-AV |
| greatly desire | הַמֶּ֣לֶךְ | hammelek | ha-MEH-lek |
| thy beauty: | יָפְיֵ֑ךְ | yopyēk | yofe-YAKE |
| for | כִּי | kî | kee |
| he | ה֥וּא | hûʾ | hoo |
| is thy Lord; | אֲ֝דֹנַ֗יִךְ | ʾădōnayik | UH-doh-NA-yeek |
| and worship | וְהִשְׁתַּֽחֲוִי | wĕhištaḥăwî | veh-heesh-TA-huh-vee |
| thou him. | לֽוֹ׃ | lô | loh |
Cross Reference
Isaiah 54:5
କାରଣ ତୁମ୍ଭର ସୃଷ୍ଟିକର୍ତ୍ତା ତୁମ୍ଭର ସ୍ବାମୀ ଅଟନ୍ତି ଓ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ। ପୁଣି ସେ ଇଶ୍ରାୟେଲର ପବିତ୍ର ସ୍ବରୂପ ତୁମ୍ଭର ମୁକ୍ତିଦାତା ; ସେ ସମଗ୍ର ପୃଥିବୀର ପରମେଶ୍ବର ବୋଲି ବିଖ୍ଯାତ ହବେେ।
Psalm 95:6
ଆସ, ଆମ୍ଭେ ସମସ୍ତେ ତାଙ୍କ ଆଗରେ ନଇଁ ପଡ଼ି ପ୍ରଣାମ କରିବା ଓ ଉପାସନା କରିବ! ଆସ, ସହେି ଆମ୍ଭର ସୃଷ୍ଟିକର୍ତ୍ତା ପରମେଶ୍ବରଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରଶଂସା କରିବା।
Luke 24:52
ଶିଷ୍ଯମାନେ ସଠାେରେ ତାହାଙ୍କୁ ଆରାଧନା କଲେ। ତା'ପରେ ସମାନେେ ୟିରୁଶାଲମକୁ ଫରେିଗଲେ। ସମାନେେ ବହୁତ ଖୁସି ଥିଲେ।
John 4:21
ଯୀଶୁ ତାହାକୁ କହିଲେ, ହେ ନାରୀ, ମାେତେ ବିଶ୍ବାସ କର। ଏପରି ସମୟ ଆସୁଛି ଯେତବେେଳେ ତୁମ୍ଭମାନେେ ପରମପିତାଙ୍କର ଉପାସନା ଏ ପର୍ବତ ରେ କି ୟିରୁଶାଲମ ରେ କରିବ ନାହିଁ।
John 20:28
ଥୋମା ଯୀଶୁଙ୍କ କହିଲେ, ମାରେପ୍ରଭୁ, ମାରେ ପରମେଶ୍ବର।
Acts 10:36
ପରମେଶ୍ବର ଇଶ୍ରାୟେଲ ଲୋକମାନଙ୍କ ପାଖକୁ ତାହାଙ୍କ ସମାଚ଼ାର ପଠାଇଥିଲେ। ସେ ମଧ୍ଯ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ତାହାଙ୍କର ଶାନ୍ତି ସୁସମାଚ଼ାର ପଠାଇଛନ୍ତି। ସେ ସମସ୍ତଙ୍କର ପ୍ରଭୁ।
Romans 14:9
ସେଥିପାଇଁ ଖ୍ରଷ୍ଟ ମୃତ୍ଯୁ ବରଣ କଲେ ଓ ମୃତ୍ଯୁରୁ ପୂନଃ ଜୀବିତ ହେଲେ। ଖ୍ରୀଷ୍ଟ ଏପରି କରିବାର କାରଣ ଯେ, ଯେଉଁ ମାନେ ମରି ସାରିଛନ୍ତି ଓ ଯେଉଁ ମାନେ ଜୀବିତ ଅଛନ୍ତି, ସେ ସମସ୍ତଙ୍କର ପ୍ରଭୁ ହାଇେ ପାରିବେ।
Ephesians 5:26
ମଣ୍ଡଳୀକୁ ପବିତ୍ର କରିବା ଲାଗି ଯୀଶୁ ଖ୍ରୀଷ୍ଟ ମୃତ୍ଯୁ ବରଣ କରିଥିଲେ। ଯେପରି ସୁସାମାଚାରର ବାକ୍ଯ ଓ ଜଳ ଦ୍ବାରା ଧେ ୗତ କରି ସଫା କରିବା ପରେ ସେ ପରମେଶ୍ବରଙ୍କ କାର୍ୟ୍ଯ ମାଧ୍ଯମ ରେ ସେ ମଣ୍ଡଳୀକୁ ଶୁଚି ପବିତ୍ର କରିପାରନ୍ତି।
Philippians 2:10
ଏପରି କରିବାର ଉଦ୍ଦେଶ୍ଯ ଥିଲା ଯେ ସ୍ବର୍ଗର, ପୃଥିବୀର ଓ ପାତାଳର ପ୍ରେତ୍ୟକକ ଲୋକ ଯେପରି ଯୀଶୁଙ୍କ ନାମ ଆଗ ରେ ମୁଣ୍ଡ ନୁଆଇଁବେ।
Philippians 3:8
ମୁଁ ମାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବାର ମହାନତା ହତେୁ, ଅନ୍ୟ ସମସ୍ତ ବିଷୟକୁ ଏବେ ତୁଚ୍ଛ ମନକରେେ, ସଗେୁଡ଼ିକ ମାେ ପାଇଁ ମୂଲ୍ଯହୀନ। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଯେଉଁ ବିଷୟଗୁଡ଼ିକୁ ମହତ୍ବପୂର୍ଣ୍ଣ ଭାବୁଥିଲି, ମୁଁ ସବୁ ତ୍ଯାଗ କରିଛି। ମୁଁ ଏବେ ଜାଣେ ଯେ ସଗେୁଡ଼ିକ ମୂଲ୍ଯହୀନ ସଢ଼ାକୁଟା ପରି।
Revelation 5:8
ସେ ଚର୍ମପତ୍ରକୁ ଗ୍ରହଣ କରିବାପରେ, ଚାରିଜୀବିତ ପ୍ରାଣୀ ଓ ଚବିଶଜଣ ପ୍ରାଚୀନ ତାହାଙ୍କ ସମ୍ମୁଖ ରେ ନଇଁପଡ଼ି ପ୍ରଣାମ କଲେ। ସମାନେେ ପ୍ରେତ୍ୟକକ ଗୋଟିଏ ଗୋଟିଏ ବୀଣା ଧରି ଥିଲେ। ସମାନେେ ସୁଗନ୍ଧିତ ଧୂପର ସୁନାର ପାତ୍ର ମଧ୍ଯ ଧରିଥିଲେ। ସହେି ସୁଗନ୍ଧିତ ଧୂପପାତ୍ରଗୁଡ଼ିକ ହେଉଛି, ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କର ପ୍ରାର୍ଥନା।
Zephaniah 3:17
ଜଣେ ଶକ୍ତିଶାଳୀ ସୈନିକ ସଦୃଶ ତୁମ୍ଭର ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି। ସେ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭକୁ କେତେ ଭଲ ପାଆନ୍ତି ଦଖାଇବେେ। ଆଉ ମଧ୍ଯ ସେ ଦଖାଇେ ଦବେେ, ସେ ତୁମ୍ଭମାନଙ୍କ ସହିତ ରହି କେତେ ସୁଖୀ। ସେ ତୁମ୍ଭମାନଙ୍କ ସହିତ ରହି ହସିବେ ଓ ଆନନ୍ଦିତ ହବେେ, ଭୋଜି ରେ ଆନନ୍ଦ କଲାପରି ହବେେ।
Jeremiah 23:5
ସଦାପ୍ରଭୁ କହନ୍ତି, ଏପରି ଏକ ସମୟ ଆସୁଛି, ଯେଉଁ ସମୟରେ ଦାଉଦ ବଂଶ ରେ ଆମ୍ଭେ ଏକ ଧାର୍ମିକ ଶାଖା 'ଉତ୍ପନ୍ନ' କରିବା। ତହିଁରେ ସେ ରାଜା ହାଇେ ରାଜତ୍ବ କରିବେ। ସେ ନିଜର ଉତ୍ତମ ଜ୍ଞାନ ବଳ ରେ ଦେଶ ରେ ସୁବିଚାର ଓ ନ୍ଯାଯ ପ୍ରତିଷ୍ଠା କରିବେ।
Isaiah 62:4
ତୁମ୍ଭର 'ଦେଶ ପରିତ୍ଯକ୍ତା ବୋଲି' ନାମିତ ହବେ ନାହିଁ ; କିମ୍ବା ତୁମ୍ଭର ଦେଶକୁ କହେି ଅନାଥିନୀ' ବୋଲି ଜାଣିବେ ନାହିଁ। ମାତ୍ର ତୁମ୍ଭର ଦେଶ ବରଂ 'ପରମେଶ୍ବରଙ୍କ କନ୍ଯା' ରୂପେ ବିବଚେିତ ହବେ ଏବଂ ମାରେ ଉଲ୍ଲାସ ତାହାର ମଧ୍ଯ ହାଇେଅଛି' କାରଣ ସଦାପ୍ରଭୁ ତୁମ୍ଭ ଉପ ରେ ସନ୍ତାଷେ ଅଛନ୍ତି।
Psalm 45:6
ପରମେଶ୍ବର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାଯୀ ବିରାଜମାନ କରିବ। ତୁମ୍ଭର ଉତ୍ତମତା ତୁମ୍ଭକୁ ଶାସନ କରିବାର କ୍ଷମତା ଦିଏ।
Song of Solomon 1:8
ହେ ନାରୀ, ତୁମ୍ଭେ କେତେ ସୁନ୍ଦରୀ! ନିଶ୍ଚଯ ତୁମ୍ଭେ ଜାଣ କ'ଣ କରିବାକୁ ହବେ। ମଷେମାନଙ୍କୁ ଅନୁସରଣ କର ଏବଂ ତୁମ ମଷଗେଣଙ୍କୁ ମଷେପାଳକ ତମ୍ବୁ ନିକଟରେ ଚରାଅ।
Song of Solomon 1:12
ରାଜା ଭୋଜନାସନ ରେ ଉପବିଷ୍ଟ ଥିବା ବେଳେ ମାେ ଜଟାମାଂସୀର ସୁବାସ ବ୍ଯାପ୍ତ ହେଲା।
Song of Solomon 2:2
ହେ ମାରେ ପ୍ରିୟେ, କଣ୍ଟକ ମଧିଅରେ ଶାେଶନ୍ ପୁଷ୍ପ ସହେିପରି ତୁମ୍ଭେ ୟୁବତୀଗଣ ମଧିଅରେ ମାରେ ପ୍ରିଯା।
Song of Solomon 2:14
ହେ ମାରେ କପୋତି, ତୁମ୍ଭେ ଶୈଳର ଫାଟ ରେ ଗଡ଼ନ୍ତି ସ୍ଥାନର ଅନ୍ତରାଳ ରେ ଅଛ। ମାେତେ ତୁମ୍ଭ ରୂପ ଦେଖିବାକୁ ଦିଅ। ମାେତେ ତୁମ୍ଭ ରବ ଶୁଣିବାକୁ ଦିଅ। କାରଣ ତୁମ୍ଭର ରବ ସୁମିଷ୍ଟ ଓ ତୁମ୍ଭର ରୂପ ମ ନୋହର।
Song of Solomon 4:1
ହେ ମାରେ ପ୍ରିୟେ, ତୁମ୍ଭେ ସୁନ୍ଦରୀ ଓ ତୁମ୍ଭେ ଓଢ଼ଣା ତଳେ ସୁନ୍ଦରୀ ଦଖାୟୋଅ। ତୁମ୍ଭ ନେତ୍ର କପୋତ ତୁଲ୍ଯ, ତୁମ୍ଭର କେଶ ଗିଲିଯଦ ପର୍ବତରୁ ଓହ୍ଲାଇ ଆସୁଥିବା ଛଳେିପଲ ତୁଲ୍ଯ।
Song of Solomon 4:7
ଆଗୋ ମାରେ ପ୍ରିୟେ, ତୁମ୍ଭେ ମୁଣ୍ଡରୁ ପାଦ ୟାଏ ସୁନ୍ଦରୀ। ତୁମ୍ଭଠା ରେ କୌଣସି ଖୁଣ ନାହିଁ।
Song of Solomon 4:9
ହେ ମାରେ ଭଉଣୀ, ହେ ମାରେ କନ୍ଯା, ତୁମ୍ଭେ ମାରେ ହୃଦଯକୁ ତୁମ୍ଭର ଚକ୍ଷୁର ଗୋଟିଏ ଚାହାଣି ରେ ଏବଂ ଗୋଟିଏ ଅଳଙ୍କାର ହାର ରେ ଚୋରି କରିଅଛି।
Song of Solomon 6:4
ଆଗୋ ମାରେ ପ୍ରିୟେ, ତୁମ୍ଭେ ତିର୍ସାପରି ସୁନ୍ଦରୀ। ୟିରୁଶାଲମ ପରି ଶୋଭାବତୀ, ଧୂଜାଧାରି ସୈନ୍ଯପରି ଭୟଙ୍କରୀ।
Song of Solomon 7:1
ଆଗୋ ରାଜକନ୍ଯ, ପାଦୁକା ରେ ତୁମ୍ଭ ଚରଣ କେତେ ସୁନ୍ଦର। ତୁମ୍ଭର କଟିମଣ୍ଡଳ ନିପୂଣ ଶିଳ୍ପକର ହସ୍ତ ରେ ନିର୍ମିତ ରତ୍ନହାର ସ୍ବରୂପ।
Psalm 2:12
ଦଖାଇଦେିଅ ୟେ ତୁମ୍ଭମାନେେ ତାଙ୍କର ପୁତ୍ର ତାହାଙ୍କ ପ୍ରତି ଅନୁରକ୍ତ ଅଟ ତା' ନ ହେଲେ ସେ କ୍ରୋଧିତ ହବେେ ଏବଂ ତୁମ୍ଭମାନଙ୍କୁ ବିନାଶ କରିବେ। ଯେଉଁମାନେ ସଦାପ୍ରଭୁଙ୍କର ବିଶ୍ବାସୀ ସମାନେେ ସୁଖ-ଶାନ୍ତିରେ ଜୀବନ ବିତାନ୍ତି। କିନ୍ତୁ ଅନ୍ୟମାନେ ସାବଧାନ ହବୋ ଉଚିତ୍ କାରଣ ସଦାପ୍ରଭୁଙ୍କ କୋର୍ଧର ଶିକାର ସମାନେେ ୟେ କୌଣସି ସମଯରେ ଧନ୍ଯ।