Psalm 18:3
ସମାନେେ ମାେତେ ପରିହାସ କଲେ, କିନ୍ତୁ ଯେତବେେଳେ ମୁଁ ସଦାପ୍ରଭୁଙ୍କୁ ଡ଼ାକିଲି, ସେ ମାେତେ ମାରେ ଶତ୍ରୁମାନଙ୍କଠାରୁ ରକ୍ଷା କଲେ।
Psalm 18:3 in Other Translations
King James Version (KJV)
I will call upon the LORD, who is worthy to be praised: so shall I be saved from mine enemies.
American Standard Version (ASV)
I will call upon Jehovah, who is worthy to be praised: So shall I be saved from mine enemies.
Bible in Basic English (BBE)
I will send up my cry to the Lord, who is to be praised; so will I be made safe from those who are against me.
Darby English Bible (DBY)
I will call upon Jehovah, who is to be praised: so shall I be saved from mine enemies.
Webster's Bible (WBT)
The LORD is my rock, and my fortress, and my deliverer; my God, my strength, in whom I will trust; my buckler, and the horn of my salvation, and my high tower.
World English Bible (WEB)
I call on Yahweh, who is worthy to be praised; And I am saved from my enemies.
Young's Literal Translation (YLT)
The `Praised One' I call Jehovah, And from my enemies I am saved.
| I will call | מְ֭הֻלָּל | mĕhullol | MEH-hoo-lole |
| upon the Lord, | אֶקְרָ֣א | ʾeqrāʾ | ek-RA |
| praised: be to worthy is who | יְהוָ֑ה | yĕhwâ | yeh-VA |
| saved be I shall so | וּמִן | ûmin | oo-MEEN |
| from | אֹ֝יְבַ֗י | ʾōyĕbay | OH-yeh-VAI |
| mine enemies. | אִוָּשֵֽׁעַ׃ | ʾiwwāšēaʿ | ee-wa-SHAY-ah |
Cross Reference
Romans 8:31
ସେଥିପାଇଁ ଆମ୍ଭେ ଏହି ବିଷୟ ରେ କ'ଣ କହିବା? ଯଦି ପରମେଶ୍ବର ଆମ୍ଭ ସହିତ ଅଛନ୍ତି, ତାହାହେଲେ କୌଣସି ଲୋକ ଆମ୍ଭକୁ ପରାଜିତ କରି ପାରିବ ନାହିଁ।
Luke 1:71
ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କର ଶତୃମାନଙ୍କଠାରୁ ତଥା ଆମ୍ଭମାନଙ୍କୁ ଘୃଣା କରୁଥିବା ସମସ୍ତଙ୍କ ହାତରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦଇେଥିଲେ।
Psalm 145:3
ସଦାପ୍ରଭୁ ହେଉଛନ୍ତି ମହାନ୍ ଏବଂ ସେ ଅତ୍ଯନ୍ତ ପ୍ରଶଂସନୀଯ। ଆମ୍ଭମାନେେ ତାଙ୍କର ମହାନତାକୁ ପୁରାପୁରି ଜାଣି ପାରିବୁ ନାହିଁ।
Psalm 96:4
ସଦାପ୍ରଭୁ ମହାନ୍ ଓ ଅତ୍ଯନ୍ତ ପ୍ରଶଂସନୀଯ। ସେ ସମସ୍ତ ଦବଗେଣଙ୍କ ଅପେକ୍ଷା ଭୟର ୟୋଗ୍ଯ।
Psalm 91:15
ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାୟ୍ଯ ପାଇଁ ଡ଼ାକିବେ, ଆମ୍ଭେ ସମାନଙ୍କେର ଡ଼ାକ ଶୁଣିବା। ସମାନଙ୍କେ କଷ୍ଟ ସମଯରେ ଆମ୍ଭେ ସମାନଙ୍କେ ସହିତ ରହିବା। ଆମ୍ଭେ ସମାନଙ୍କେୁ ରକ୍ଷା କରିବା ଏବଂ ସମ୍ମାନ ଦବୋ।
Psalm 55:16
ମୁଁ ପରମେଶ୍ବରଙ୍କଠାରେ ସାହାୟ୍ଯ ପାଇଁ ପ୍ରାର୍ଥନା କରିବି। ଏବଂ ସଦାପ୍ରଭୁ ମାେତେ ରକ୍ଷା କରିବେ।
Psalm 50:15
ପରମେଶ୍ବର କହନ୍ତି, ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡ଼ାକ, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବୁ ଓ ତା'ପରେ ତୁମ୍ଭେ ଆମ୍ଭର ମହିମା କରିବ।
Psalm 28:1
ହେ ସଦାପ୍ରଭୁ, ତୁମ୍ଭେ ମାରେ ଶକ୍ତିଶାଳୀ ଶୈଳ ସଦୃଶ। ମୁଁ ତୁମ୍ଭକୁ ସାହାୟ୍ଯ ପାଇଁ ପ୍ରାର୍ଥନା କରୁଛି। ତୁମ୍ଭେ ମାେ ପ୍ରତି ନୀରବ ହୁଅ ନାହିଁ। ୟଦି ମାରେ ସହାୟତା ପାଇଁ ପ୍ରାର୍ଥନାର ଉତ୍ତର ନ ଦିଅ, ତାହା ହେଲେ ଲୋକମାନେ ଭାବିବେ ମୁଁ ସହେି କବର ଭିତରେ ଥିବା ଲୋକମାନଙ୍କଠାରୁ କୌଣସି ଗୁଣରେ ନ୍ଯୁନ ହୁ ହେଁ।
Psalm 5:2
ହେ ମାରେ ପରମେଶ୍ବର ଓ ରାଜା ମାରେ ପ୍ରାର୍ଥନା ଶୁଣ।
2 Samuel 22:4
ସମାନେେ ମାେତେ ପରିହାସ କଲେ, କିନ୍ତୁ ଯେତବେେଳେ ମୁ ସଦାପ୍ରଭୁଙ୍କୁ ଡାକିଲି, ସେ ମାେତେ ମାରେ ଶତୃମାନଙ୍କଠାରକ୍ସ୍ଟ ରକ୍ଷା କଲେ।
Philippians 4:6
କୌଣସି କଥା ପାଇଁ ଚିନ୍ତିତ ହୁଅ ନାହିଁ। ତୁମ୍ଭର ଯାହା ଦରକାର, ପରମେଶ୍ବରଙ୍କୁ ପ୍ରାର୍ଥନା କରି ମାଗ। ପ୍ରାର୍ଥନା କଲା ବେଳେ ସଦା ଧନ୍ଯବାଦ ଦିଅ।
Psalm 62:8
ହେ ଲୋକମାନେ! ସବୁକାଳେ ପରମେଶ୍ବରଙ୍କଠାରେ ନିର୍ଭର କର। ପରମେଶ୍ବରଙ୍କଠାରେ ତୁମ୍ଭର ଅସୁବିଧା କଥା ଭାଙ୍ଗି କୁହ। ପରମେଶ୍ବର ହେଉଛନ୍ତି ଆମ୍ଭର ନିରାପଦ ଆଶ୍ରଯସ୍ଥଳ।
Nehemiah 9:5
ଏହାପରେ ଲବେୀୟମାନେ: ଯଶୂେଯ, କଦମୀଯଲେ, ବାନି, ହଶବନିଯ, ଶେ ରବେିଯ, ହାଦେିୟ, ଶବନିଯ, ଓ ପଥାଦିଯ କହିଲେ, ଉଠ ଅନାଦିକାଳରୁ ଅନନ୍ତ କାଳସ୍ଥାଯୀ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କର ଧନ୍ଯବାଦ କର।
Revelation 5:12
ସମାନେେ ଉଚ୍ଚ ସ୍ବର ରେ ଏହା କହୁଥିଲେ :
Revelation 4:11
ହେ ପ୍ରଭୁ ! ଆମ୍ଭର ପରମେଶ୍ବର ! ତୁମ୍ଭେ ଗୌରବ, ସମ୍ମାନ ଓ କ୍ଷମତା ପାଇବା ପାଇଁ ଯୋଗ୍ଯ ତୁମ୍ଭେ ହିଁ ଏସବୁ ସୃଷ୍ଟି କରିଅଛ। ତୁମ୍ଭ ଇଚ୍ଛା ଅନୁସାରେ ସମସ୍ତ ବିଷୟର ସୃଷ୍ଟି ହାଇେଛି ଓ ଅସ୍ତିତ୍ବ ପାଇଅଛି।
Acts 2:21
ସେତବେେଳେ ଯେ କହେି ପ୍ରଭୁଙ୍କ ନାମ ଉଚ୍ଚାରଣ କରିବ, ସେ ଉଦ୍ଧାର ପାଇବ।'ଯାୟେଲ 2:28-32
Psalm 76:4
ପରମେଶ୍ବର, ତୁମ୍ଭେ ପର୍ବତରୁ ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରି ତେଜ୍ଜୋମଯ ଓ ମହିମାନ୍ବିତ ଭାବେ ଫରେିଆସ।
Psalm 65:1
ହେ ସିୟୋନର ପରମେଶ୍ବର, ତୁମ୍ଭେ ପ୍ରଶଂସିତ ହବୋର ହକ୍ଦାର। ଆମ୍ଭମାନେେ ତୁମ୍ଭଠାରେ କରିଥିବା ପ୍ରତିଜ୍ଞା ପୂରଣ କରିବୁ।
Psalm 48:1
ସଦାପ୍ରଭୁ ମହାନ୍ ଅଟନ୍ତି। ଆମ୍ଭର ପରମେଶ୍ବରଙ୍କ ସାରା ନଗରରେ ତାଙ୍କର ପବିତ୍ର ପର୍ବତରେ ସେ ପ୍ରଶଂସିତ ହୁଅନ୍ତି।