Psalm 150:4
ଦାରା ବାଦ୍ଯ ଓ ନୃତ୍ଯଦ୍ବାରା ପରମେଶ୍ବର ପ୍ରଶଂସା କର। ତାରୟୁକ୍ତ ୟନ୍ତ୍ର ଓ ବଂଶୀରେ ତାଙ୍କର ପ୍ରଶଂସା କର।
Psalm 150:4 in Other Translations
King James Version (KJV)
Praise him with the timbrel and dance: praise him with stringed instruments and organs.
American Standard Version (ASV)
Praise him with timbrel and dance: Praise him with stringed instruments and pipe.
Bible in Basic English (BBE)
Give him praise with instruments of brass and in the dance: give him praise with horns and corded instruments.
Darby English Bible (DBY)
Praise him with the tambour and dance; praise him with stringed instruments and the pipe;
World English Bible (WEB)
Praise him with tambourine and dancing! Praise him with stringed instruments and flute!
Young's Literal Translation (YLT)
Praise Him with timbrel and dance, Praise Him with stringed instruments and organ.
| Praise | הַֽ֭לְלוּהוּ | hallûhû | HAHL-loo-hoo |
| him with the timbrel | בְתֹ֣ף | bĕtōp | veh-TOFE |
| and dance: | וּמָח֑וֹל | ûmāḥôl | oo-ma-HOLE |
| praise | הַֽ֝לְל֗וּהוּ | hallûhû | HAHL-LOO-hoo |
| him with stringed instruments | בְּמִנִּ֥ים | bĕminnîm | beh-mee-NEEM |
| and organs. | וְעֻגָֽב׃ | wĕʿugāb | veh-oo-ɡAHV |
Cross Reference
Isaiah 38:20
ତେଣୁ ମୁଁ କହିବି, ସଦାପ୍ରଭୁ ମାେତେ ପରିତ୍ରାଣ କଲେ। ତେଣୁ ଆମ୍ଭମାନେେ ଜୀବନସାରା ସଦାପ୍ରଭୁଙ୍କ ମନ୍ଦିର ରେ ତାରୟୁକ୍ତ ୟନ୍ତ୍ର ସହିତ ସଙ୍ଗୀତ ଗାନ କରିବୁ।'
Psalm 149:3
ସହେି ଲୋକମାନେ ତାଙ୍କୁ ନାଚି ନାଚି ପ୍ରଶଂସା କରନ୍ତୁ, ଦାରା ଓ ବୀଣା ବାଦନ କରି।
Exodus 15:20
ଏହାପରେ ହାରୋଣର ଭଉଣୀ, ଭବିଷ୍ଯଦ୍ବକ୍ତୀ ମରିଯମ ଦ୍ବାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିଯମ ସମାନଙ୍କେୁ ଗାଇବା ରେ ଅନୁସରଣ କଲେ।
Habakkuk 3:19
ସଦାପ୍ରଭୁ ମାରେ ପ୍ରଭୁ, ମାେତେ ଶକ୍ତି ଦିଅନ୍ତି, ମୁଁ ହରିଣ ପରି ଦ୍ରୁତଗତି ରେ ଦୌଡିବା ରେ ମାେତେ ସାହାୟ୍ଯ କରନ୍ତି। ସଙ୍ଗୀତ ନିର୍ଦ୍ଦେଶକ ପରି ମାରେସ୍ପନ୍ଦିତ ବାଦ୍ଯୟନ୍ତ୍ର ରେ ସେ ପର୍ବତ ଉପରକୁ ମାେତେ ନିରାପଦ ରେ ଆଗଇେ ନିଅନ୍ତି।
Psalm 144:9
ହେ ସଦାପ୍ରଭୁ, ତୁମ୍ଭ ବିଷଯରେ ମୁଁ ନୂତନ ଗୀତ ଗାନ କରିବି। ଦଶତାର ୟନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ଯରେ ମୁଁ ପ୍ରଶଂସାଗାନ କରିବି।
Psalm 92:3
ହେ ପରମେଶ୍ବର, ଦଶତାର ୟନ୍ତ୍ର ଓ ନବେଲରେ ବୀଣାର ଗମ୍ଭୀର ଧ୍ବନିରେ ସୂ-ଗୀତ ଗାନ କରିବା ଭଲ।
Psalm 45:8
ତୁମ୍ଭର ପୋଷାକରୁ ଉତ୍ତମ ସୁଗନ୍ଧିୟୁକ୍ତ ଅଗୁରୁ ଡ଼ାଲଚିନି ମସଲାର ବାସନା ଭାସି ଆସୁଛି। ଏହି ପ୍ରାସାଦ ହାତୀ ଦାନ୍ତରେ ସୁଶୋଭିତ ଓ ସେ ଭିତରୁ ଉତ୍ତମ ସଙ୍ଗୀତ ତୁମ୍ଭର ମନୋରଞ୍ଜନ ସକାଶେ ଗୁଞ୍ଜରିତ ହେଉଛି।
Psalm 33:2
ବୀଣା ବାଦ୍ଯ କରି ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ। ଦଶ-ତାର ବାଦ୍ଯରେ ତାଙ୍କର ପ୍ରଶଂସା ଗାନ କର।
Job 30:31
ବିଷାଦର ଗୀତ ଗାଇବା ପାଇଁ ମାରେ ବୀଣା ବନ୍ଧା ହାଇେଛି। କରୁଣ କ୍ରନ୍ଦନ କଲାଭଳି ମାରେ ବଂଶୀ ଶବ୍ଦ ସୃଷ୍ଟି କରୁଛି।
Job 21:12
ସମାନେେ ତବଲା ଓ ବୀଣା ବଜାଇ ନୃତ୍ଯ ଗୀତ ରେ ମାତନ୍ତି।