Psalm 149:6
ସହେି ଲୋକମାନେ ପରମେଶ୍ବରଙ୍କ ପ୍ରଶଂସା ଉଚ୍ଚ ସ୍ବରରେ କରନ୍ତୁ ଏବଂ ସମାନଙ୍କେ ନିଜ ହସ୍ତରେ ନିଜର ଖଡ୍ଗମାନ ଧରନ୍ତୁ।
Psalm 149:6 in Other Translations
King James Version (KJV)
Let the high praises of God be in their mouth, and a two-edged sword in their hand;
American Standard Version (ASV)
`Let' the high praises of God `be' in their mouth, And a two-edged sword in their hand;
Bible in Basic English (BBE)
Let the high praises of God be in their mouths, and a two-edged sword in their hands;
Darby English Bible (DBY)
Let the high praises of ùGod be in their mouth, and a two-edged sword in their hand:
World English Bible (WEB)
May the high praises of God be in their mouths, And a two-edged sword in their hand;
Young's Literal Translation (YLT)
The exaltation of God `is' in their throat, And a two-edged sword in their hand.
| Let the high | רוֹמְמ֣וֹת | rômĕmôt | roh-meh-MOTE |
| praises of God | אֵ֭ל | ʾēl | ale |
| mouth, their in be | בִּגְרוֹנָ֑ם | bigrônām | beeɡ-roh-NAHM |
| and a twoedged | וְחֶ֖רֶב | wĕḥereb | veh-HEH-rev |
| sword | פִּֽיפִיּ֣וֹת | pîpiyyôt | pee-FEE-yote |
| in their hand; | בְּיָדָֽם׃ | bĕyādām | beh-ya-DAHM |
Cross Reference
Hebrews 4:12
ପରମେଶ୍ବରଙ୍କ ବାକ୍ଯ ଜୀବନ୍ତ ଓ କାର୍ୟ୍ଯସାଧନକ ଅଟେ। ତାହାଙ୍କର ବାକ୍ଯ ଯେ କୌଣସି ଦ୍ବିଧାର ଖଠାରୁ ମଧ୍ଯ ଅଧିକ ଧାରୁଆ। ପରମେଶ୍ବରଙ୍କ ବାକ୍ଯ ଆମ୍ଭ ପ୍ରାଣ, ଆତ୍ମା, ହାଡ଼ ଓ ମଜ୍ଜାର ସନ୍ଧିସ୍ଥଳ ଭଦେ କରିପା ରେ। ଏହା ହୃଦୟର ଚିନ୍ତା ଓ ଭାବର ବିଚାର କରେ।
Revelation 1:16
ସେ ତାହାଙ୍କ ଡାହାଣ ହାତ ରେ ସାତାଟେି ନକ୍ଷତ୍ର ଧରିଥିଲେ। ତାହାଙ୍କ ମୁଖ ଭିତରୁ ତୀକ୍ଷ୍ଣ ଦୁଇଧାର ୟୁକ୍ତ ଖଡ୍ଗ ବାହାରି ଆସିଲା। ସେ ମଧ୍ଯାହ୍ନ ସୂର୍ୟ୍ଯଭଳି ତଜେୋମୟ ଦଖାଯାେଉଥିଲେ।
Psalm 66:17
ମୁଁ ତାଙ୍କୁ ପ୍ରାର୍ଥନା କରିଥିଲି। ମୁଁ ତାଙ୍କର ପ୍ରଶଂସା କରିଥିଲି।
Revelation 19:6
ତା'ପରେ ମୁଁ ଅନକେ ଲୋକମାନଙ୍କର ସ୍ବର ଶୁଣିଲି। ଏହା ଜଳପ୍ରପାତର ଧ୍ବନିପରି ଏବଂ ବିରାଟ ମେଘ ଗର୍ଜନର ଶବ୍ଦ ପରି ଥିଲା। ସମାନେେ କହୁଥିଲେ :
Luke 2:14
ସ୍ବର୍ଗ ରେ ରହୁଥିବା ପରମେଶ୍ବରଙ୍କୁ ଜୟ ହେଉ ଏବଂ ଏ ପୃଥିବୀ ରେ ଯେଉଁ ଲୋକମାନଙ୍କ ଉପରେ ପରମେଶ୍ବର ପ୍ରସନ୍ନ ଅଛନ୍ତି, ସେ ସମସ୍ତଙ୍କୁ ଶାନ୍ତି ମିଳୁ।
Nehemiah 9:5
ଏହାପରେ ଲବେୀୟମାନେ: ଯଶୂେଯ, କଦମୀଯଲେ, ବାନି, ହଶବନିଯ, ଶେ ରବେିଯ, ହାଦେିୟ, ଶବନିଯ, ଓ ପଥାଦିଯ କହିଲେ, ଉଠ ଅନାଦିକାଳରୁ ଅନନ୍ତ କାଳସ୍ଥାଯୀ ସଦାପ୍ରଭୁ ତୁମ୍ଭ ପରମେଶ୍ବରଙ୍କର ଧନ୍ଯବାଦ କର।
Daniel 4:37
ଏଣୁ ମୁଁ ନବୂଖଦ୍ନିତ୍ସର ସହେି ସ୍ବର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିଯା ସତ୍ଯ ଓ ତାଙ୍କର ପଥ ସବୁ ନ୍ଯାର୍ୟ୍ଯ। ଆଉ ସେ ଗର୍ବୀମାନଙ୍କୁ ବିନଯୀ କରନ୍ତି।
Psalm 145:3
ସଦାପ୍ରଭୁ ହେଉଛନ୍ତି ମହାନ୍ ଏବଂ ସେ ଅତ୍ଯନ୍ତ ପ୍ରଶଂସନୀଯ। ଆମ୍ଭମାନେେ ତାଙ୍କର ମହାନତାକୁ ପୁରାପୁରି ଜାଣି ପାରିବୁ ନାହିଁ।
Psalm 115:7
ସମାନଙ୍କେର ହାତ ଅଛି କିନ୍ତୁ ତାହା ସ୍ବର୍ଗ କରିପାରନ୍ତି ନାହିଁ। ସମାନଙ୍କେର ଗୋଡ଼ ଅଛି କିନ୍ତୁ ଚାଲିପାରନ୍ତି ନାହିଁ। ସମାନଙ୍କେ ଗଳାରୁ କୌଣସି ସ୍ବର ବାହାରେ ନାହିଁ।
Psalm 96:4
ସଦାପ୍ରଭୁ ମହାନ୍ ଓ ଅତ୍ଯନ୍ତ ପ୍ରଶଂସନୀଯ। ସେ ସମସ୍ତ ଦବଗେଣଙ୍କ ଅପେକ୍ଷା ଭୟର ୟୋଗ୍ଯ।