Psalm 144

1 ସଦାପ୍ରଭୁ ମାରେ ଶୈଳ, ତାଙ୍କର ପ୍ରଶଂସା ହେଉ। ସେ ମାେତେ ୟୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି। ସଦାପ୍ରଭୁ ମାେତେ ୟୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।

2 ସେ ମାେତେ ସ୍ନହେ କରନ୍ତି ଏବଂ ରକ୍ଷା କରନ୍ତି। ସେ ମାରେ ଉଚ୍ଚ ପର୍ବତରେ ନିରାପଦ ସ୍ଥାନ। ସେ ମାେତେ ଉଦ୍ଧାର କରନ୍ତି। ସେ ମାରେ ଢ଼ାଲ, ସେ ହେଉଛନ୍ତି ମାେ ଆଶ୍ରଯସ୍ଥଳ। ସଦାପ୍ରଭୁ ମାରେ ଲୋକମାନଙ୍କୁ ଶାସନ କରିବାରେ ମାେତେ ସାହାୟ୍ଯ କରନ୍ତି।

3 ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ପାଇଁ ଏତେ ମହତ୍ବପୂର୍ଣ୍ଣ କାହିଁକି ? ତୁମ୍ଭେ ଆମ୍ଭମାନଙ୍କ ପ୍ରତି କାହିଁକି ଧ୍ଯାନ ଦିଅ ?

4 ମନୁଷ୍ଯ ଜୀବନ ପବନର ଫୁତ୍କାର। ତାହାର ଜୀବନ ବହିୟିବା ଦିନର ଛାଯା ତୁଲ୍ଯ।

5 ହେ ସଦାପ୍ରଭୁ, ଆପଣା ଗଗନ ମଣ୍ଡଳକୁ ଚିରି ତଳକୁ ଆସ। ପର୍ବତଗଣକୁ ସ୍ପର୍ଶ କର ଯେଉଁଥିରେ ସମାନେେ ଧୂମ ନିର୍ଗତ କରିବେ।

6 ବିଜୁଳି ନିକ୍ଷପେ କରି ଶତ୍ରୁମାନଙ୍କୁ ଘରଦ୍ବାର ଦିଅ। ତୁମ୍ଭର ବାଣ ନିକ୍ଷପେ କର ଏବଂ ସମାନଙ୍କେୁ ତଡ଼ି ଦିଅ।

7 ସଦାପ୍ରଭୁ ସ୍ବର୍ଗରୁ ଓହ୍ଲାଇ ଆସ ଏବଂ ମାେତେ ରକ୍ଷା କର। ମାେତେ ଶତ୍ରୁରୂପକ ସମୁଦ୍ରରେ ବୁଡ଼ାଅ ନାହିଁ। ମାେତେ ବିଦେଶୀମାନଙ୍କଠାରୁ ରକ୍ଷା କର।

8 ସହେି ଶତ୍ରୁଗଣ ମିଥ୍ଯାବାଦୀ ଏପରିକି ଯେତବେେଳେ ସମାନେେ ସତ୍ଯ କହିବାକୁ ଶପଥ ନିଅନ୍ତି।

9 ହେ ସଦାପ୍ରଭୁ, ତୁମ୍ଭ ବିଷଯରେ ମୁଁ ନୂତନ ଗୀତ ଗାନ କରିବି। ଦଶତାର ୟନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ଯରେ ମୁଁ ପ୍ରଶଂସାଗାନ କରିବି।

10 ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସମାନଙ୍କେ ୟୁଦ୍ଧରେ ବିଜଯୀ କରାଅ। ସଦାପ୍ରଭୁ, ତୁମ୍ଭେ ଆପଣା ସବେକ ଦାଉଦଙ୍କୁ ଶତ୍ରୁ ଖଡ୍ଗର ସମ୍ମୁଖରୁ ଉଦ୍ଧାର କର।

11 ମାେତେ ସହେି ବିଦେଶୀଙ୍କ ଠାରୁ ରକ୍ଷା କର। ସହେି ଶତ୍ରୁମାନେ ମିଥ୍ଯାବାଦୀ, ଏପରିକି ଯେତବେେଳେ ସମାନେେ ସତ୍ଯ କହିବାକୁ ଶପଥ ନିଅନ୍ତି।

12 ଆମ୍ଭର ପୁତ୍ରଗଣ ସହେି ବୃକ୍ଷଗୁଡ଼ିକ ପରି ହୁଅନ୍ତୁ ଯେଉଁଗୁଡ଼ିକ ଖୁବ୍ଶୀଘ୍ର ବଢ଼ି ପୂର୍ଣ୍ଣ ବୃକ୍ଷରେ ପରିଣତ ହୁଅନ୍ତି। ଆମ୍ଭମାନଙ୍କ କନ୍ଯାଗଣ ରାଜପ୍ରାସାଦର ଖାଦେିତ କୋଣର ଖମ୍ବ ତୁଲ୍ଯ ହୁଅନ୍ତୁ।

13 ଆମ୍ଭମାନଙ୍କର ଭଣ୍ଡାର ସର୍ବପ୍ରକାର ଶସ୍ଯରେ ପରିପୂର୍ଣ୍ଣ ହେଉ। ଆମ୍ଭମାନଙ୍କର ମଷଗେଣ ସହସ୍ର ସହସ୍ର ଓ ଅଯୁତ ଅଯୁତ ଶାବକ ପ୍ରସବ କରନ୍ତୁ।

14 ଆମ୍ଭର ଗାଈଗୋରୁ ଉତ୍ପାଦନ ଦ୍ବାରା ଅଧିକ ଓଜନିଆ ହାଇେ ପଡ଼ନ୍ତୁ। ଆମ୍ଭମାନଙ୍କର ଶତ୍ରୁଗଣ ଆମ୍ଭର ପ୍ରାଚୀରକୁ ଭାଙ୍ଗନ୍ତୁ ନାହିଁ। ଆମ୍ଭମାନଙ୍କ ମଧ୍ଯରୁ କହେି ନିର୍ବାସିତ ନ ହୁଅନ୍ତୁ। ଆମ୍ଭମାନଙ୍କ ଛକସ୍ଥାନରେ କୌଣସି କୋଳାହଳ ନ ହେଉ।

15 ସହେିପରି ଲୋକମାନେ ହେଉଛନ୍ତି ଧନ୍ଯ, ୟାହାର ଏହିଭଳି ଅଛି। ସହେି ଲୋକମାନେ ଧନ୍ଯ ହୁଅନ୍ତୁ, ୟାହାର ପରମେଶ୍ବର ହେଉଛନ୍ତି ସଦାପ୍ରଭୁ।

1 A Psalm of David.

2 Blessed be the Lord my strength, which teacheth my hands to war, and my fingers to fight:

3 My goodness, and my fortress; my high tower, and my deliverer; my shield, and he in whom I trust; who subdueth my people under me.

4 Lord, what is man, that thou takest knowledge of him! or the son of man, that thou makest account of him!

5 Man is like to vanity: his days are as a shadow that passeth away.

6 Bow thy heavens, O Lord, and come down: touch the mountains, and they shall smoke.

7 Cast forth lightning, and scatter them: shoot out thine arrows, and destroy them.

8 Send thine hand from above; rid me, and deliver me out of great waters, from the hand of strange children;

9 Whose mouth speaketh vanity, and their right hand is a right hand of falsehood.

10 I will sing a new song unto thee, O God: upon a psaltery and an instrument of ten strings will I sing praises unto thee.

11 It is he that giveth salvation unto kings: who delivereth David his servant from the hurtful sword.

12 Rid me, and deliver me from the hand of strange children, whose mouth speaketh vanity, and their right hand is a right hand of falsehood:

13 That our sons may be as plants grown up in their youth; that our daughters may be as corner stones, polished after the similitude of a palace:

14 That our garners may be full, affording all manner of store: that our sheep may bring forth thousands and ten thousands in our streets:

15 That our oxen may be strong to labour; that there be no breaking in, nor going out; that there be no complaining in our streets.

16 Happy is that people, that is in such a case: yea, happy is that people, whose God is the Lord.

Tamil Indian Revised Version
அந்த மனிதனுடைய பெயர் எலிமெலேக்கு, அவனுடைய மனைவியின் பெயர் நகோமி, அவனுடைய இரண்டு மகன்களில் ஒருவன் பெயர் மக்லோன், மற்றொருவன் பெயர் கிலியோன்; யூதாவிலுள்ள பெத்லெகேம் ஊராகிய எப்பிராத்தியர்களாகிய அவர்கள் மோவாப் தேசத்திற்குப் போய், அங்கே இருந்துவிட்டார்கள்.

Tamil Easy Reading Version
அவனது மனைவியின் பெயர் நகோமி. அவனது இரண்டு மகன்களின் பெயர்களும் மக்லோன், கிலியோன் என்பவை ஆகும். இவர்கள் யூதாவிலுள்ள பெத்லெகேமில் எப்பிராத்தியர் வம்சத்தைச் சேர்ந்தவர்கள். இக்குடும்பமானது மலை நாடான மோவாபுக்கு சென்று அங்கேயே தங்கியது.

Thiru Viviliam
அவர் பெயர் எலிமலேக்கு; அவர் மனைவி பெயர் நகோமி. மைந்தர் இருவரின் பெயர்கள் மக்லோன், கிலியோன் என்பன. அவர்கள் யூதாவிலிருந்த பெத்லகேமைச் சார்ந்த எப்ராத்துக் குடியினர்.

Ruth 1:1Ruth 1Ruth 1:3

King James Version (KJV)
And the name of the man was Elimelech, and the name of his wife Naomi, and the name of his two sons Mahlon and Chilion, Ephrathites of Bethlehemjudah. And they came into the country of Moab, and continued there.

American Standard Version (ASV)
And the name of the man was Elimelech, and the name of his wife Naomi, and the name of his two sons Mahlon and Chilion, Ephrathites of Bethlehem-judah. And they came into the country of Moab, and continued there.

Bible in Basic English (BBE)
And the name of the man was Elimelech, and the name of his wife Naomi, and the name of his two sons Mahlon and Chilion, Ephrathites of Beth-lehem-judah. And they came into the country of Moab, and were there for some time.

Darby English Bible (DBY)
And the name of the man was Elimelech, and the name of his wife Naomi, and the name of his two sons Mahlon and Chilion, Ephrathites of Bethlehem-Judah. And they came into the country of Moab, and continued there.

Webster’s Bible (WBT)
And the name of the man was Elimelech, and the name of his wife Naomi, and the name of his two sons Mahlon and Chilion, Ephrathites of Beth-lehem-judah. And they came into the country of Moab, and continued there.

World English Bible (WEB)
The name of the man was Elimelech, and the name of his wife Naomi, and the name of his two sons Mahlon and Chilion, Ephrathites of Bethlehem Judah. They came into the country of Moab, and continued there.

Young’s Literal Translation (YLT)
And the name of the man `is’ Elimelech, and the name of his wife Naomi, and the name of his two sons Mahlon and Chilion, Ephrathites from Beth-Lehem-Judah; and they come into the fields of Moab, and are there.

ரூத் Ruth 1:2
அந்த மனுஷனுடைய பேர் எலிமெலேக்கு, அவன் மனைவியின் பேர் நகோமி, அவனுடைய இரண்டு குமாரரில் ஒருவன் பேர் மக்லோன், மற்றொருவன் பேர் கிலியோன்; யூதாவிலுள்ள பெத்லெகேம் ஊராகிய எப்பிராத்தியராகிய அவர்கள் மோவாப்தேசத்திற்குப் போய், அங்கே இருந்துவிட்டார்கள்.
And the name of the man was Elimelech, and the name of his wife Naomi, and the name of his two sons Mahlon and Chilion, Ephrathites of Bethlehemjudah. And they came into the country of Moab, and continued there.

And
the
name
וְשֵׁ֣םwĕšēmveh-SHAME
of
the
man
הָאִ֣ישׁhāʾîšha-EESH
was
Elimelech,
אֱֽלִימֶ֡לֶךְʾĕlîmelekay-lee-MEH-lek
name
the
and
וְשֵׁם֩wĕšēmveh-SHAME
of
his
wife
אִשְׁתּ֨וֹʾištôeesh-TOH
Naomi,
נָֽעֳמִ֜יnāʿŏmîna-oh-MEE
and
the
name
וְשֵׁ֥םwĕšēmveh-SHAME
two
his
of
שְׁנֵֽיšĕnêsheh-NAY
sons
בָנָ֣יו׀bānāywva-NAV
Mahlon
מַחְל֤וֹןmaḥlônmahk-LONE
and
Chilion,
וְכִלְיוֹן֙wĕkilyônveh-heel-YONE
Ephrathites
אֶפְרָתִ֔יםʾeprātîmef-ra-TEEM
of
Bethlehem-judah.
מִבֵּ֥יתmibbêtmee-BATE

לֶ֖חֶםleḥemLEH-hem
came
they
And
יְהוּדָ֑הyĕhûdâyeh-hoo-DA
into
the
country
וַיָּבֹ֥אוּwayyābōʾûva-ya-VOH-oo
of
Moab,
שְׂדֵיśĕdêseh-DAY
and
continued
מוֹאָ֖בmôʾābmoh-AV
there.
וַיִּֽהְיוּwayyihĕyûva-YEE-heh-yoo
שָֽׁם׃šāmshahm