Psalm 136:11
ପରମେଶ୍ବର ମିଶର ମଧ୍ଯରୁ ଇଶ୍ରାୟେଲକୁ ବାହାର କରି ଆଣିଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
Psalm 136:11 in Other Translations
King James Version (KJV)
And brought out Israel from among them: for his mercy endureth for ever:
American Standard Version (ASV)
And brought out Israel from among them; For his lovingkindness `endureth' for ever;
Bible in Basic English (BBE)
And took out Israel from among them: for his mercy is unchanging for ever:
Darby English Bible (DBY)
And brought out Israel from among them, for his loving-kindness [endureth] for ever,
World English Bible (WEB)
And brought out Israel from among them; For his loving kindness endures forever;
Young's Literal Translation (YLT)
And bringing forth Israel from their midst, For to the age `is' His kindness.
| And brought out | וַיּוֹצֵ֣א | wayyôṣēʾ | va-yoh-TSAY |
| Israel | יִ֭שְׂרָאֵל | yiśrāʾēl | YEES-ra-ale |
| from among | מִתּוֹכָ֑ם | mittôkām | mee-toh-HAHM |
| for them: | כִּ֖י | kî | kee |
| his mercy | לְעוֹלָ֣ם | lĕʿôlām | leh-oh-LAHM |
| endureth for ever: | חַסְדּֽוֹ׃ | ḥasdô | hahs-DOH |
Cross Reference
Exodus 12:51
ତେଣୁ ଠିକ୍ ସହେିଦିନ, ସଦାପ୍ରଭୁ ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ମିଶରରୁ ଆଗଇେ ନେଲେ। ସୈନ୍ଯ ଶ୍ ରଣେୀବଦ୍ଧ ଲୋକମାନେ ମିଶର ପରିତ୍ଯାଗ କଲେ।
Exodus 13:3
ମାଶାେ ଲୋକମାନଙ୍କୁ କହିଲେ, ଏହି ଦିବସକୁ ମନେ ରଖ, ତୁମ୍ଭମାନେେ ମିଶର ରେ ଦାସ ଥିଲ, ସଦାପ୍ରଭୁଙ୍କର ମହାନ୍ ଶକ୍ତି ତୁମ୍ଭମାନଙ୍କୁ ଏହି ଦିନ ମୁକ୍ତ କରିଥିଲା। ତେଣୁ ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ଭକ୍ଷଣ କରିବ।
Exodus 13:17
ଏବଂ ତା'ପରେ ଯେତବେେଳେ ଫାରୋ ମାରେ ଲୋକମାନଙ୍କୁ ମିଶର ଛାଡିବାକୁ ଦେଲେ, ଯଦିଓ ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ୟିବା ପାଇଁ ନିକଟ ବାଟ ଥିଲା, ସଦାପ୍ରଭୁ, ସେ ପଥରେ ନେଲେ ନାହିଁ। ସଦାପ୍ରଭୁ କହିଲେ, ଯଦି ଲୋକମାନେ ଏ ବାଟରେ ୟାଆନ୍ତି। ସମାନଙ୍କେୁ ହୁଏତ ୟୁଦ୍ଧ କରିବାକୁ ପଡିପା ରେ। ତବେେ ହୁଏତ ସମାନେେ ତାଙ୍କର ମତ ପରିବର୍ତ୍ତନ କରି ପାରନ୍ତି ଓ ମିଶରକୁ ଫରେିୟାଇ ପାରନ୍ତି।
1 Samuel 12:6
ଶାମକ୍ସ୍ଟଯଲେ ଲୋକମାନଙ୍କୁ କହିଲେ, ଯାହାସବୁ ଘଟିଛି ସଦାପ୍ରଭୁ ସବୁ ଦେଖିଛନ୍ତି। ସଦାପ୍ରଭୁ ମାଶାେ ଓ ହାରୋଣଙ୍କକ୍ସ୍ଟ ନିୟକ୍ସ୍ଟକ୍ତି କରିଥିଲେ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଙ୍କକ୍ସ୍ଟ ମିଶରରକ୍ସ୍ଟ ବାହାର କରି ଆଣିଥିଲେ।
Psalm 78:52
ସେ ମଷେପାଳକ ପରି ତାଙ୍କର ଲୋକମାନଙ୍କର ନତେୃତ୍ବ ନଲେେ। ସେ ସମାନଙ୍କେୁ ମଷେତୁଲ୍ଯ ମରୁଭୂମି ମଧ୍ୟରେ ପଥ କଢ଼ାଇ ନଲେେ।
Psalm 105:37
ପରମେଶ୍ବର ତାଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସମାନଙ୍କେ ନିଜ ସହିତ ରୂପା ଓ ସୁନା ଆଣିଲେ। ଓ ତା'ଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ହିଁ ନ ଥିଲେ, ଝୁଣ୍ଟି ପଡ଼ିବାକୁ।