Psalm 108:10
କିଏ ମାେତେ ଶତ୍ରୁମାନଙ୍କ ଦୁର୍ଗକୁ ନଇୟିବେ? କିଏ ଇଦୋମ ବିରୁଦ୍ଧରେ ୟୁଦ୍ଧ କରିବାରେ ମାରେ ନତେୃତ୍ବ ନବେ ?
Psalm 108:10 in Other Translations
King James Version (KJV)
Who will bring me into the strong city? who will lead me into Edom?
American Standard Version (ASV)
Who will bring me into the fortified city? Who hath led me unto Edom?
Bible in Basic English (BBE)
Who will take me into the strong town? who will be my guide into Edom?
Darby English Bible (DBY)
Who will bring me into the strong city? who will lead me unto Edom?
World English Bible (WEB)
Who will bring me into the fortified city? Who has led me to Edom?
Young's Literal Translation (YLT)
Who doth bring me in to the fenced city? Who hath led me unto Edom?
| Who | מִ֣י | mî | mee |
| will bring | יֹ֭בִלֵנִי | yōbilēnî | YOH-vee-lay-nee |
| me into the strong | עִ֣יר | ʿîr | eer |
| city? | מִבְצָ֑ר | mibṣār | meev-TSAHR |
| who | מִ֖י | mî | mee |
| will lead | נָחַ֣נִי | nāḥanî | na-HA-nee |
| me into | עַד | ʿad | ad |
| Edom? | אֱדֽוֹם׃ | ʾĕdôm | ay-DOME |
Cross Reference
Psalm 20:6
ବର୍ତ୍ତମାନ ମୁଁ ଜାଣେ ସଦାପ୍ରଭୁ ତାଙ୍କ ଅଭିଷିକ୍ତ ରାଜାକୁ ସାହାୟ୍ଯ କରନ୍ତି। ପରମେଶ୍ବର ତାଙ୍କର ପବିତ୍ର ସ୍ବର୍ଗ ରାଜ୍ଯରେ ଥାଆନ୍ତି ଓ ତାଙ୍କ ଅଭିଷିକ୍ତ ରାଜାକୁ ଉତ୍ତର ଦିଅନ୍ତି। ସେ ତାଙ୍କର ମହାନ ଶକ୍ତିରେ ରାଜାଙ୍କୁ ତ୍ରାଣ କରନ୍ତି।
Psalm 60:1
ପରମେଶ୍ବର, ତୁମ୍ଭେ ଆମ୍ଭମାନଙ୍କୁ ପ୍ରତ୍ଯାଖ୍ଯାନ କରି ପରାଜିତ କରିଅଛ। ତୁମ୍ଭେ ଆମ୍ଭମାନଙ୍କ ସହିତ ରାଗିଛ। କିନ୍ତୁ ଦୟାକରି ତୁମ୍ଭେ ଆମ୍ଭମାନଙ୍କୁ ପୁନଃସ୍ଥାପନ କର।
Isaiah 63:1
ଇଦୋମରୁ, ଲାଲରଙ୍ଗ ବସ୍ତ୍ର ପରିହିତ ବସୋରାରୁ ଏ ଯେ ଆସୁଛନ୍ତି, ସେ କିଏ ? ନିଜ ପରିଧଯେ ବସ୍ତ୍ର ରେ ଗୌରବନ୍ବିତ ଓ ନିଜ ମହାଶକ୍ତି ରେ ୟିଏ ବିଜେ କରୁଛନ୍ତି, ସେ କିଏ ? ସଦାପ୍ରଭୁ କୁହନ୍ତି, ଆମ୍ଭେ ଧର୍ମବାଦୀ ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁଁ।
Jeremiah 49:7
ସୈନ୍ଯାଧିପତି ସଦାପ୍ରଭୁ ଇଦୋମ ବିଷଯ ରେ ଏହି କଥା କହନ୍ତି, ତୈମନ ରେ ଆଉ କ'ଣ ଜ୍ଞାନ ନାହିଁ ?
Obadiah 1:3
ତୁମ୍ଭର ଗର୍ବ ତୁମ୍ଭକୁ ପ୍ରତାରଣା କରିଛି। ତୁମ୍ଭେ ପର୍ବତର ସହେି ଗୁମ୍ଫା ଗୁଡିକରେ ବାସ କର। ତୁମ୍ଭେ ସହେି ଉଚ୍ଚ ସ୍ଥାନ ରେ ରୁହ। ତେଣୁ ତୁମ୍ଭେ ନିଜକୁ କହିଥାଅ, ' ମାେତେ କହେି ଭୂମି ଉପରକୁ ଆଣି ପାରିବେ ନାହିଁ।'