Psalm 107:9 in Oriya

Oriya Oriya Bible Psalm Psalm 107 Psalm 107:9

Psalm 107:9
କାରଣ ପରମେଶ୍ବର ତୃଷାର୍ତ୍ତ ପ୍ରାଣକୁ ଶାନ୍ତ କରିଛନ୍ତି। କ୍ଷୁଧାର୍ତ୍ତମାନଙ୍କର ଉଦର ପରମେଶ୍ବର ପୂର୍ଣ୍ଣ କରିଛନ୍ତି।

Psalm 107:8Psalm 107Psalm 107:10

Psalm 107:9 in Other Translations

King James Version (KJV)
For he satisfieth the longing soul, and filleth the hungry soul with goodness.

American Standard Version (ASV)
For he satisfieth the longing soul, And the hungry soul he filleth with good.

Bible in Basic English (BBE)
He gives its desire to the unresting soul, so that it is full of good things.

Darby English Bible (DBY)
For he hath satisfied the longing soul and filled the hungry soul with good.

World English Bible (WEB)
For he satisfies the longing soul. He fills the hungry soul with good.

Young's Literal Translation (YLT)
For He hath satisfied a longing soul, And a hungry soul hath filled `with' goodness.

For
כִּיkee
he
satisfieth
הִ֭שְׂבִּיעַhiśbîaʿHEES-bee-ah
the
longing
נֶ֣פֶשׁnepešNEH-fesh
soul,
שֹׁקֵקָ֑הšōqēqâshoh-kay-KA
filleth
and
וְנֶ֥פֶשׁwĕnepešveh-NEH-fesh
the
hungry
רְ֝עֵבָהrĕʿēbâREH-ay-va
soul
מִלֵּאmillēʾmee-LAY
with
goodness.
טֽוֹב׃ṭôbtove

Cross Reference

Luke 1:53
ସେ ଭୋକିଲା ଲୋକଙ୍କୁ ଭଲ ବିଷୟ ଦଇେ ତୃପ୍ତ କଲେ କିନ୍ତୁ ଧନୀ ଓ ସ୍ବାର୍ଥପର ଲୋକଙ୍କୁ ଖାଲି ହାତ ରେ ଫରୋଇ ଦେଲେ।

Psalm 34:10
ଶକ୍ତିଶାଳୀ ଲୋକମାନେ ମଧ୍ଯ ଦୁର୍ବଳ ଓ ଭୋକିଲା ହବେେ। କିନ୍ତୁ ଯେଉଁ ଲୋକମାନେ ପରମେଶ୍ବରଙ୍କ ସହାୟତା ପ୍ରାର୍ଥନା କରନ୍ତି, ସମାନଙ୍କେର ସବୁକିଛି ମଙ୍ଗଳ ଘଟିବ।

Matthew 5:6
ପରମେଶ୍ବରଙ୍କ ଇଚ୍ଛା ଅନୁସାରେ ସତ୍କର୍ମ କରିବାକୁ ଆଗ୍ରହୀ ଲୋକମାନେ ଧନ୍ଯ, କାରଣ ସମାନେେ ସଂମ୍ପୂର୍ଣ୍ଣ ତୃପ୍ତି ଲାଭ କରିବେ।

Jeremiah 31:25
କାରଣ ଆମ୍ଭେ କ୍ଲାନ୍ତ ଓ ଦୁର୍ବଳ ପ୍ରାଣକୁ ବିଶ୍ରାମ ଓ ଶକ୍ତି ପ୍ରଦାନ କରିବା।

Jeremiah 31:14
ଆଉ ଆମ୍ଭେ ପୁଷ୍ଟିକର ଦ୍ରବ୍ଯ ରେ ଯାଜକମାନଙ୍କର ପ୍ରାଣ ପରିତୃପ୍ତ କରିବା ଓ ଆମ୍ଭର ଲୋକମାନେ ପ୍ରଚୁର ଖାଦ୍ୟ ପାଇ ପରିତୃପ୍ତ ହବେେ। ଏହା ସଦାପ୍ରଭୁ କହନ୍ତି।

Isaiah 55:1
ହେ ତୃଷାର୍ତ୍ତଗଣ, ତୁମ୍ଭମାନେେ ଜଳ ନିକଟକୁ ଆସ, ପୁଣି ଅର୍ଥଶୂନ୍ଯ ବ୍ଯକ୍ତି ମଧ୍ଯ ଆସୁ। ତୁମ୍ଭମାନେେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ଓ ବିନା ମୂଲ୍ଯ ରେ ଦ୍ରାକ୍ଷାରସ ଓ ଦୁଗ୍ଧ କିଣ।

Psalm 146:7
ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ୟାହା ନ୍ଯାଯ ତାହା କରନ୍ତି। ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି। ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।

Psalm 132:15
ଆମ୍ଭେ ସହେି ସହରର ଖାଦ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା। ଏପରିକି ସଠାେକାର ଗରିବମାନେ ମଧ୍ଯ ପ୍ରଚୁର ଖାଦ୍ୟ ପାଇବେ।

Revelation 7:16
ସହେି ଲୋକମାନେ ଆଉ କବେେ କ୍ଷୁଧିତ ହବେେ ନାହିଁ। ସମାନେେ କଦାପି ତୃଷାର୍ତ୍ତ ହବେେ ନାହିଁ। ସୂର୍ୟ୍ଯ ତାହାଙ୍କୁ ଆଘାତ କରିବ ନାହିଁ କି କୌଣସି ଉତ୍ତାପ ସମାନଙ୍କେୁ ଡ଼ାକିପାରିବ ନାହିଁ।

Psalm 22:26
ଗରିବ ଲୋକମାନେ ଆସ, ଖାଅ ଓ ତୃପ୍ତ ହୁଅ। ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ଦର୍ଶନ ପାଇଁ ଆସିଅଛ ତାଙ୍କର ଜଯଗାନ କର। ତୁମ୍ଭର ହୃଦଯ ଚିରଦିନ ପାଇଁ ଜୀବନ୍ତ ରହୁ।