Psalm 107:4 in Oriya

Oriya Oriya Bible Psalm Psalm 107 Psalm 107:4

Psalm 107:4
ସମାନଙ୍କେ ମଧ୍ଯରୁ କେତକେ ଶୁଷ୍କ ମରୁଭୂମିରେ ଏଣତେଣେେ ଭ୍ରମଣ କଲେ। ସମାନେେ ସହରରେ ବାସ କରିବାକୁ ଏକ ସ୍ଥାନ ଖାଜେୁଥିଲେ, ସମାନେେ ପାଇଲେ ନାହିଁ।

Psalm 107:3Psalm 107Psalm 107:5

Psalm 107:4 in Other Translations

King James Version (KJV)
They wandered in the wilderness in a solitary way; they found no city to dwell in.

American Standard Version (ASV)
They wandered in the wilderness in a desert way; They found no city of habitation.

Bible in Basic English (BBE)
They were wandering in the waste places; they saw no way to a resting-place.

Darby English Bible (DBY)
They wandered in the wilderness in a desert way, they found no city of habitation;

World English Bible (WEB)
They wandered in the wilderness in a desert way. They found no city to live in.

Young's Literal Translation (YLT)
They wandered in a wilderness, in a desert by the way, A city of habitation they have not found.

They
wandered
תָּע֣וּtāʿûta-OO
in
the
wilderness
בַ֭מִּדְבָּרbammidborVA-meed-bore
in
a
solitary
בִּישִׁימ֣וֹןbîšîmônbee-shee-MONE
way;
דָּ֑רֶךְdārekDA-rek
they
found
עִ֥ירʿîreer
no
מ֝וֹשָׁ֗בmôšābMOH-SHAHV
city
לֹ֣אlōʾloh
to
dwell
מָצָֽאוּ׃māṣāʾûma-tsa-OO

Cross Reference

Deuteronomy 32:10
ସଦାପ୍ରଭୁ ୟାକକ୍ସ୍ଟବଙ୍କକ୍ସ୍ଟ ପ୍ରାନ୍ତର ଦେଶ ରେ ଓ ପଶକ୍ସ୍ଟ ବୋବାଳି ପୂର୍ଣ ଘାରେ ମରକ୍ସ୍ଟଭୂମିରକ୍ସ୍ଟ ପାଇଲେ, ସେ ତାହାଙ୍କକ୍ସ୍ଟ ଗ୍ଭରିଆଡକ୍ସ୍ଟ ଘରେି ରଖିଲେ। ସେ ତାହାଙ୍କକ୍ସ୍ଟ ସକ୍ସ୍ଟରକ୍ଷା ଦେଲେ, ଠିକ୍ ତାଙ୍କର ମୂଲ୍ଯବାନ୍ ସଐତ୍ତି ପରି।

Numbers 14:33
'ତୁମ୍ଭମାନଙ୍କ ସନ୍ତାନଗଣ ଚାଳିଶ ବର୍ଷ ଏହି ପ୍ରାନ୍ତର ରେ ଭ୍ରମଣ କରିବେ ଓ ସମାନେେ ତୁମ୍ଭମାନଙ୍କର ଅବିଶ୍ବସ୍ତତା ପାଇଁ ୟନ୍ତ୍ରଣା ଭୋଗ କରିବେ। ତୁମ୍ଭମାନଙ୍କ ଶବ ଏହି ମରୁଭୂମିରେ ବିନଷ୍ଟ ନ ହବୋ ପର୍ୟ୍ଯନ୍ତ ସମାନେେ ତୁମ୍ଭମାନଙ୍କ ବ୍ଯଭିଚାରର, ତୁମ୍ଭେ ତୁମ୍ଭର ପାପର ଫଳ ଭୋଗିବ।

Revelation 12:6
ସହେି ସ୍ତ୍ରୀଲୋକଟି, ପରମେଶ୍ବର ତା' ପାଇଁ ପ୍ରସ୍ତୁତ କରି ରଖିଥିବା ମରୁଭୂମିର ଗୋଟିଏ ସ୍ଥାନକୁ ଚାଲିଗଲା। ସଠାେରେ ତା'ର ଯତ୍ନ 1260 ଦିନ ପର୍ୟ୍ଯନ୍ତ ନିଆୟିବ।

Hebrews 11:38
ଏହି ମହାନ୍ ଲୋକମାନଙ୍କ ଲାଗି ପୃଥିବୀ ଉପୟୁକ୍ତ ନ ଥିଲା। ସମାନେେ ମରୁଭୂମିରେ ଓ ପାହାଡ଼ ରେ ବୁଲିଲେ ଓ ଗୁମ୍ଫା ଏବଂ ଭୂମିରେ ଥିବା ଗାତମାନଙ୍କ ରେ ନିଜକୁ ଲୁଚାଇ ରଖିଲେ।

Ezekiel 34:12
ଯେପରି ଜଣେ ମଷେପାଳକ ନିଜର ଛିନ୍ନଭିନ୍ନ ମଷେମାନଙ୍କର ଅନୁସନ୍ଧାନ କରେ, ସହେିପରି ମୁଁ ମାରେ ମଷେମାନଙ୍କର ତତ୍ତ୍ବାବଧାନ କରିବି। ଆଉ ମଘାେଚ୍ଛନ୍ନ ଓ ଅନ୍ଧକାର ଦିନ ରେ ସମାନେେ ଯେଉଁ ଯେଉଁ ସ୍ଥାନ ରେ ଛିନ୍ନଭିନ୍ନ ହାଇେଅଛନ୍ତି, ସେସବୁ ସ୍ଥାନରୁ ସମାନଙ୍କେୁ ଉଦ୍ଧାର କରିବି।

Ezekiel 34:6
ଏବଂ ପର୍ବତମାନଙ୍କ ରେ ଏବଂ ଉଚ୍ଚ ସ୍ଥାନମାନଙ୍କ ରେ ମାରେ ମଷେପଲ ହଜିଗଲେ। ମାରେ ମଷଗେୁଡ଼ିକ ଦେଶର ଚାରିଆଡ଼େ ଛିନ୍ନଛତ୍ର ହାଇଗେଲେ ଏବଂ ସମାନଙ୍କେୁ କହେି ଦେଖନ୍ତି ନାହିଁ। ସମାନଙ୍କେୁ କହେି ଖାଜେନ୍ତି ନାହିଁ।'

Psalm 107:40
ପରମେଶ୍ବର ସମାନଙ୍କେର ଅଧିପତିମାନଙ୍କୁ ଅପମାନିତ ଓ ବିଚଳିତ କରିଥିଲେ, ଯେଉଁମାନେ ତାଙ୍କୁ ଅତ୍ଯାଚାର କରିଥିଲେ। ପୁଣି ସମାନଙ୍କେୁ ପଥହୀନ ମରୁଭୂମିରେ ଭ୍ରମଣ କରାଇଥିଲେ।

Job 12:24
ପରମେଶ୍ବର ନେତାମାନଙ୍କୁ ବୋକା ବନାଇ ମରୁଭୂମିରେ ଉଦ୍ଦେଶ୍ଯହୀନ ଭାବରେ ବୁଲାଇ ବାଟବଣା କରିଦିଅନ୍ତି।

Deuteronomy 8:15
ସେ ତୁମ୍ଭର ଭବିଷ୍ଯତ ମଙ୍ଗଳ ନିମନ୍ତେ ତୁମ୍ଭକୁ ନମ୍ର କରିବାକୁ ଓ ତୁମ୍ଭର ପରୀକ୍ଷା ନବୋକକ୍ସ୍ଟ ବିଷଧର ସର୍ପ ଓ ବିଛା ପକ୍ସ୍ଟଣି ନିର୍ଜଳ ଶକ୍ସ୍ଟଷ୍କ ଭୂମିଥିବା ଏହି ବିସ୍ତିର୍ଣ୍ଣ ଓ ଭୟାନକ ମରକ୍ସ୍ଟଭୂମି ଦଇେ ତୁମ୍ଭମାନଙ୍କୁ ଗମନ କରାଇ ଆଣିଲେ। ସେ ତୁମ୍ଭମାନଙ୍କ ପାଇଁ ଚକ୍ମକି ପ୍ରସ୍ତରମଯ ଶୈଳରକ୍ସ୍ଟ ଜଳ ବାହାର କଲେ।

Numbers 32:13
ଏହିରୂପେ ଇଶ୍ରାୟେଲର ଲୋକମାନଙ୍କ ଉପରେ ସଦାପ୍ରଭୁଙ୍କର କୋରଧ କଲେ, ସେ ସମସ୍ତ ଦୁଷ୍ଟ ପୀଢି ନମଲା ପର୍ୟ୍ଯନ୍ତ, ସେ ସମସ୍ତଙ୍କୁ ଚାଳିଶ ବର୍ଷୟାଏ ମରୁଭୂମିରେ ଭ୍ରମଣ କରାଇଲେ।

Genesis 21:14
ତା'ପର ଦିନ ପ୍ରତ୍ଯୁଷରୁ ଅବ୍ରହାମ କିଛି ଖାଦ୍ୟ ଓ ପାଣିଥଳି ଆଣିଲା। ଅବ୍ରହାମ ତାହା ହାଗାରକୁ ଦେଲେ। ଅବ୍ରହାମ ହାଗାର ଓ ତା'ର ପୁତ୍ରକୁ ପଠାଇ ଦେଲେ ସହେି ଜିନିଷ ସହିତ। ହାଗାର ସେ ସ୍ଥାନ ଛାଡ଼ି ବରେଶବୋ ମରୁଭୂମିରେ ଭ୍ରମଣ କଲେ।