Psalm 103:14
ପରମେଶ୍ବର ଜାଣନ୍ତି, କିପରି ଆମ୍ଭେ ତିଆରି ହେଲୁ। ପରମେଶ୍ବର ମନେପକାନ୍ତି ଆମ୍ଭେ ଧୂଳିରୁ ସୃଷ୍ଟି।
Psalm 103:14 in Other Translations
King James Version (KJV)
For he knoweth our frame; he remembereth that we are dust.
American Standard Version (ASV)
For he knoweth our frame; He remembereth that we are dust.
Bible in Basic English (BBE)
For he has knowledge of our feeble frame; he sees that we are only dust.
Darby English Bible (DBY)
For himself knoweth our frame; he remembereth that we are dust.
World English Bible (WEB)
For he knows how we are made. He remembers that we are dust.
Young's Literal Translation (YLT)
For He hath known our frame, Remembering that we `are' dust.
| For | כִּי | kî | kee |
| he | ה֖וּא | hûʾ | hoo |
| knoweth | יָדַ֣ע | yādaʿ | ya-DA |
| our frame; | יִצְרֵ֑נוּ | yiṣrēnû | yeets-RAY-noo |
| remembereth he | זָ֝כ֗וּר | zākûr | ZA-HOOR |
| that | כִּי | kî | kee |
| we | עָפָ֥ר | ʿāpār | ah-FAHR |
| are dust. | אֲנָֽחְנוּ׃ | ʾănāḥĕnû | uh-NA-heh-noo |
Cross Reference
Genesis 3:19
ତୁମ୍ଭେ ମରିବା ପର୍ୟ୍ଯନ୍ତ ମୂଖର ଝାଳ ରେ ଆହାର କରିବ, ତୁମ୍ଭେ ଖାଦ୍ୟ ପାଇବା ପାଇଁ କଠିନ ପରିଶ୍ରମ କରିବ। ତୁମ୍ଭେ ଧୂଳିରୁ ନିଆୟାଇଛ, ଏଣୁ ଧୂଳି ରେ ଫରେିୟିବ।
Job 10:9
ହେ ପରମେଶ୍ବର, ତୁମ୍ଭେ ମନରେଖ ତୁମ୍ଭେ ମାେତେ ମାଟି ତୁଲ୍ଯ ତିଆରି କରିଥିଲ। ପୁଣି ମାେତେ ଧୂଳି ରେ ମିଶାଇ ଦବେ କି ?
Psalm 78:38
କିନ୍ତୁ ପରମେଶ୍ବର ସ୍ନହେଶୀଳ ଥିଲେ ଓ ସମାନଙ୍କେର ପାପଗୁଡ଼ିକ କ୍ଷମା କଲେ, ସମାନଙ୍କେୁ ଧ୍ବଂସ କଲେ ନାହିଁ। ପରମେଶ୍ବର ତାଙ୍କର କୋର୍ଧକୁ ଅନକେ ଥର ସ୍ଥଗିତ ରଖିଲେ। ସେ ନିଜକୁ ବହୁତ କୋର୍ଧ ହବୋରେ ନିଯନ୍ତ୍ରଣ କରି ନ ଥିଲେ।
Psalm 89:47
ଏହା ସ୍ମରଣ କର ୟେ, ମାରେ ଜୀବନ କେତେ କ୍ଷୀଣ। ତୁମ୍ଭେ ଆମ୍ଭକୁ ସୃଷ୍ଟି କରିଛ ଅଳ୍ପ ଦିନ ପାଇଁ, ଏହାପରେ ଆମ୍ଭେ ମରିବୁ।
Ecclesiastes 12:7
ତୁମ୍ଭର ଶରୀର ଯାହା ଧୂଳିରୁ ଆସିଥିଲା, ତୁମ୍ଭେ ମଲା ପ ରେ ପୁଣି ଧୂଳିକୁ ଫରେିୟିବ। ଏବଂ ତୁମ୍ଭର ଆତ୍ମା ପରମେଶ୍ବରଙ୍କ ନିକଟକୁ ଫରେିୟିବ।
Job 7:5
ଯଦିଓ ମାରେ ଶରୀର ପୋଷାକ ଆଚ୍ଛାଦିତ ଏକ କୀଟ ଓ ଧୂଳିର ସମାହାର। ମାରେ ଚର୍ମ ଫାଟିୟାଏ ଏବଂ ବହୁଥିବା ଘା ରେ ଢ଼ାଙ୍କି ହାଇେଛି।
Job 7:21
କାହିଁକି ତୁମ୍ଭେ ମାେତେ କ୍ଷମା କରୁ ନାହଁ, ଯଦି ମୁଁ କିଛି ଅଧର୍ମ କରିଥାଏ ? କାହିଁକି ମାରେ କୌଣସି ପାପ କ୍ଷମା କରୁନାହଁ ?
Job 13:25
ତୁମ୍ଭେ କ'ଣ ମାେତେ ଡ଼ରାଇବାକୁ ଚେଷ୍ଟା କରୁଛ ? ମୁଁ ଏକ ପାତ୍ର ଯାହାକି ପବନ ରେ ଉଡ଼ିୟାଏ। ତୁମ୍ଭେ କ'ଣ କୁଟାଖିଆ ପଛ ରେ ଗୋଡ଼ାଇବ ?
Isaiah 29:16
ତୁମ୍ଭମାନେେ ବିଷଯକୁ ଓଲଟାଇ ପକାଇବ। କୁମ୍ଭକାର କ'ଣ ମାଟିର ତୁଲ୍ଯ ହବେ ? ନିର୍ମିତ ବସ୍ତୁ କ'ଣ ନିର୍ମାଣ କର୍ତ୍ତା ବିଷଯ ରେ କହିବ, ଏ ବ୍ଯକ୍ତି ମାେତେ ନିର୍ମାଣ କରି ନାହିଁ।' ପୁଣି ଗଢ଼ାବସ୍ତୁ କ'ଣ ବ୍ଯକ୍ତି ବିଷଯ ରେ କହିବ, ଏ ବ୍ଯକ୍ତିର ବୁଦ୍ଧି ନାହିଁ।'