Psalm 103:13 in Oriya

Oriya Oriya Bible Psalm Psalm 103 Psalm 103:13

Psalm 103:13
ୟପରେି ଜଣେ ପିତା ତା'ର ସନ୍ତାନ ପ୍ରତି ପ୍ରମେ କରେ, ସଦାପ୍ରଭୁ ତାଙ୍କର ଅନୁସରଣକାରୀମାନଙ୍କ ପ୍ରତି ସପରେି ଦୟା କରନ୍ତି।

Psalm 103:12Psalm 103Psalm 103:14

Psalm 103:13 in Other Translations

King James Version (KJV)
Like as a father pitieth his children, so the LORD pitieth them that fear him.

American Standard Version (ASV)
Like as a father pitieth his children, So Jehovah pitieth them that fear him.

Bible in Basic English (BBE)
As a father has pity on his children, so the Lord has pity on his worshippers.

Darby English Bible (DBY)
As a father pitieth [his] children, so Jehovah pitieth them that fear him.

World English Bible (WEB)
Like a father has compassion on his children, So Yahweh has compassion on those who fear him.

Young's Literal Translation (YLT)
As a father hath mercy on sons, Jehovah hath mercy on those fearing Him.

Like
as
a
father
כְּרַחֵ֣םkĕraḥēmkeh-ra-HAME
pitieth
אָ֭בʾābav

עַלʿalal
his
children,
בָּנִ֑יםbānîmba-NEEM
Lord
the
so
רִחַ֥םriḥamree-HAHM
pitieth
יְ֝הוָ֗הyĕhwâYEH-VA

עַלʿalal
them
that
fear
יְרֵאָֽיו׃yĕrēʾāywyeh-ray-AIV

Cross Reference

Hebrews 12:5
ତୁମ୍ଭମାନେେ ପରମେଶ୍ବରଙ୍କ ପୁତ୍ରଗଣ ହାଇେଥିବା କାରଣରୁ ସେ ତୁମ୍ଭମାନଙ୍କୁ ସାନ୍ତ୍ବନାର ବାକ୍ଯ କୁହନ୍ତି। ତୁମ୍ଭମାନେେ ସହେି ବାକ୍ଯଗୁଡ଼ିକୁ ଭୁଲି ଯାଇଛ :

Luke 11:11
ତୁମ୍ଭମାନଙ୍କ ଭିତରୁ କାହାର ପୁଅଟିଏ ଅଛି କି? ତୁମ୍ଭକୁ ତୁମ୍ଭ ପୁଅ ମାଛଟିଏ ମାଗିଲେ ତୁମ୍ଭେ କ'ଣ କରିବ? କୌଣସି ବାପା ତା ପୁଅକୁ ମାଛଟିଏ ବଦଳ ରେ ସାପଟିଏ ଦିଏ କି? ନା, ତୁମ୍ଭମାନେେ ତାକୁ ମାଛ ଦବେ।

Jeremiah 31:20
ପରମେଶ୍ବର କହନ୍ତି, ଇଫ୍ରଯିମ ଆମ୍ଭର ପ୍ରିଯ ପୁତ୍ର। ଆମ୍ଭେ ତାହାକୁ ପ୍ ରମେ କରୁ। ଯଦିଓ ଆମ୍ଭେ ତାହାକୁ ସମାଲୋଚନା କରୁ ଓ ତା' ବିରୁଦ୍ଧ ରେ ଯାଉ, ତଥାପି ଆମ୍ଭେ ତାହାକୁ ସ୍ମରଣ କରୁ। ଏଣୁ ତା' ପାଇଁ ଆମ୍ଭର ପ୍ରାଣ ବ୍ଯାକୁଳ ହୁଏ। ଆମ୍ଭେ ପ୍ରକୃତ ରେ ତାକୁ ଦୟା କରିବା। ଏହା ସଦାପ୍ରଭୁ କହନ୍ତି।

Psalm 103:17
କିନ୍ତୁ ସଦାପ୍ରଭୁ ସର୍ବଦା ତାଙ୍କର ସମ୍ମାନକାରୀମାନଙ୍କୁ ପ୍ରମେ କରନ୍ତି, ତାଙ୍କର ସହେି ସ୍ନହେ ଅନାଦିକାଳରୁ ଅନନ୍ତକାଳ ଲାଗି ରହିଥାଏ। ପରମେଶ୍ବର ସମାନଙ୍କେୁ ଓ ସମାନଙ୍କେର ସନ୍ତାନ ସନ୍ତତି ପ୍ରତି ମଙ୍ଗଳ କରନ୍ତି।

Luke 15:21
ପୁଅ କହିଲା, 'ବାପା, ମୁଁ ପରମେଶ୍ବରଙ୍କ ବିରୁଦ୍ଧ ରେ ଓ ତୁମ୍ଭ ବିରୁଦ୍ଧ ରେ ପାପ କରିଛି। ମୁଁ ତୁମ୍ଭର ପୁଅ ହବୋକୁ ଯୋଗ୍ଯ ନୁହେଁ।'

Matthew 6:32
ଯେଉଁଲୋକମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ, ସମାନେେ ଏସବୁ ପଛ ରେ ଦୌଡ଼ନ୍ତିନ୍ତି। କିନ୍ତୁ ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା ଜାଣନ୍ତି ଯେ, ଏସବୁ ଜିନିଷ ତୁମ୍ଭମାନଙ୍କର ଦରକାର।

Malachi 4:2
ତଥାପି ଯେଉଁମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି, ଉଦଯକାଳୀନ ସୂର୍ୟ୍ଯର ରଶ୍ମି ଉତ୍ତମତା ତୁମ୍ଭମାନଙ୍କ ଉପ ରେ ଝକ୍ମକ୍ କରିବ। ଏହା ସୂର୍ୟ୍ଯକିରଣ ପରି ଆରୋଗ୍ୟ ଶକ୍ତି ଆଣିବ। ତୁମ୍ଭମାନେେ ବାଛୁରୀ ସଦୃଶ ଗୁହାଳରୁ ବାହାରି ସ୍ବାଧୀନ ଓ ସୁଖୀ ହବେ।

Jeremiah 31:9
ସମାନେେ କ୍ରନ୍ଦନ କରି ଆସୁଥିଲା ବେଳେ ଆମ୍ଭେ ସମାନଙ୍କେୁ ଆଗଇେ ନବୋ। ଆମ୍ଭେ ସମାନଙ୍କେୁ ଜଳପୂର୍ଣ୍ଣ ନଦୀଗୁଡ଼ିକ ନିକଟ ଦଇେ ସଳଖ ପଥରେ ଗମନ କରାଇବା। ସେ ପଥରେ ସମାନେେ ଝୁଣ୍ଟିବେ ନାହିଁ। କାରଣ ଆମ୍ଭେ ଇଶ୍ରାୟେଲର ପିତା ଓ ଇଫ୍ରଯିମ ଆମ୍ଭର ପ୍ରଥମଜାତ ସନ୍ତାନ।

Isaiah 63:15
ବର୍ତ୍ତମାନ ସ୍ବର୍ଗ ଉପରୁ ଦେଖ, ତୁମ୍ଭ ପବିତ୍ରତା ଓ ତୁମ୍ଭ ପରାକ୍ରମର ବସତି ସ୍ଥାନରୁ ଦେଖ, ତୁମ୍ଭର ଶାଶ୍ବତ ପ୍ ରମେ କାହିଁ ? ତୁମ୍ଭର କୋହ ଓ ଦୟା କାହିଁ।

Proverbs 3:12
କାହିଁକି ? ସଦାପ୍ରଭୁ ଯେଉଁମାନଙ୍କୁ ଭଲପା'ନ୍ତି, ସମାନଙ୍କେୁ ଶାସନ କରନ୍ତି। ହଁ, ସଦାପ୍ରଭୁ ହେଉଛନ୍ତି ପିତାଙ୍କ ପରି। ପିତା ଯେପରି ଭଲ ପାଉଥିବା ପୁତ୍ରଙ୍କୁ ଶାସ୍ତି ବିଧାନ କରନ୍ତି, ସଦାପ୍ରଭୁ ସହେିପରି ଶାସ୍ତିବିଧାନ କରନ୍ତି।

Psalm 147:11
ଯେଉଁ ଲୋକମାନେ ତାଙ୍କୁ ଭୟ କରନ୍ତି ଓ ବିଶ୍ବସ୍ତ ପ୍ରମରେେ ଭରସା ରଖନ୍ତି, ସେ ସମାନଙ୍କେ ଉପରେ ସନ୍ତୁଷ୍ଟ ହୁଅନ୍ତି।

Acts 13:26
ହେ ଭାଇମାନେ, ଅବ୍ରହାମଙ୍କ ପୁତ୍ରମାନେ ଓ ପ୍ରକୃତ ପରମେଶ୍ବରଙ୍କୁ ଉପାସନା କରୁଥିବା ଅନ୍ୟଜାତୀୟମାନେ, ଆମ୍ଭମାନଙ୍କ ପାଇଁ ଏହି ପରିତ୍ରାଣର ସୁସମାଚ଼ାର ପଠାଯାଇଛି।

John 20:17
ଯୀଶୁ ତାହାଙ୍କୁ କହିଲେ, ମାେତେ ଧର ନାହିଁ। ମୁଁ ଏ ପର୍ୟ୍ଯନ୍ତ ପରମପିତାଙ୍କ ପାଖକୁ ଯାଇନାହିଁ। କିନ୍ତୁ ତୁମ୍ଭେ ଯାଇ ମାରେ ଭାଇମାନଙ୍କୁ କୁହ ଯେ, ମୁଁ ମାରେ ଓ ତୁମ୍ଭର ପରମପିତାଙ୍କ ପାଖକୁ ଫରେିଯାଉଛି। ମୁଁ ମାରେ ଓ ତୁମ୍ଭର ପରମେଶ୍ବରଙ୍କ ପାଖକୁ ଯାଉଅଛି।

Matthew 6:9
ଏଣୁ ଏହି ଭଳି ପ୍ରାର୍ଥନା କର: ' ହେ ସ୍ବର୍ଗ ରେ ଥିବା ଆମ୍ଭର ପରମପିତା, ତୁମ୍ଭର ନାମ ସବୁବେଳେ ପବିତ୍ର ହେଉ।

Malachi 3:16
ଯେଉଁମାନେ ପରମେଶ୍ବରଙ୍କୁ ଭୟ କରନ୍ତି ନିଜନିଜ ମଧିଅରେ କଥାବାର୍ତ୍ତା ହେଲେ ଏବଂ ସଦାପ୍ରଭୁ ସମାନଙ୍କେ କଥାବାର୍ତ୍ତା ଶୁଣିଲେ। ସେ ଗୋଟିଏ ପୁସ୍ତକରେ ସହେିମାନଙ୍କର ନାମ ଲେଖିଲେ, ଯେଉଁମାନେ ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରନ୍ତି। ଏବଂ ସହେି ଲୋକମାନଙ୍କର ଯେଉଁମାନେ ସଦାପ୍ରଭୁଙ୍କର ନାମକୁ ଭକ୍ତି କରନ୍ତି।

Deuteronomy 3:5
ସମସ୍ତ ନଗର ଗକ୍ସ୍ଟଡିକ ସକ୍ସ୍ଟରକ୍ଷିତ ଥିଲା। ସଗେକ୍ସ୍ଟଡିକର ଉଚ୍ଚ ପ୍ରାଚୀର ଥିଲା, ଦ୍ବାରଥିଲା ଓ ଅର୍ଗଳ ରେ ସକ୍ସ୍ଟରକ୍ଷିତ ଥିଲା। ଏପରି ମଧ୍ଯ କେତକେ ନଗର ଥିଲା ଯାହାର ପ୍ରାଚୀର ନ ଥିଲା।

Numbers 11:12
କ'ଣ ସମାନେେ ସମସ୍ତେ ମାଠାରୁେ ଜନ୍ମ ହାଇେଛନ୍ତି? ତୁମ୍ଭେ ସମାନଙ୍କେ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷଯ ରେ ପ୍ରତିଜ୍ଞା କରିଥିଲ ମୁଁ ସମାନଙ୍କେୁ ଶିଶୁ ପରି କ'ଣ ବୋହି ନବେି?

Psalm 103:11
ପୃଥିବୀରୁ ଆକାଶମଣ୍ଡଳ ୟପରେି ଉଚ୍ଚ ସହେିପରି ତାଙ୍କର ସମ୍ମାନକାରୀଙ୍କ ପ୍ରତି ତାଙ୍କର ପ୍ରମେ ମହାନ୍।