Proverbs 5:22
ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ। ସେ ତା'ର ନିଜ ପାପ ରୂପକ ଦୌଡ଼ି ରେ ବନ୍ଧା ହବେ।
Proverbs 5:22 in Other Translations
King James Version (KJV)
His own iniquities shall take the wicked himself, and he shall be holden with the cords of his sins.
American Standard Version (ASV)
His own iniquities shall take the wicked, And he shall be holden with the cords of his sin.
Bible in Basic English (BBE)
The evil-doer will be taken in the net of his crimes, and prisoned in the cords of his sin.
Darby English Bible (DBY)
His own iniquities shall take the wicked, and he shall be holden with the cords of his sin.
World English Bible (WEB)
The evil deeds of the wicked ensnare him. The cords of his sin hold him firmly.
Young's Literal Translation (YLT)
His own iniquities do capture the wicked, And with the ropes of his sin he is holden.
| His own iniquities | עֲֽווֹנֹתָ֗יו | ʿăwônōtāyw | uh-voh-noh-TAV |
| shall take | יִלְכְּדֻנ֥וֹ | yilkĕdunô | yeel-keh-doo-NOH |
| אֶת | ʾet | et | |
| the wicked | הָרָשָׁ֑ע | hārāšāʿ | ha-ra-SHA |
| holden be shall he and himself, | וּבְחַבְלֵ֥י | ûbĕḥablê | oo-veh-hahv-LAY |
| with the cords | חַ֝טָּאת֗וֹ | ḥaṭṭāʾtô | HA-ta-TOH |
| of his sins. | יִתָּמֵֽךְ׃ | yittāmēk | yee-ta-MAKE |
Cross Reference
Psalm 7:15
ସେମାନେ ସବୁବେଳେ ଅନ୍ୟକୁ ଆଘାତ ଦେଇ ଫାନ୍ଦରେ ପକାଇବାକୁ ଚେଷ୍ଟା କରନ୍ତି। କିନ୍ତୁ ଶେଷରେ ସେମାନେ ନିଜ ଯନ୍ତାରେ ପଡ଼ି ଆଘାତ ପାଇବେ।
Psalm 9:15
ଅନ୍ୟ ରାଜ୍ଯର ସହେି ଲୋକମାନେ ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ଗାଡ଼ ଖୋଳନ୍ତି ଓ ୟନ୍ତା ବସାନ୍ତି। କିନ୍ତୁ ସମାନେେ ନିଜେ ବସାଇ ଥିବା ୟନ୍ତାରେ ପଡ଼ନ୍ତି। ସହେି ଲୋକମାନେ ଅନ୍ୟକୁ ଧରିବା ପାଇଁ ଫାଶ ବସାଇ ଥାଆନ୍ତି କିନ୍ତୁ ଶଷେରେ ସମାନେେ ନିଜେ ସହେି ଜାଲରେ ଧରାପଡ଼ନ୍ତି।
Hebrews 13:4
ବିବାହକୁ ସବୁଲୋକଙ୍କ ଦ୍ବାରା ସମ୍ମାନ ମିଳିବା ଆବଶ୍ଯକ। ପ୍ରେତ୍ୟକକ ବିବାହକୁ କବଳେ ଦୁଇ ଜଣକ ଭିତ ରେ ନିର୍ଦ୍ଦିଷ୍ଟ ରଖିବା ଉଚିତ। ଯେଉଁମାନେ ୟୌନଗତ ପାପ ଓ ବ୍ଯଭିଚାର କରୁଛନ୍ତି ପରମେଶ୍ବର ସମାନଙ୍କେୁ ଦୋଷୀ ବୋଲି ବିଚାର କରିବେ।
Ephesians 5:5
ଗୋଟିଏ ବିଷୟ ତୁମ୍ଭେ ନିଶ୍ଚିତ ଭାବରେ ଜାଣିଥାଅ ଯେ, ଯେଉଁ ଲୋକ ୟୌନ ପାପଗୁଡ଼ିକରେ ଲିପ୍ତ ରୁ ହେ, ମନ୍ଦ କର୍ମ କରେ ବା ଅତିଶୟ ଲୋଭ କରେ, ସେ ଲୋକ ପାଇଁ ପରମେଶ୍ବର ଓ ଖ୍ରୀଷ୍ଟଙ୍କ ରାଜ୍ଯ ରେ କୌଣସି ସ୍ଥାନ ନାହିଁ। କାରଣ ଯେଉଁ ଲୋକ ସର୍ବଦା ନିଜ ନିମନ୍ତେ କବଳେ ସମସ୍ତ ବିଷୟ ଅଧିକରୁ ଅଧିକ ପାଇବାକୁ ଇଚ୍ଛା କରେ, ସେ ଭଣ୍ଡ ଦବେତାମାନଙ୍କର ପୂଜା କରେ।
Galatians 6:7
ନିଜକୁ ପ୍ରତାରଣା କର ନାହିଁ। ପରମେଶ୍ବରଙ୍କୁ ତୁମ୍ଭମାନେେ ଠକି ପାରିବ ନାହିଁ। ଜଣେ ଲୋକ ଯେପରି ବୁଣିବ, ସହେିପରି କାଟିବ।
Galatians 5:19
ଆମ୍ଭର ପାପମୟ ସ୍ବଭାବ ଦ୍ବାରା ହେଉଥିବା ପାପପୂର୍ଣ୍ଣ କ୍ରିଯାଗୁଡ଼ିକ ବିଷୟ ରେ ସମସ୍ତେ ଜାଣନ୍ତି। ସଗେୁଡ଼ିକ ହେଲା : ୟୌନ ପାପାଚାର, ଅପବିତ୍ରତା, ଭୋଗବିଳାସ,
1 Corinthians 5:9
ମାରେ ପୂର୍ବ ପତ୍ର ରେ ମୁଁ ଲେଖିଥିଲି ଯେ, ତୁମ୍ଭମାନେେ ୟୌନଗତ ପାପ କରିଥିବା ଲୋକଙ୍କ ସହିତ ସମ୍ପର୍କ ରଖିବ ନାହିଁ।
Hosea 4:11
ୟୌନ ଭୋଗ ପାପ, ଅତ୍ଯଧିକ ଦ୍ରାକ୍ଷାରସ ପାନ ଗୋଟିଏ ବ୍ଯକ୍ତିର ସ୍ବାଧୀନ ଚିନ୍ତା କରିବାର ଧ୍ବଂସ କରେ।
Jeremiah 2:19
ତୁମ୍ଭ ନିଜର ଦୁଷ୍କର୍ମ ତୁମ୍ଭକୁ ଶାସ୍ତି ଦବେ। ଓ ତୁମ୍ଭର ବିପଥଗାମୀତ୍ବ ତୁମ୍ଭକୁ ଶିକ୍ଷା ଦବେ। ତୁମ୍ଭେ ଉତ୍ତମ ରୂପେ ବିବଚେନା କର। ତାହା ହେଲେ ତୁମ୍ଭେ ବୁଝିବ ଯେ ପରମେଶ୍ବରଙ୍କୁ ପରିତ୍ଯାଗ କରି ତୁମ୍ଭେ କି ଅପରାଧ କରିଛ। ଆମ୍ଭ ବିଷଯକ ଭୟ ତୁମ୍ଭ ମଧିଅରେ ନ ଥିବାରୁ ଯାହା ମନ୍ଦ ଓ ତିକ୍ତ ବିଷଯ ତାହା ତୁମ୍ଭେ ଜ୍ଞାତ ହେଉ ନାହଁ। ମାରେ ପ୍ରଭୁ ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି।
Ecclesiastes 7:26
ଏବଂ ମୁଁ ଦେଖିଲି, ମୂର୍ଖ ସ୍ତ୍ରୀ (ନାରୀ) ମୃତ୍ଯୁ ଅପେକ୍ଷା ତିକ୍ତ ଅଟେ। ସେ ଏକ ଶିକାରୀ ଜାଲ ପରି ଏବଂ ତା'ର ହୃଦଯ ଏକ ୟନ୍ତାପରି। ତା'ର ହସ୍ତଦ୍ବଯ ଶୃଙ୍ଖଳ ଅଟେ। ଯେ କହେି ପରମେଶ୍ବରଙ୍କୁ ସନ୍ତୁଷ୍ଟ କରେ, ସେ ତାହାଠାରୁ ରକ୍ଷା ପାଇବ। ମାତ୍ର ପାପୀ ତାହାଦ୍ବାରା ଧରାୟିବ।
Proverbs 11:5
ସତ୍ଯପ୍ରିଯ ଲୋକମାନଙ୍କର ଧାର୍ମିକତା ତାହାର ପଥ ପ୍ରଦର୍ଶକ ହବେ। କିନ୍ତୁ ଦୁଷ୍ଟର ଦରଜା ସମାନଙ୍କେ ଦୁଷ୍ଟତା ଦ୍ବାରା ଧ୍ବଂସ ହବେ।
Proverbs 11:3
ସତ୍ଯପ୍ରିଯ ଲୋକମାନଙ୍କର ସରଳତା ସମାନଙ୍କେୁ ପଥ ଦଖାଇବେ, କିନ୍ତୁ ବିଶ୍ବାସଘାତ ଲୋକମାନଙ୍କ କୁଟିଳାଚରଣ ସମାନଙ୍କେୁ ନାଶ କରିବ।
Proverbs 1:31
ନିର୍ବୋଧ ଲୋକମାନେ ନିର୍ବୋଧ ଜୀବନଶୈଳିକୁ ପରିଚାଳିତ ଦିଅନ୍ତି, ଯାହା ସମାନଙ୍କେୁ ବିନାଶ କରିବ। ନିର୍ବୋଧମାନେ କୁକର୍ମର ପ୍ରତିଫଳ ନିମନ୍ତେ ସମାନେେ ଧ୍ବଂସ ପାଇବେ।
Proverbs 1:18
ତେଣୁ ଏହି ଲୋକମାନେ ଗୁପ୍ତ ରେ ଛକି ବସନ୍ତି ଅନ୍ୟମାନଙ୍କୁ ହତ୍ଯା କରିବା ପାଇଁ। କିନ୍ତୁ ବାସ୍ତବ ରେ ସମାନେେ ନିଜ ନିଜର ପ୍ରାଣକୁ ଧରିବା ପାଇଁ ଜାଲ ବିଛାଇଥାନ୍ତି।
Numbers 32:23
ମାତ୍ର ତୁମ୍ଭମାନେେ ଯବେେ ତାହା ନକର, ତବେେ ତୁମ୍ଭମାନେେ ସଦାପ୍ରଭୁଙ୍କ ବିରୁଦ୍ଧ ରେ ପାପ କରୁଥିବ। ଆଉ ଏହା ନିଶ୍ଚିତ ଯେ, ତୁମ୍ଭମାନଙ୍କର ପାପ ପାଇଁ ତୁମ୍ଭମାନେେ ଦଣ୍ତିତ ହବେ।