Proverbs 29:22 in Oriya

Oriya Oriya Bible Proverbs Proverbs 29 Proverbs 29:22

Proverbs 29:22
ରାଗିଲୋକ ସର୍ବଦା ବିଶୃଙ୍ଖଳା ବାତାବରଣ ସୃଷ୍ଟି କରନ୍ତି। ରାଗି ଲୋକମାନେ କେତକେ ପାପ କରିବସନ୍ତି।

Proverbs 29:21Proverbs 29Proverbs 29:23

Proverbs 29:22 in Other Translations

King James Version (KJV)
An angry man stirreth up strife, and a furious man aboundeth in transgression.

American Standard Version (ASV)
An angry man stirreth up strife, And a wrathful man aboundeth in transgression.

Bible in Basic English (BBE)
An angry man is the cause of fighting, and a man given to wrath does much wrong.

Darby English Bible (DBY)
An angry man exciteth contention; and a furious man aboundeth in transgression.

World English Bible (WEB)
An angry man stirs up strife, And a wrathful man abounds in sin.

Young's Literal Translation (YLT)
An angry man stirreth up contention, And a furious man is multiplying transgression.

An
angry
אִֽישׁʾîšeesh
man
אַ֭ףʾapaf
stirreth
up
יְגָרֶ֣הyĕgāreyeh-ɡa-REH
strife,
מָד֑וֹןmādônma-DONE
furious
a
and
וּבַ֖עַלûbaʿaloo-VA-al
man
חֵמָ֣הḥēmâhay-MA
aboundeth
in
רַבrabrahv
transgression.
פָּֽשַׁע׃pāšaʿPA-sha

Cross Reference

Proverbs 15:18
କ୍ରୋଧୀ ଲୋକ ବିବାଦ ଆରମ୍ଭ କରେ କିନ୍ତୁ ଜଣେ ର୍ଧୈୟ୍ଯ ମଣିଷ ଯାହାର ଗୋଟିଏ ବିବାଦକୁ ସମାଧାନ କରେ।

Proverbs 17:19
ଯେ ବିବାଦ ଭଲପାଏ, ସେ ଅପରାଧ ହିଁ ଭଲପାଏ। ପୁଣି ଯେ କହେି ଆପଣା ଦ୍ବାର ଉଚ୍ଚ କରେ, ସେ ବିନାଶ ଖୋଜେ।

Proverbs 26:21
ଯେପରି ଭାବରେ ଜ୍ବଳନ୍ତା ଅଙ୍ଗାରକୁ ଅଙ୍ଗାର ଆଲୋକ ଦିଏ ଅଗ୍ନିକୁ କାଠ ଠିକ୍ ସହେିପରି ବିବାଦ ବଢ଼ାଇବାକୁ କଳିହୁଡା ଲୋକ ଆରମ୍ଭ କରିଥାଏ।

Proverbs 10:12
ହିଂସା କଳି ଆଣେ। କିନ୍ତୁ ପ୍ ରମେ ସବୁ ଅଧର୍ମକୁ କ୍ଷମା କରେ।

Proverbs 14:17
ଜଣେ ୟିଏ ହଠାତ୍ କୋରଧିତ ହୁଏ, ମୂର୍ଖାମୀର କାର୍ୟ୍ଯ କରେ, କିନ୍ତୁ ଜଣେ ବ୍ଯକ୍ତି ୟିଏ ମନ୍ଦ ଯୋଜନା କରେ ସେ ଘୃଣିତ ହୁଏ।

Proverbs 22:24
ରାଗୀ ଲୋକ ସଙ୍ଗ ରେ ମିତ୍ରତା କର ନାହିଁ। ପୁଣି କ୍ରୋଧୀ ଲୋକ ସହିତ ଗମନ କର ନାହିଁ।

James 3:16
ଯେଉଁଠା ରେ ଈର୍ଷାଭାବ ଓ ସ୍ବାର୍ଥପର ମନୋଭାବ ଅଛି, ସହେିଠା ରେ ସମସ୍ତ ପ୍ରକାର ବିଶୃଙ୍ଖଳା ଓ ସମସ୍ତ ପ୍ରକାରର ମନ୍ଦତା ଦଖାଯାେଏ।

Proverbs 30:33
କାରଣ ଯେପରି ଦୁଗ୍ଧମନ୍ଥନରୁ ଲହୁଣୀ ବାହା ରେ ଓ ନାସିକା ମନ୍ଥନ ରେ ରକ୍ତ ବାହା ରେ, ଠିକ୍ ସହେିପରି କୋର୍ଧ ମନ୍ଥନ ରେ ବିବାଦ ବାହା ରେ।