Proverbs 29:18
ଯଦି ଏକ ଜାତି ପରମେଶ୍ବରଙ୍କର ପ୍ରକାଶିତବାକ୍ଯ ଦ୍ବାରା ନ ଚାଲେ, ଲୋକମାନେ ବିଶୃଙ୍ଖଳିତ ହୁଅନ୍ତି। କିନ୍ତୁ ଯେଉଁ ଲୋକ ପରମେଶ୍ବରଙ୍କର ନିଯମ ମାନି ଚଳେ, ସେ ଆଶୀର୍ବାଦ ପାଏ।
Proverbs 29:18 in Other Translations
King James Version (KJV)
Where there is no vision, the people perish: but he that keepeth the law, happy is he.
American Standard Version (ASV)
Where there is no vision, the people cast off restraint; But he that keepeth the law, happy is he.
Bible in Basic English (BBE)
Where there is no vision, the people are uncontrolled; but he who keeps the law will be happy.
Darby English Bible (DBY)
Where there is no vision the people cast off restraint; but happy is he that keepeth the law.
World English Bible (WEB)
Where there is no revelation, the people cast off restraint; But one who keeps the law is blessed.
Young's Literal Translation (YLT)
Without a Vision is a people made naked, And whoso is keeping the law, O his happiness!
| Where there is no | בְּאֵ֣ין | bĕʾên | beh-ANE |
| vision, | חָ֭זוֹן | ḥāzôn | HA-zone |
| people the | יִפָּ֣רַֽע | yippāraʿ | yee-PA-ra |
| perish: | עָ֑ם | ʿām | am |
| keepeth that he but | וְשֹׁמֵ֖ר | wĕšōmēr | veh-shoh-MARE |
| the law, | תּוֹרָ֣ה | tôrâ | toh-RA |
| happy | אַשְׁרֵֽהוּ׃ | ʾašrēhû | ash-ray-HOO |
Cross Reference
James 1:25
କିନ୍ତୁ ପ୍ରକୃତ ସୁଖୀ ଲୋକ ଯତ୍ନ ସହକା ରେ ପରମେଶ୍ବରଙ୍କ ସିଦ୍ଧ ବ୍ଯବସ୍ଥାକୁ ଅଧ୍ଯୟନ କରେ ଯାହା ମନୁଷ୍ଯମାନଙ୍କୁ ସ୍ବାଧୀନ କରିଥାଏ। ସେ ସର୍ବଦା ତାହା ଅଧ୍ଯୟନ କରୁଥାଏ। ସେ ପରମେଶ୍ବରଙ୍କ ଶିକ୍ଷାକୁ ଶୁଣେ ଓ ସହେି ଶୁଣିଥିବା ବିଷୟ ଭୁଲିଯାଏ ନାହିଁ। ତା'ପରେ ସେ ପରମେଶ୍ବରଙ୍କ ସହେି ଶିକ୍ଷାକୁ ପାଳନ କରେ। ଏପରି କରିବା ଦ୍ବାରା ସେ ସୁଖୀ ହୁଏ।
Luke 11:28
କିନ୍ତୁ ଯୀଶୁ କହିଲେ, ପରମେଶ୍ବରଙ୍କ ଉପଦେଶ ଯେଉଁମାନେ ଶୁଣନ୍ତି ଓ ତାହା ମାନି ଚଳନ୍ତି ପ୍ରକୃତ ରେ ସହେିମାନେ ହିଁ ଧନ୍ଯ।
1 Samuel 3:1
ବାଳକ ଶାମକ୍ସ୍ଟଯଲେ ଏଲିଙ୍କ ଅଧିନ ରେ ସଦାପ୍ରଭୁଙ୍କର ସବୋ କଲେ। ସହେି ସମୟରେ ସଦାପ୍ରଭୁଙ୍କ ବାକ୍ଯ ଓ ଦର୍ଶନ ଦକ୍ସ୍ଟର୍ଲଭ ଥିଲା।
Matthew 9:36
ଲୋକମାନଙ୍କୁ ଦେଖି ଯୀଶୁଙ୍କ ମନ ରେ କରୁଣା ଜାତ ହେଲା। ମଷେ ପାଳକ ନଥିଲେ ମଷେ ପଲର ଅବସ୍ଥା ଯାହା ହୁଏ, ଲୋକମାନଙ୍କର ଅବସ୍ଥା ସହେିଭଳି ନିରାଶା ଓ ଅସହାୟତା ରେ ପୂର୍ଣ୍ଣଥିଲା।
Hosea 4:6
ଜ୍ଞାନ ଅଭାବ ୟୋଗୁ ଆମ୍ଭର ଲୋକମାନେ ବିନଷ୍ଟ ହୁଅନ୍ତି। କାରଣ ତୁମ୍ଭମାନେେ ଜ୍ଞାନରୁ ବିମୁଖ ହାଇେଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଆମ୍ଭ ପାଇଁ ଯାଜକ ହବୋକୁ ବାରଣ କରିବା। ତୁମ୍ଭମାନେେ ତୁମ୍ଭ ପରମେଶ୍ବରଙ୍କ ନିଯମକୁ ଭୁଲିୟାଇଛ, ତେଣୁ ଆମ୍ଭେ ତୁମ୍ଭ ପିଲାମାନଙ୍କୁ ଭୁଲିୟିବା।
Romans 10:13
ଶାସ୍ତ୍ର କୁ ହେ: ପ୍ରଭୁଙ୍କୁ ବିଶ୍ବାସ କରୁଥିବା ପ୍ରେତ୍ୟକକ ଲୋକ ପରିତ୍ରାଣ ପାଇବ।
Psalm 119:2
ଯେଉଁ ଲୋକମାନେ ସଦାପ୍ରଭୁଙ୍କର ଚୁକ୍ତି ମାନନ୍ତି, ଓ ଯେଉଁମାନେ ହୃଦଯରେ ସଦାପ୍ରଭୁଙ୍କୁ ଖାଜେନ୍ତି, ସମାନେେ ଧନ୍ଯ !
Amos 8:11
ସଦାପ୍ରଭୁ କୁହନ୍ତି:
John 13:17
ଯଦି ତୁମ୍ଭେ ଏହା ସବୁ ଜାଣ ତବେେ ତୁମ୍ଭେ ଏହି କାର୍ୟ୍ଯ କରି ଖୁସି ହବେ।