Proverbs 2:16
ଜ୍ଞାନ ତୁମ୍ଭକୁ ପର ସ୍ତ୍ରୀ ଓ ୟିଏ ବ୍ଯଭିଚାରୀ ଚାଟୁବାଦିନୀ ଲୋକଠାରୁ ମଧ୍ଯ ରକ୍ଷା କରିବ।
Proverbs 2:16 in Other Translations
King James Version (KJV)
To deliver thee from the strange woman, even from the stranger which flattereth with her words;
American Standard Version (ASV)
To deliver thee from the strange woman, Even from the foreigner that flattereth with her words;
Bible in Basic English (BBE)
To take you out of the power of the strange woman, who says smooth words with her tongue;
Darby English Bible (DBY)
To deliver thee from the strange woman, from the stranger who flattereth with her words;
World English Bible (WEB)
To deliver you from the strange woman, Even from the foreigner who flatters with her words;
Young's Literal Translation (YLT)
To deliver thee from the strange woman, From the stranger who hath made smooth her sayings,
| To deliver | לְ֭הַצִּ֣ילְךָ | lĕhaṣṣîlĕkā | LEH-ha-TSEE-leh-ha |
| thee from the strange | מֵאִשָּׁ֣ה | mēʾiššâ | may-ee-SHA |
| woman, | זָרָ֑ה | zārâ | za-RA |
| stranger the from even | מִ֝נָּכְרִיָּ֗ה | minnokriyyâ | MEE-noke-ree-YA |
| which flattereth | אֲמָרֶ֥יהָ | ʾămārêhā | uh-ma-RAY-ha |
| with her words; | הֶחֱלִֽיקָה׃ | heḥĕlîqâ | heh-hay-LEE-ka |
Cross Reference
Proverbs 6:24
ସମାନଙ୍କେର ଶିକ୍ଷା ତୁମ୍ଭକୁ ଅନ୍ୟ ପୁରୁଷର ସ୍ତ୍ରୀଠାରୁ ଓ ଗଣିକାର ଚାଟୁବାକ୍ଯଠାରୁ ଦୂ ରଇେ ରଖୁ।
Proverbs 23:27
ବେଶ୍ଯା ହେଉଛି ଗଭୀର ଖାତ ତୁଲ୍ଯ। ଜଣେ ବ୍ଯଭିଚାରୀଣି ଏକ ସଂକୀର୍ଣ୍ଣ କୂପ ତୁଲ୍ଯ ଅଟେ।
Genesis 39:3
ପୋଟୀଫର ଦେଖିଲା ଯେ ସଦାପ୍ରଭୁ ଯୋଷଫେକୁ ସହାୟ ଅଟନ୍ତି। ପୋଟୀଫର ଦେଖିଲା ସଦାପ୍ରଭୁ ସହାୟ ଯୋଗୁଁ ସେ ଯେଉଁ କାର୍ୟ୍ଯ କରୁଛି ତାହା ସୁଚାରୁ ରୂପେ କରି ପାରୁଛି।
Proverbs 7:5
ତବେେ ତାହା ତୁମ୍ଭକୁ ଅନ୍ୟ ପର ସ୍ତ୍ରୀଠାରୁ ରକ୍ଷା କରିବ। ଏବଂ ବ୍ଯଭିଚାରିଣୀ ସ୍ତ୍ରୀଙ୍କଠାରୁ ମଧ୍ଯ ରକ୍ଷା କରିବ।
Ecclesiastes 7:26
ଏବଂ ମୁଁ ଦେଖିଲି, ମୂର୍ଖ ସ୍ତ୍ରୀ (ନାରୀ) ମୃତ୍ଯୁ ଅପେକ୍ଷା ତିକ୍ତ ଅଟେ। ସେ ଏକ ଶିକାରୀ ଜାଲ ପରି ଏବଂ ତା'ର ହୃଦଯ ଏକ ୟନ୍ତାପରି। ତା'ର ହସ୍ତଦ୍ବଯ ଶୃଙ୍ଖଳ ଅଟେ। ଯେ କହେି ପରମେଶ୍ବରଙ୍କୁ ସନ୍ତୁଷ୍ଟ କରେ, ସେ ତାହାଠାରୁ ରକ୍ଷା ପାଇବ। ମାତ୍ର ପାପୀ ତାହାଦ୍ବାରା ଧରାୟିବ।
Nehemiah 13:26
ଇଶ୍ରାୟେଲର ରାଜା ଶଲୋମନ କ'ଣ ଏପରି କାର୍ୟ୍ଯ କରି ପାପ କରି ନ ଥିଲେ? ଅନକେ ରାଷ୍ଟ୍ର ବା ଜାତି ମଧିଅରେ ତାଙ୍କପରି ରାଜା କହେି ନ ଥିଲେ ଓ ସେ ଆପଣା ପରମେଶ୍ବରଙ୍କ ପ୍ରିଯପାତ୍ର ଥିଲେ। ପରମେଶ୍ବର ତାହାଙ୍କୁ ସମଗ୍ର ଇଶ୍ରାୟେଲ ଉପରେ ରାଜା କଲେ। ତଥାପି ବିଦେଶୀଯ ସ୍ତ୍ରୀମାନେ ତାହାଙ୍କୁ ହିଁ ପାପ କରାଇଲେ।
Proverbs 5:3
ପର ସ୍ତ୍ରୀ ସୁନ୍ଦର ହାଇପୋ ରେ, ତା'ର ମୁଖରୁ ମଧୁର ବାକ୍ଯ ଶୁଣାୟାଏ।
Proverbs 22:14
ପର ସ୍ତ୍ରୀର ମୁଖ ଗଭୀର ଗାତ ଅଟେ, ସଦାପ୍ରଭୁଙ୍କର ଘୃଣିତ ଲୋକ ତହିଁରେ ପଡ଼ିବ।
Proverbs 29:5
ଯେଉଁଲୋକ ଆପଣା ପ୍ରତିବେଶୀର ଚାଟୁବାଦ କରେ, ସେ ତା'ର ପାଦ ପାଇଁ ଫାନ୍ଦ ବିଛାଏ।