Proverbs 19:13
ମୂର୍ଖ ପୁତ୍ର ତା'ର ପିତାର ଦୁଃଖର କାରଣ ହବେ। ଏବଂ କଳିହୁଡ଼ି ସ୍ତ୍ରୀ ଅବିରତ ବିନ୍ଦୁପାତ ପରି।
Proverbs 19:13 in Other Translations
King James Version (KJV)
A foolish son is the calamity of his father: and the contentions of a wife are a continual dropping.
American Standard Version (ASV)
A foolish son is the calamity of his father; And the contentions of a wife are a continual dropping.
Bible in Basic English (BBE)
A foolish son is the destruction of his father; and the bitter arguments of a wife are like drops of rain falling without end.
Darby English Bible (DBY)
A foolish son is the calamity of his father; and the contentions of a wife are a continual dropping.
World English Bible (WEB)
A foolish son is the calamity of his father. A wife's quarrels are a continual dripping.
Young's Literal Translation (YLT)
A calamity to his father `is' a foolish son, And the contentions of a wife `are' a continual dropping.
| A foolish | הַוֹּ֣ת | hawwōt | ha-WOTE |
| son | לְ֭אָבִיו | lĕʾābîw | LEH-ah-veeoo |
| calamity the is | בֵּ֣ן | bēn | bane |
| of his father: | כְּסִ֑יל | kĕsîl | keh-SEEL |
| contentions the and | וְדֶ֥לֶף | wĕdelep | veh-DEH-lef |
| of a wife | טֹ֝רֵ֗ד | ṭōrēd | TOH-RADE |
| are a continual | מִדְיְנֵ֥י | midyĕnê | meed-yeh-NAY |
| dropping. | אִשָּֽׁה׃ | ʾiššâ | ee-SHA |
Cross Reference
Proverbs 27:15
ଭାରୀ ବୃଷ୍ଟି ଦିନ ରେ ଅବିରତ ବିନ୍ଦୁପାତ ଓ କଳିହୁଡ଼ୀ ସ୍ତ୍ରୀ ଏହି ଦୁଇଜଣ ଏକ ପ୍ରକାର ଅଟନ୍ତି।
Proverbs 21:9
କଳିହୁଡ଼ି ସ୍ତ୍ରୀ ସଙ୍ଗ ରେ ପ୍ରଶସ୍ତ ଗୃହ ରେ ବାସ କରିବା ଅପେକ୍ଷା ଛାତର ଏକ କଣ ରେ ବାସ କରିବା ଭଲ।
Proverbs 10:1
ଏଗୁଡ଼ିକ ହେଉଛି ଶଲୋମନଙ୍କ ହିତାପଦେେଶ। ଜ୍ଞାନୀ ପୁତ୍ର ପିତାକୁ ଆନନ୍ଦିତ କରେ। କିନ୍ତୁ ମୂର୍ଖ ପୁତ୍ର ତା'ର ମାତାର ଦୁଃଖ ବଢ଼ାଏ।
Proverbs 25:24
କଳିହୁଡ଼ୀ ସ୍ତ୍ରୀ ସଙ୍ଗ ରେ ଏକା ଗୃହ ରେ ବାସ କରିବା ଅପେକ୍ଷା ଛାତର ଏକ କଣ ରେ ବାସ କରିବା ଭଲ।
Proverbs 21:19
କଳହକାରିଣୀ ଓ ଚିଡ଼ିଚିଡ଼ିଆ ସ୍ତ୍ରୀ ସଙ୍ଗ ରେ ବାସ କରିବା ଅପେକ୍ଷା ନିର୍ଜନ ଭୂମିରେ ବାସ କରିବା ଭଲ।
Proverbs 17:25
ମୂର୍ଖ ପୁତ୍ର ଆପଣା ପିତାର ଶୋକ ଓ ସେ ଆପଣା ଜନନୀକୁ ଦୁଃଖ ଆଣିବାର କାରଣ ହୁଏ।
Proverbs 17:21
ମୂର୍ଖର ଜନ୍ମଦାତା ଆପଣାର ଶାେକ ସଞ୍ଚଯ କରେ, ଏବଂ ମୃଢର ପିତା ଆନନ୍ଦ ପାଇବ ନାହିଁ।
Job 14:19
ପଥର ଉପରେ ପାଣି ବହି ତାକୁ କ୍ଷଯ କରିଦିଏ। ବନ୍ଯା ଭୂମିରୁ ସବୁ ପଟୁମାଟି ପାଣି ରେ ପୋଛି ନିଏ। ସହେିଭଳି ହେ ପରମେଶ୍ବର ତୁମ୍ଭେ ବ୍ଯକ୍ତିର ସମସ୍ତ ଆଶାକୁ ଧୂଳିସାତ କର।
Ecclesiastes 2:18
ସୂର୍ୟ୍ଯତଳେ ମୁଁ ୟହିଁ ରେ ପରିଶ୍ରାନ୍ତ ହଲିେ, ମାହେର ସେସବୁ ପରିଶ୍ରମକୁ ମୁଁ ଘୃଣା କଲି, କାରଣ ମାରେଉତ୍ତରାଧିକାରୀ ପାଇଁ ତାହା ସବୁ ଛାଡ଼ି ୟିବାକୁ ହବେ।
Proverbs 15:20
ଜ୍ଞାନୀ ପୁତ୍ର ପିତାର ଆହ୍ଲାଦ ଜନ୍ମାଏ, ମାତ୍ର ମୂର୍ଖ ପୁତ୍ର ଆପଣା ମାତାକୁ ତୁଚ୍ଛ କରେ।
2 Samuel 13:1
ଦାଉଦଙ୍କର ଏକ ପକ୍ସ୍ଟତ୍ର ଥିଲେ, ଯାହାର ନାମ ଥିଲା ଅବଶାଲୋମ। ଅବଶା ଲୋମର ଏକ ଭଉଣୀ ଥିଲା, ଯାହାର ନାମ ଥିଲା ତାମର। ତାମର ଭାରୀ ସକ୍ସ୍ଟନ୍ଦରୀ ଥିଲା। ଦାଉଦଙ୍କର ଅନ୍ୟ ଏକ ପକ୍ସ୍ଟତ୍ର ଥିଲା ଅମ୍ମାନେ।