Esther 2:18 in Oriya

Oriya Oriya Bible Esther Esther 2 Esther 2:18

Esther 2:18
ଏହାପରେ ରାଜା ଓ ଆପଣା ସମସ୍ତ ଅଧିପତି ଓ ଦାସମାନଙ୍କ ପାଇଁ ଏଷ୍ଟର ଭୋଜି ବୋଲି ମହା ଭୋଜି ପ୍ରସ୍ତୁତ କଲା ଓ ସବୁ ପ୍ରଦେଶର ଛୁଟି କଲା ଓ ରାଜାର ବଦାନ୍ଯତାନୁସା ରେ ଦାନ କଲା।

Esther 2:17Esther 2Esther 2:19

Esther 2:18 in Other Translations

King James Version (KJV)
Then the king made a great feast unto all his princes and his servants, even Esther's feast; and he made a release to the provinces, and gave gifts, according to the state of the king.

American Standard Version (ASV)
Then the king made a great feast unto all his princes and his servants, even Esther's feast; and he made a release to the provinces, and gave gifts, according to the bounty of the king.

Bible in Basic English (BBE)
Then the king gave a great feast for all his captains and his servants, even Esther's feast; and he gave orders through all the divisions of his kingdom for a day of rest from work, and gave wealth from his store.

Darby English Bible (DBY)
And the king made a great feast to all his princes and his servants, Esther's feast; and he made a release to the provinces, and gave presents according to the king's bounty.

Webster's Bible (WBT)
Then the king made a great feast to all his princes and his servants, even Esther's feast; and he made a release to the provinces, and gave gifts, according to the state of the king.

World English Bible (WEB)
Then the king made a great feast to all his princes and his servants, even Esther's feast; and he made a release to the provinces, and gave gifts, according to the bounty of the king.

Young's Literal Translation (YLT)
and the king maketh a great banquet to all his heads and his servants -- the banquet of Esther -- and a release to the provinces hath made, and giveth gifts as a memorial of the king.

even
made
Then
וַיַּ֨עַשׂwayyaʿaśva-YA-as
the
הַמֶּ֜לֶךְhammelekha-MEH-lek
king
feast
מִשְׁתֶּ֣הmištemeesh-TEH
great
גָד֗וֹלgādôlɡa-DOLE
a
unto
לְכָלlĕkālleh-HAHL
all
his
שָׂרָיו֙śārāywsa-rav
princes
servants,
his
וַֽעֲבָדָ֔יוwaʿăbādāywva-uh-va-DAV
and

אֵ֖תʾētate
feast;
מִשְׁתֵּ֣הmištēmeesh-TAY
Esther's
אֶסְתֵּ֑רʾestēres-TARE
a
release
the
וַֽהֲנָחָ֤הwahănāḥâva-huh-na-HA
to
provinces,
לַמְּדִינוֹת֙lammĕdînôtla-meh-dee-NOTE
made
he
and
עָשָׂ֔הʿāśâah-SA
and
gave
וַיִּתֵּ֥ןwayyittēnva-yee-TANE
gifts,
מַשְׂאֵ֖תmaśʾētmahs-ATE
state
the
to
according
כְּיַ֥דkĕyadkeh-YAHD
of
the
king.
הַמֶּֽלֶךְ׃hammelekha-MEH-lek

Cross Reference

ଆଦି ପୁସ୍ତକ 29:22
ତେଣୁ ଲାବନ ସଠାେକାର ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:10
ସମାନଙ୍କେର ମୃତ୍ଯୁ ରେ ପୃଥିବୀର ଲୋକେ ଖୁସି ହବେେ। ସମାନେେ ଭୋଜି କରିବେ ଓ ପରସ୍ପର ଭିତ ରେ ଉପହାର ଦିଆନିଆ କରିବେ। ସମାନେେ ଏପରି କରିବେ, କାରଣ ଏହି ଦୁଇଜଣ ସାକ୍ଷୀ ପୃଥିବୀବାସୀଙ୍କୁ ବହୁତ ୟନ୍ତ୍ରଣା ଦଇେଥିଲେ।

ଲୂକଲିଖିତ ସୁସମାଚାର 14:8
ଯଦି ଜଣେ ତୁମ୍ଭକୁ ବିବାହଉତ୍ସବ ରେ ନିମନ୍ତ୍ରଣ କରୁଛି, ତବେେ ସବୁଠାରୁ ମୁଖ୍ଯ ଆସନ ରେ ବସନାହିଁ। କାରଣ ସହେି ଲୋକଟି ତୁମ୍ଭଠାରୁ ଅଧିକ ମହାନ ଲୋକକୁ ମଧ୍ଯ ଡାକି ଥାଇପା ରେ।

ମାଥିଉଲିଖିତ ସୁସମାଚାର 22:2
ଯୀଶୁ କହିଲେ, ସ୍ବର୍ଗରାଜ୍ଯ ହେଉଛି ନିଜ ପୁଅର ବିବାହ ଭୋଜି ପ୍ରସ୍ତୁତ କରିଥିବା ଜଣେ ରାଜାଭଳି।

ପରମଗୀତ 5:1
ହେ ମାରେ ଭଗିନୀ, ମାହେର ପ୍ରିୟେ, ମୁଁ ଆପଣା ଉଦ୍ୟାନକୁ ଆସିଅଛି। ମୁଁ ଆପଣା ଗନ୍ଧରସ ଓ ସୁଗନ୍ଧି ଦ୍ରବ୍ଯ ସଂଗ୍ରହ କରିଅଛି। ମୁଁ ମହୁ ଫଣୋରୁ ମାରେ ମହୁ ଭୋଜନ କରିଅଛି। ମୁଁ ଆପଣା ଦ୍ରାକ୍ଷାରସ ଓ ଦୁଗ୍ଧପାନ କରିଅଛି। ଆସ ପରସ୍ପର ସହିତ ଆମାଦେ କରିବା। ଆସ ପ୍ ରମେ ରେ ମତ୍ତ ହାଇଯେିବା।

ପରମଗୀତ 3:11
ଆଗୋ ସିୟୋନର କନ୍ଯାଗଣ, ତୁମ୍ଭମାନେେ ବାହା ରେ ୟାଇ ମୁକୁଟ ଭୂଷିତ ଶଲୋମନ ରାଜାଙ୍କୁ ଦେଖ। ତାହାଙ୍କ ବିବାହ ଦିନ ରେ ଓ ତାହାଙ୍କ ମନର ଆନନ୍ଦ ଦିନ ରେ ତାହାଙ୍କ ମାତା ତାହାଙ୍କୁ ସହେି ମୁକୁଟ ପିନ୍ଧାଇ ଅଛନ୍ତି।

ଏଷ୍ଟର ବିବରଣ 9:22
ସେ ଆଦେଶ ଦେଲେ ଯେ, ସମାନେେ ସହେି ଦିନଗୁଡିକ ପାଳନ କରିବେ, ଯେତବେେଳେ ସମାନେେ ଶତୃମାନଙ୍କଠାରୁ ଆଶ୍ବସ୍ତ ପାଇଲେ ଏବଂ ସମାନଙ୍କେର ଦୁଃଖ ଏବଂ ଶୋକ, ଆନନ୍ଦ ଓ ଉତ୍ସବ ରେ ବଦଳି ଗଲା, ଯେ ହତେୁ ଭୋଜିର ଦିନ, ଆନନ୍ଦର ଦିନ ରେ ଜଣେ ଅନ୍ୟ ଜଣ ପାଖକୁ ଉପହାର ପଠାଇବେ ଏବଂ ପ୍ରେତ୍ୟକକ ବର୍ଷ ଗରିବ ଲୋକମାନଙ୍କ ପାଖକୁ ଉପହାର ପଠାଇବେ।

ଏଷ୍ଟର ବିବରଣ 1:7
ସମାନେେ ନାନାପ୍ରକାର ସୁବର୍ଣ୍ଣପାତ୍ର ରେ ପାନଦ୍ରବ୍ଯ ଓ ରାଜାର ବଦାନ୍ଯତାନୁସା ରେ ପ୍ରଚୁର ରାଜକୀଯ ଦ୍ରାକ୍ଷାରସ ଦେଲେ।

ଏଷ୍ଟର ବିବରଣ 1:3
ଆପଣା ଅଧିକାରର ତୃତୀୟ ବର୍ଷ ରେ ଆପଣାର ସବୁ ଅଧିପତି ଓ ଦାସମାନଙ୍କ ପାଇଁ ଭୋଜି ପ୍ରସ୍ତୁତ କଲେ। ତହିଁରେ ପାରସ୍ଯ ଓ ମାଦିଯା ଦେଶର ବିକ୍ରମି ଲୋକମାନେ ଏବଂ କୂଳୀନ ଓ ପ୍ରଦଶାଧେିପତିମାନେ ତାଙ୍କର ସାକ୍ଷାତ ରେ ଉପସ୍ଥିତ ହେଲେ।

ନିହିମିୟା 8:11
ଏହିପରି ଭାବରେ ଲବେୀୟମାନେ ସମସ୍ତ ଲୋକଙ୍କୁ ତୁନି କରାଇଲେ। ତୁମ୍ଭେ ସମସ୍ତେ ନିରବ ହୁଅ, କାରଣ ଆଜି ପବିତ୍ର ଦିନ। ତୁମ୍ଭମାନେେ ଦୁଃଖିତ ହୁଅ ନାହିଁ।

ପ୍ରଥମ ଶାମୁୟେଲ 25:8
ତୁମ୍ଭର ଗ୍ଭକରମାନଙ୍କୁ ପଗ୍ଭର, ସମାନେେ ତୁମ୍ଭକୁ ସତ କହିବେ। ମାରେ ୟକ୍ସ୍ଟବକ ଲୋକମାନଙ୍କୁ ଦୟାକର। ଆମ୍ଭମାନେେ ଏହି ଖକ୍ସ୍ଟସି ସମୟରେ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିଛକ୍ସ୍ଟ। ବିନଯ କରୁଅଛକ୍ସ୍ଟ ତୁମ୍ଭେ ଯାହାପାର ଏମାନଙ୍କୁ ଦିଅ। ଦୟାକରି ତୁମ୍ଭେ ତୁମ୍ଭର ସାଙ୍ଗ ଦାଉଦ ପାଇଁ ଏହା କର।

ବିଚାରକର୍ତାମାନଙ୍କ ବିବରଣ 14:10
ଶାମ୍ଶୋନଙ୍କର ପିତା ସହେି ପଲେଷ୍ଟୀୟ ସ୍ତ୍ରୀ ଲୋକଟିକକ୍ସ୍ଟ ଦେଖିବାକକ୍ସ୍ଟ ଗଲେ। ଏପରି ପ୍ରଥା ଥିଲା ଯେ ଯେଉଁଥିପାଇଁ ସମାନେେ ସଠାେରେ ଏକ ଭୋଜି ଦେଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:9
ତା'ପରେ ଦୂତ ମାେତେ କହିଲେ, ଏହା ଲେଖ : ମଷେଶାବକଙ୍କ ବିବାହ ଭୋଜିକୁ ନିମନ୍ତ୍ରିତ ବ୍ଯକ୍ତିମାନେ ଧନ୍ଯ ! ସେ ଦୂତ ପୁଣି କହିଲେ, ପରମେଶ୍ବରଙ୍କର ବାକ୍ଯ ସତ୍ଯ ଅଟେ।