Ephesians 5:22 in Oriya

Oriya Oriya Bible Ephesians Ephesians 5 Ephesians 5:22

Ephesians 5:22
ହେ ପତ୍ନୀମାନେ ! ତୁମ୍ଭମାନେେ ଯେପରି ପ୍ରଭୁଙ୍କ ପ୍ରତି ବଶୀଭୂତା ହାଇେଛ, ସପରେି ନିଜ ସ୍ବାମୀମାନଙ୍କର ବଶୀଭୂତା ହୁଅ।

Ephesians 5:21Ephesians 5Ephesians 5:23

Ephesians 5:22 in Other Translations

King James Version (KJV)
Wives, submit yourselves unto your own husbands, as unto the Lord.

American Standard Version (ASV)
Wives, `be in subjection' unto your own husbands, as unto the Lord.

Bible in Basic English (BBE)
Wives, be under the authority of your husbands, as of the Lord.

Darby English Bible (DBY)
Wives, [submit yourselves] to your own husbands, as to the Lord,

World English Bible (WEB)
Wives, be subject to your own husbands, as to the Lord.

Young's Literal Translation (YLT)
The wives! to your own husbands subject yourselves, as to the Lord,


Αἱhaiay
Wives,
γυναῖκεςgynaikesgyoo-NAY-kase

own
your
τοῖςtoistoos
husbands,
ἰδίοιςidioisee-THEE-oos
unto
yourselves
ἀνδράσινandrasinan-THRA-seen
submit
ὑποτάσσεσθε,hypotassestheyoo-poh-TAHS-say-sthay
as
ὡςhōsose
the
unto
τῷtoh
Lord.
κυρίῳkyriōkyoo-REE-oh

Cross Reference

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:18
ପତ୍ନୀଗଣ ! ତୁମ୍ଭର ପତିଙ୍କ ପ୍ରତି ବଶୀଭୂତା ରୁହ। ପ୍ରଭୁଙ୍କ ଅନୁଗାମୀମାନଙ୍କ ଭଳି ଏହା କରିବା ଉଚିତ ଅଟେ।

ଆଦି ପୁସ୍ତକ 3:16
ଏହାପରେ ସଦାପ୍ରଭୁ ପରମେଶ୍ବର ସହେି ସ୍ତ୍ରୀ ଲୋକଟିକୁ କହିଲେ, ମୁଁ ତୁମ୍ଭର କାର୍ୟ୍ଯଭାର ଏବଂ ତୁମ୍ଭର ଗର୍ଭ ବଦନୋ ମଧ୍ଯ ବଢ଼ାଇବି। ତୁମ୍ଭେ ବ୍ଯଥା ରେ ସନ୍ତାନ ପ୍ରସବ କରିବ। ପୁଣି ସ୍ବାମୀ ପ୍ରତି ତୁମ୍ଭର ବାସନା ରହିବ ସେ ତୁମ୍ଭ ଉପରେ କତ୍ତୃର୍ତ୍ବ କରିବ।

ପିତରଙ୍କ ପ୍ରଥମ ପତ୍ 3:1
ଠିକ୍ ସହେି ଭଳି ପତ୍ନୀମାନେ ନିଜ ନିଜର ପତିମାନଙ୍କର ଅଧିକାର ମାନିବା ଉଚିତ୍। ତା' ହେଲେ, ଯଦି ପତିମାନଙ୍କ ମଧ୍ଯରୁ କେତଜେଣ ପରମେଶ୍ବରଙ୍କ ଶିକ୍ଷା ମାନୁ ନାହାଁନ୍ତି, ସମାନଙ୍କେୁ ବିଶ୍ବାସ କରିବା ପାଇଁ ମନାଇପାରିବ। ତୁମ୍ଭେ କିଛି କହିବା ଦରକାର ହବେ ନାହିଁ। ସମାନେେ ସମାନଙ୍କେର ପତ୍ନୀଙ୍କ ଜୀବନ ଦେଖି ପ୍ରଭାବିତ ହବେେ।

ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 2:5
ପରମେଶ୍ବରଙ୍କ ସହିତ ସୁସଂପର୍କ ରଖିବା ପାଇଁ ଆମ୍ଭେ କରିଥିବା ଉତ୍ତମ କାର୍ୟ୍ଯଗୁଡ଼ିକ ହତେୁ ଆମ୍ଭେ ରକ୍ଷା ପାଇ ନ ଥିଲୁ। ସେ ଆମ୍ଭକୁ ଧୋଇ କରି ନୂଆ ମଣିଷ କରିଅଛନ୍ତି। ଏହି ଉଦ୍ଧାର ଓ ନୂତନତା ପବିତ୍ର ଆତ୍ମାଙ୍କ ମାଧ୍ଯମ ରେ ଆସିଥିଲା।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:22
ହେ ପତ୍ନୀମାନେ ! ତୁମ୍ଭମାନେେ ଯେପରି ପ୍ରଭୁଙ୍କ ପ୍ରତି ବଶୀଭୂତା ହାଇେଛ, ସପରେି ନିଜ ସ୍ବାମୀମାନଙ୍କର ବଶୀଭୂତା ହୁଅ।

ଏଷ୍ଟର ବିବରଣ 1:20
ଆହୁରି ରାଜ୍ଯ ବୃହତ୍, ଏଣୁ ରାଜ୍ଯର ସବୁସ୍ଥାନ ରେ ଏହି ରାଜାଜ୍ଞା ପ୍ରକାଶିତ ହେଲା। ସ୍ବାମୀ ସାମାଜିକ କ୍ଷେତ୍ର ରେ କ୍ଷୁତ୍ର ହେଉ କି ମହାନ ହେଉ, ସମସ୍ତ ସ୍ତ୍ରୀମାନେ ନିଜନିଜ ସ୍ବାମୀମାନଙ୍କୁ ସମ୍ମାନ କରିବେ।

ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 2:11
ଜଣେ ସ୍ତ୍ରୀଲୋକ ନୀରବ ଭାବରେ ଶୁଣି ଶିକ୍ଷା ଗ୍ରହଣ କରୁ ଓ ତାହାର ବାଧ୍ଯ ହେଉ।

ଏଷ୍ଟର ବିବରଣ 1:16
ଏଥି ରେ ରାଜାଙ୍କର ଓ ଅଧିପତି ଗଣର ସାକ୍ଷାତ ରେ ମମୁଖନ ଉତ୍ତର ଦଇେ କହିଲେ, ବଷ୍ଟୀରାଣୀ କବଳେ ମହାରାଜାଙ୍କ ପ୍ରତି ନୁହେଁ, ମାତ୍ର ଅକ୍ଷଶ୍ବରେଶ ରାଜାର ଅଧିନସ୍ଥ ପ୍ରଦେଶର ସମସ୍ତ ଅଧିପତି ଓ ସମସ୍ତ ଲୋକଙ୍କ ପ୍ରତି ଭୂଲ କର୍ମ କରୁଛନ୍ତି।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 14:34
ମଣ୍ଡଳୀର ସଭାମାନଙ୍କ ରେ ସ୍ତ୍ରୀମାନେ ଚୁପ୍ ରହିବା ଉଚିତ୍। ପରମେଶ୍ବରଙ୍କ ଲୋକମାନଙ୍କର ସମସ୍ତ ମଣ୍ଡଳୀ ରେ ଏହି ନିୟମ ଲାଗୁ ଅଛି। ସ୍ତ୍ରୀ ଲୋକଙ୍କୁ କହିବା ପାଇଁ ଅନୁମତି ଦିଆଯାଇ ନାହିଁ। ମାଶାଙ୍କେ ନିୟମାନୁଯାଯୀ ସମାନେେ ବଶୀଭୂତ ହାଇେ ରହିବା ଉଚିତ୍।