1 Samuel 13:5 in Oriya

Oriya Oriya Bible 1 Samuel 1 Samuel 13 1 Samuel 13:5

1 Samuel 13:5
ପଲେଷ୍ଟୀୟମାନେ ଇଶ୍ରାୟେଲ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଏକତ୍ରୀତ ହେଲେ। ପଲେଷ୍ଟୀୟମାନଙ୍କର ତିରିଶ ସହସ୍ର ରଥ ଓ ଛଅ ସହସ୍ର ଅଶ୍ବାରୋହୀ ଥିଲେ ଓ ସମକ୍ସ୍ଟଦ୍ର ତୀରର ବାଲିଭଳି ସୈନିକ ଥିଲେ। ସମାନେେ ଆସି ମିକ୍ମସ୍ ରେ ବୈଥାବନର ପୂର୍ବଦିଗ ରେ ଛାଉଣୀ ସ୍ଥାପନ କଲେ।

1 Samuel 13:41 Samuel 131 Samuel 13:6

1 Samuel 13:5 in Other Translations

King James Version (KJV)
And the Philistines gathered themselves together to fight with Israel, thirty thousand chariots, and six thousand horsemen, and people as the sand which is on the sea shore in multitude: and they came up, and pitched in Michmash, eastward from Bethaven.

American Standard Version (ASV)
And the Philistines assembled themselves together to fight with Israel, thirty thousand chariots, and six thousand horsemen, and people as the sand which is on the sea-shore in multitude: and they came up, and encamped in Michmash, eastward of Beth-aven.

Bible in Basic English (BBE)
And the Philistines came together to make war on Israel, three thousand war-carriages and six thousand horsemen and an army of people like the sands of the sea in number: they came up and took up their position in Michmash, to the east of Beth-aven.

Darby English Bible (DBY)
And the Philistines were assembled together to fight with Israel, thirty thousand chariots, and six thousand horsemen, and people as the sand which is on the sea-shore in multitude; and they came up, and encamped in Michmash, eastward from Beth-Aven.

Webster's Bible (WBT)
And the Philistines assembled to fight with Israel, thirty thousand chariots, and six thousand horsemen, and people as the sand which is on the sea shore in multitude: and they came up, and encamped in Michmash, eastward from Beth-aven.

World English Bible (WEB)
The Philistines assembled themselves together to fight with Israel, thirty thousand chariots, and six thousand horsemen, and people as the sand which is on the sea-shore in multitude: and they came up, and encamped in Michmash, eastward of Beth Aven.

Young's Literal Translation (YLT)
And the Philistines have been gathered to fight with Israel; thirty thousand chariots, and six thousand horsemen, and a people as the sand which `is' on the sea-shore for multitude; and they come up and encamp in Michmash, east of Beth-Aven.

is
And
Philistines
וּפְלִשְׁתִּ֞יםûpĕlištîmoo-feh-leesh-TEEM
the
gathered
themselves
נֶֽאֶסְפ֣וּ׀neʾespûneh-es-FOO
together
to
לְהִלָּחֵ֣םlĕhillāḥēmleh-hee-la-HAME
fight
עִםʿimeem
with
יִשְׂרָאֵ֗לyiśrāʾēlyees-ra-ALE
Israel,
שְׁלֹשִׁ֨יםšĕlōšîmsheh-loh-SHEEM
thirty
אֶ֤לֶףʾelepEH-lef
thousand
רֶ֙כֶב֙rekebREH-HEV
chariots,
and
וְשֵׁ֤שֶׁתwĕšēšetveh-SHAY-shet
six
אֲלָפִים֙ʾălāpîmuh-la-FEEM
thousand
פָּֽרָשִׁ֔יםpārāšîmpa-ra-SHEEM
horsemen,
and
וְעָ֕םwĕʿāmveh-AM
people
sand
the
כַּח֛וֹלkaḥôlka-HOLE
as
אֲשֶׁ֥רʾăšeruh-SHER
which
on
עַלʿalal
shore
sea
שְׂפַֽתśĕpatseh-FAHT
the
הַיָּ֖םhayyāmha-YAHM
in
multitude:
לָרֹ֑בlārōbla-ROVE
up,
came
they
and
וַֽיַּעֲלוּ֙wayyaʿălûva-ya-uh-LOO
and
pitched
וַיַּֽחֲנ֣וּwayyaḥănûva-ya-huh-NOO
in
Michmash,
בְמִכְמָ֔שׂbĕmikmāśveh-meek-MAHS
eastward
קִדְמַ֖תqidmatkeed-MAHT
from
Beth-aven.
בֵּ֥יתbêtbate
אָֽוֶן׃ʾāwenAH-ven

Cross Reference

ଯିହୋଶୂୟ 11:4
ତହିଁରେ ସମାନେେ ନିଜର ସୈନ୍ଯମାନଙ୍କ ସହିତ ଅଶ୍ବାରୋହୀ, ରଥା ରୋହୀମାନଙ୍କ ସହିତ ଏକତ୍ରୀତ ହେଲେ। ଏହା ଥିଲା ଏକ ବିରାଟ ସୈନ୍ଯ ଛାଉଣୀ। ଏହା ଦଖାେ ଯାଉଥିଲା ସତେ ଯେପରି, ସମକ୍ସ୍ଟଦ୍ର ତୀରସ୍ଥ ବାଲକ୍ସ୍ଟକା ତକ୍ସ୍ଟଲ୍ଯ, ଶସ୍ଯ କ୍ଷେତ୍ର ପରି।

ପ୍ରଥମ ଶାମୁୟେଲ 14:23
ଏହିପରି ସଦାପ୍ରଭୁ ସଦେିନ ଇଶ୍ରାୟେଲୀୟମାନଙ୍କୁ ରକ୍ଷା କଲେ। ବୈଥାବନ ପର୍ୟ୍ଯନ୍ତ ୟକ୍ସ୍ଟଦ୍ଧ ବ୍ଯାପିଗଲା। ପ୍ରେତ୍ୟକକ ସୈନ୍ଯ ଶାଉଲଙ୍କ ସହିତ ଥିଲେ। ପ୍ରାଯତଃ 10,000 ଲୋକ ଶାଉଲଙ୍କକ୍ସ୍ଟ ସାହାର୍ୟ୍ଯ କରୁଥିଲେ। ଇଫ୍ରଯିମ ପର୍ବତ ଦେଶର ସମସ୍ତ ସହରକକ୍ସ୍ଟ ୟକ୍ସ୍ଟଦ୍ଧ ବ୍ଯାପିଗଲା।

ଯିହୋଶୂୟ 18:12
ସମାନଙ୍କେର ଉତ୍ତର ସୀମା ୟର୍ଦ୍ଦନ ନଦୀଠାରକ୍ସ୍ଟ ଆରମ୍ଭ ହେଲା। ଏହାର ସୀମା ଉତ୍ତର ରେ ଯିରୀହାରେକ୍ସ୍ଟ ଲାଗିଥିଲା। ଏହାପରେ ଏହାର ସୀମା ପଶ୍ଚିମ ରେ ପର୍ବତମଯ ଦେଶକକ୍ସ୍ଟ ଲାଗିଥିଲା। ଏହାର ସୀମା ପୂର୍ବ ପଟ ରେ ବୈଥାବନ ପର୍ୟ୍ଯନ୍ତ ଲାଗିଥିଲା।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:27
ଏବଂ ଇଶ୍ରାୟେଲ ବିଷୟ ରେ ୟିଶାଇୟ ଘାଷେଣା କରି କୁହନ୍ତି:

ହୋଶେୟ 10:5
ଶମରିଯର ଲୋକମାନେ ବୈଥ୍-ଆବନର ବାଛୁରୀମାନଙ୍କୁ ପୂଜା କରନ୍ତି। ସହେି ଲୋକମାନେ ପ୍ରକୃତ ରେ କାନ୍ଦିବେ। ଯାଜକମାନେ ମଧ୍ଯ ପ୍ରକୃତ ରେ କାନ୍ଦିବେ। କାହିଁକି? କାରଣ ସମାନଙ୍କେର ସୁନ୍ଦର ପ୍ରତିମା ଗ୍ଭଲିଗଲା। ତାକୁ ଦୂ ରଇେ ନିଆଗଲା।

ହୋଶେୟ 5:8
ଗିବିଯା ରେ ଶିଙ୍ଗା ବଜାଅ। ରାମା ରେ ତୂରୀ ବଜାଅ। ବୈଥ-ଆବନ ରେ ସତର୍କ କରିଦିଅ। ହେ ବିନ୍ଯାମୀନ, ତୁମ୍ଭର ପଛ ରେ ଶତୃଗଣ ଅଛନ୍ତି।

ହୋଶେୟ 4:15
ଇଶ୍ରାୟେଲ, ଯଦି ତୁମ୍ଭେ ନିହାତି ଗଣିକା ପରି କାର୍ୟ୍ଯ କର, ତୁମ୍ଭ ଅପରାଧ ପାଇଁ ଯିହୁଦାକୁ ଦୋଷୀ କର ନାହିଁ। ଗିଲ୍ଗଲ୍ କି ବୈଥ୍-ଆବନକୁ ୟାଅ ନାହିଁ। ସଦାପ୍ରଭୁଙ୍କ ନାମ ରେ ଶପଥ କରନାହିଁ। ' ଯେ ହତେୁ ସଦାପ୍ରଭୁ ବାସ କରନ୍ତି ଏପରି କୁହ ନାହିଁ।'

ଯିରିମିୟ 15:8
ମାେ ଉପସ୍ଥିତି ରେ ସମାନଙ୍କେର ବିଧବାମାନେ ସମୁଦ୍ରର ବାଲି ପରି ବହୁ ସଂଖ୍ଯକ ହବେେ। ମୁଁ ୟୁବକମାନଙ୍କର ମାତାମାନଙ୍କ ନିକଟକୁ ମଧ୍ଯାହ୍ନ ରେ ଏକ ବିନାଶକ ଆଣିବି, ସମାନେେ ହଠାତ୍ ଭୟ ଓ ଆତଙ୍କିତ ହବେେ।

ଯିଶାଇୟ 48:19
ପୁଣି ତୁମ୍ଭେ ଯଦି ଆମ୍ଭର ଆଜ୍ଞାକୁ ଅବଧାନ କରିଥାନ୍ତ ତବେେ ତୁମ୍ଭର ବଂଶ ବାଲୁକା ତୁଲ୍ଯ ଓ ତୁମ୍ଭର ସନ୍ତାନଗଣ ବାଲୁକା କଣା ତୁଲ୍ଯ ହାଇେଥାନ୍ତେ। ତାହାର ନାମ ଆମ୍ଭ ସମ୍ମୁଖରୁ ଉଚ୍ଛିନ୍ନ କିମ୍ବା ବିନଷ୍ଟ ହାଇେ ନ ଥାନ୍ତା।'

ଦିତୀୟ ବଂଶାବଳୀ 1:9
ବର୍ତ୍ତମାନ ସଦାପ୍ରଭୁ ପରମେଶ୍ବର, ମାରେବାପା ଦାଉଦଙ୍କୁ ଦଇେଥିବା ପ୍ରତିଜ୍ଞା ରକ୍ଷା କର। ଏକ ଅତି ବଡ଼ ଜାତିର ରାଜା ହବୋ ନିମନ୍ତେ ତୁମ୍ଭେ ମାେତେ ମନୋନୀତ କରିଛ। ସଠାେରେ ଅନକେ ଲୋକ ଅଛନ୍ତି ସମାନେେ ପୃଥିବୀର ଧୂଳି ସଦୃଶ।

ବିଚାରକର୍ତାମାନଙ୍କ ବିବରଣ 7:12
ମିଦିଯକୀଯ, ଅମାଲକେୀଯ ଓ ପୂର୍ବ ଦେଶୀଯ ଲୋକମାନେ ଯେଉଁମାନେ ସଠାେରେ ଛାଇଣୀ କରିଥିଲେ ବହକ୍ସ୍ଟ ସଂଖ୍ଯକ ହତେକ୍ସ୍ଟ ପଙ୍ଗପାଳର ଦଳପରି ଦଖାଗେଲେ। ସମାନଙ୍କେର ଏତଗେକ୍ସ୍ଟଡିକ ଓଟ ଥିଲେ ଯେ, ସଗେକ୍ସ୍ଟଡିକ ସମକ୍ସ୍ଟଦ୍ର କୂଳର ବାଲିକଣା ତକ୍ସ୍ଟଲ୍ଯ ଦଖାଗେଲେ।

ଯିହୋଶୂୟ 7:2
ସମାନେେ ଯିରୀହାକେକ୍ସ୍ଟ ପରାସ୍ତ କଲାପରେ, ଯିହାଶୂେୟ ଅଯକକ୍ସ୍ଟ ଲୋକ ପଠାଇଲେ। ଅଯ ବୈଥଲରେ ପୂର୍ବ ଦିଗସ୍ଥିତ ବୈଥାବନର ପାଶର୍‌ବ ରେ ଅବସ୍ଥିତ। ଯିହାଶୂେୟ ସମାନଙ୍କେୁ କହିଲେ, ଅଯକକ୍ସ୍ଟ ୟାଅ ଓ ସଠାେରେ ଅନକ୍ସ୍ଟସନ୍ଧାନ କରି ସମାନଙ୍କେର ଦୁର୍ବଳତାକକ୍ସ୍ଟ ଅନକ୍ସ୍ଟସନ୍ଧାନ କର। ତେଣୁ ଏଥି ରେ ଲୋକମାନେ ୟାଇ ଅଯ ରେ ଅନକ୍ସ୍ଟସନ୍ଧାନ କଲେ।

ଆଦି ପୁସ୍ତକ 22:17
ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ଯ ଓ ସମୁଦ୍ର କୂଳର ଅସଂଖ୍ଯ ବାଲି ତୁଲ୍ଯ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସହେି ସହର ରେ ବାସକରିବ।