ଯିଖରିୟ 3
1 ସଦାପ୍ରଭୁ ସ୍ବର୍ଗଦୂତ ମହାୟାଜକ ଯିହାଶୂେୟଙ୍କୁ ମାେତେ ଦଖାଇେଲେ। ଯିହାଶୂେୟ ସଦାପ୍ରଭୁଙ୍କ ସ୍ବର୍ଗଦୂତଙ୍କ ସମ୍ମୁଖ ରେ ଓ ଶଇତାନ ଯିହାଶୂେୟଙ୍କ ଦକ୍ଷିଣ ପାଶର୍ବ ରେ ଛିଡା ହାଇେଥିଲେ। ତାଙ୍କୁ ଦୋଷ ଦବୋକୁ ଶଯତାନ ସଠାେ ରେ ଉପସ୍ଥିତ ଥିଲେ।
2 ତା'ପ ରେ ସଦାପ୍ରଭୁ କହିଲେ, ସଦାପ୍ରଭୁ ତୁମ୍ଭକୁ ଭର୍ତ୍ସନା କରିବେ, ହେ ଶଇତାନ, ସେ ତୁମ୍ଭକୁ ସମାଲୋଚନା କରି ଗ୍ଭଲିଥିବେ। ସଦାପ୍ରଭୁ ୟିରୁଶାଲମକୁ ତାଙ୍କ ସ୍ବତନ୍ତ୍ର ନଗରରୂପେ ମନୋନୀତ କରିଛନ୍ତି। ଗୋଟିଏ ଜଳନ୍ତା କାଠଗଣ୍ତି ନିଆଁରୁ ଟାଣି ଆଣିବାପରି, ସେ ସହେି ନଗରକୁ ରକ୍ଷା କରିଥିଲେ।
3 ଯିହାଶୂେୟ ସ୍ବର୍ଗଦୂତଙ୍କ ସମ୍ମୁଖ ରେ ଛିଡା ହାଇେଥିଲେ ଏବଂ ସେ ଏକ ମଇଳା ବସ୍ତ୍ର ପରିଧାନ କରିଥିଲେ।
4 ତା'ପ ରେ ସହେି ସ୍ବର୍ଗଦୂତ ତାଙ୍କ ନିକଟରେ ଛିଡା ହାଇେଥିବା ଅନ୍ୟ ସ୍ବର୍ଗଦୂତକୁ କହିଲେ, ୟିହୋଶୂଯଙ୍କ ଶରୀରରୁ ସହେି ମଇଳା ବସ୍ତ୍ର ଗୁଡିକୁ କାଢିନିଅ। ତା'ପ ରେ ସ୍ବର୍ଗଦୂତ ଯିହାଶୂେୟଙ୍କୁ କହିଲେ, ବର୍ତ୍ତମାନ, ମୁଁ ତୁମ୍ଭର ଅପରାଧ କାଢିନଇେଛି ଏବଂ ମୁଁ ତୁମ୍ଭଙ୍କୁ ନୂଆ ମୂଲ୍ଯବାନ ବସ୍ତ୍ର ରେ ଆଚ୍ଛାଦିତ କରୁଛି।
5 ତା'ପ ରେ ମୁଁ କହିଲି, ତା'ର ମସ୍ତକରେ ଏକ ନିର୍ମଳ ପଗଡି ବାନ୍ଧି ଦିଅନ୍ତୁ। ତେଣୁ ସମାନେେ ତାଙ୍କର ମସ୍ତକରେ ନିର୍ମଳ ପଗଡି ବାନ୍ଧି ଦେଲେ। ସମାନେେ ତାଙ୍କୁ ପୁଣି ବସ୍ତ୍ର ପିନ୍ଧାଇଲା ବେଳେ ସଦାପ୍ରଭୁଙ୍କର ଦୂତ ପାଖ ରେ ଠିଆ ହାଇେଥିଲେ।
6 ତା'ପ ରେ ସଦାପ୍ରଭୁଙ୍କ ଦୂତ ଯିହାଶୂେୟଙ୍କୁ ଏହା କହି ସତର୍କ କରାଇଲେ:
7 ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, ଆମ୍ଭେ ଯେପରି ନିର୍ଦ୍ଦେଶ ଦେଉ ତୁମ୍ଭେ ସପରେି ପରିଗ୍ଭଳିତ ହୁଅ ଏବଂ ଯତ୍ନ ସହକା ରେ କର ଯାହା ଆମ୍ଭେ ଗ୍ଭହୁଁ। ତବେେ ତୁମ୍ଭେ ଆମ୍ଭର ଗୃହ ରେ ବିଗ୍ଭର କରିବ ଏବଂ ଆମ୍ଭର ମନ୍ଦିର ଅଗଣାର ରକ୍ଷକ ହବେ। ଆମ୍ଭେ ତୁମ୍ଭକୁ ପ୍ରବେଶ କରାଇବା ସହେିମାନଙ୍କ ମଧିଅରେ, ଯେଉଁମାନେ କି ଏଠା ରେ ଛିଡା ହେଉଛନ୍ତି।
8 ହେ! ମହାୟାଜକ ଯିହାଶୂେୟ ଓ ତୁମ୍ଭ ସମ୍ମୁଖ ରେ ବସିଥିବା ସହ ଯାଜକ ଆମ୍ଭ କଥା ଶୁଣ। ଯେତବେେଳେ ଆମ୍ଭେ ଆପଣା ସ୍ବତନ୍ତ୍ର ଅନୁଚର ଆଣିବା ସେତବେେଳେ ଏହି ଲୋକମାନେ ୟିଏ କି କ'ଣ ଘଟିବ ବୋଲି ଦଖାଇବେେ ଉଦାହରଣ ହବେେ। ଯେଉଁ ଅନୁଚରକୁ ଆମ୍ଭେ ଆଣିବା ତାଙ୍କୁ ଶାଖା କୁହାୟିବ।
9 ଯିହାଶୂେୟଙ୍କ ସମ୍ମୁଖ ରେ ଆମ୍ଭେ ଯେଉଁ ସ୍ବତନ୍ତ୍ର ପ୍ରସ୍ତର ସ୍ଥାପନ କରୁଅଛୁ ତାକୁ ଦେଖ। ସହେି ପ୍ରସ୍ତର ରେ ସାତଟି ଚକ୍ଷୁ ଅଛି। ସହେି ସ୍ବତନ୍ତ୍ର ପ୍ରସ୍ତର ଉପ ରେ ଆମ୍ଭେ ବାର୍ତ୍ତା ଖାଦେନ କରିବା। ସଦାପ୍ରଭୁ କୁହନ୍ତି ଆମ୍ଭେ ସେ ଦେଶରୁ ଅଧର୍ମ ଦୂର କରିବା, ଏହା ସେ ପ୍ରସ୍ତର ଦିନେ ଦଖାଇବେ।
10 ସଦାପ୍ରଭୁ ସର୍ବଶକ୍ତିମାନ କୁହନ୍ତି, ସେତବେେଳେ ଲୋକମାନେ ଏକତ୍ର ବସିବେ ଓ ସମାନଙ୍କେର ବନ୍ଧୁ ଓ ପଡ଼ୋଶୀଙ୍କ ସହିତ ଆଳାପ କରିବେ। ସମାନେେ ଡିମ୍ବିରି ବୃକ୍ଷତଳେ ଓ ଦ୍ରାକ୍ଷାଲତା ତଳେ ବସିବାକୁ ପରସ୍ପରକୁ ନିମନ୍ତ୍ରଣ କରିବେ।
1 And he shewed me Joshua the high priest standing before the angel of the Lord, and Satan standing at his right hand to resist him.
2 And the Lord said unto Satan, The Lord rebuke thee, O Satan; even the Lord that hath chosen Jerusalem rebuke thee: is not this a brand plucked out of the fire?
3 Now Joshua was clothed with filthy garments, and stood before the angel.
4 And he answered and spake unto those that stood before him, saying, Take away the filthy garments from him. And unto him he said, Behold, I have caused thine iniquity to pass from thee, and I will clothe thee with change of raiment.
5 And I said, Let them set a fair mitre upon his head. So they set a fair mitre upon his head, and clothed him with garments. And the angel of the Lord stood by.
6 And the angel of the Lord protested unto Joshua, saying,
7 Thus saith the Lord of hosts; If thou wilt walk in my ways, and if thou wilt keep my charge, then thou shalt also judge my house, and shalt also keep my courts, and I will give thee places to walk among these that stand by.
8 Hear now, O Joshua the high priest, thou, and thy fellows that sit before thee: for they are men wondered at: for, behold, I will bring forth my servant the BRANCH.
9 For behold the stone that I have laid before Joshua; upon one stone shall be seven eyes: behold, I will engrave the graving thereof, saith the Lord of hosts, and I will remove the iniquity of that land in one day.
10 In that day, saith the Lord of hosts, shall ye call every man his neighbour under the vine and under the fig tree.
Tamil Indian Revised Version
அவர் எப்பொழுதும் கடிந்துகொள்வதில்லை; என்றைக்கும் கோபமாக இருப்பதில்லை.
Tamil Easy Reading Version
கர்த்தர் எப்போதும் குற்றங்காண்பதில்லை. கர்த்தர் என்றென்றும் நம்மிடம் கோபங்கொண்டிருப்பதில்லை.
Thiru Viviliam
⁽அவர் எப்பொழுதும்␢ கடிந்து கொள்பவரல்லர்;␢ என்றென்றும் சினங்கொள்பவரல்லர்.⁾
King James Version (KJV)
He will not always chide: neither will he keep his anger for ever.
American Standard Version (ASV)
He will not always chide; Neither will he keep `his anger’ for ever.
Bible in Basic English (BBE)
His feeling will no longer be bitter; he will not keep his wrath for ever.
Darby English Bible (DBY)
He will not always chide, neither will he keep [his anger] for ever.
World English Bible (WEB)
He will not always accuse; Neither will he stay angry forever.
Young’s Literal Translation (YLT)
Not for ever doth He strive, Nor to the age doth He watch.
சங்கீதம் Psalm 103:9
அவர் எப்பொழுதும் கடிந்துகொள்ளார்; என்றைக்கும் கோபங்கொண்டிரார்.
He will not always chide: neither will he keep his anger for ever.
He will not | לֹֽא | lōʾ | loh |
always | לָנֶ֥צַח | lāneṣaḥ | la-NEH-tsahk |
chide: | יָרִ֑יב | yārîb | ya-REEV |
neither | וְלֹ֖א | wĕlōʾ | veh-LOH |
keep he will | לְעוֹלָ֣ם | lĕʿôlām | leh-oh-LAHM |
his anger for ever. | יִטּֽוֹר׃ | yiṭṭôr | yee-tore |