Index
Full Screen ?
 

ଯିଖରିୟ 2:1

Zechariah 2:1 in Tamil ଓଡିଆ ବାଇବେଲ ଯିଖରିୟ ଯିଖରିୟ 2

ଯିଖରିୟ 2:1
ତା'ପ ରେ ଉପରକୁ ଗ୍ଭହିଁଲି, ଏବଂ ହସ୍ତ ରେ ପରିମାପକ ରଜ୍ଜୁ ଧରିବାକୁ ଏକ ବ୍ଯକ୍ତିଙ୍କୁ ଦେଖିଲି।

I
lifted
up
וָאֶשָּׂ֥אwāʾeśśāʾva-eh-SA
mine
eyes
עֵינַ֛יʿênayay-NAI
again,
and
looked,
וָאֵ֖רֶאwāʾēreʾva-A-reh
behold
and
וְהִנֵּהwĕhinnēveh-hee-NAY
a
man
אִ֑ישׁʾîšeesh
measuring
a
with
וּבְיָד֖וֹûbĕyādôoo-veh-ya-DOH
line
חֶ֥בֶלḥebelHEH-vel
in
his
hand.
מִדָּֽה׃middâmee-DA

Cross Reference

ଯିହିଜିକଲ 40:3
ସେ ମାେତେ ସେ ସ୍ଥାନକୁ ନଇଗେଲେ। ସଠାେ ରେ ଏକ ପୁରୁଷ ଥିଲେ। ତାଙ୍କର ଆଭା ପିତ୍ତଳର ଆଭା ତୁଲ୍ଯ ଥିଲା। ତାଙ୍କ ହସ୍ତ ରେ କନାର ଏକ ମାପ ଫିତା ଓ ପରିମାପକ ଏକ ଦଣ୍ଡ ଥିଲା। ଆଉ ସେ ଦ୍ବାର ନିକଟରେ ଛିଡ଼ା ହାଇେଥିଲେ।

ଯିଖରିୟ 1:16
ତେଣୁ ସଦାପ୍ରଭୁ ପରମେଶ୍ବର କୁହନ୍ତି, ଆମ୍ଭେ ପୁଣି ୟିରୁଶାଲମ ଫରେି ଆସିବା ଓ ଆମ୍ଭର ନିଜ ଲୋକମାନଙ୍କ ପ୍ରତି ଦୟା ଦଖାଇବୋ। ସର୍ବଶକ୍ତିମାନ ସଦାପ୍ରଭୁ ପୁଣି କୁହନ୍ତି, ଆମ୍ଭର ଘର ସହେି ସ୍ଥାନ ରେ ନିର୍ମିତ ହବେ ଏବଂ ସମଗ୍ର ୟିରୁଶାଲମ ରେ ପୁନଃନିର୍ମାଣର ଲକ୍ଷଣ ଦଖାୟିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:1
ତା'ପରେ ମାେତେ ବୁଲାବାଡ଼ି ଲମ୍ବର ଗୋଟିଏ ମାପଦଣ୍ଡ ଦିଆଗଲା। ମାେତେ କୁହାଗଲା, ଯାଅ ପରମେଶ୍ବରଙ୍କର ମନ୍ଦିର, ବଦେୀକୁ ମାପ, ଏବଂ ସଠାେରେ ଉପାସନା କରୁଥିବା ଲୋକମାନଙ୍କର ସଂଖ୍ଯା ଗଣନା କର।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:15
ମାେ ସହିତ କଥାବାର୍ତ୍ତା ହେଉଥିବା ସ୍ବର୍ଗଦୂତଙ୍କ ହାତ ରେ ଗୋଟିଏ ସୁନାର ମାପଦଣ୍ଡ ଥିଲା। ସେ ନଗର, ଏହାର ପ୍ରବେଶ ଦ୍ବାର ଏବଂ ଏହାର କାନ୍ଥ ମାପ କରିବା ପାଇଁ ଏହି ମାପଦଣ୍ଡ ନିଜ ହାତ ରେ ରଖିଥିଲେ।

ଯିହିଜିକଲ 40:5
ମୁଁ ଦେଖିଲି ମନ୍ଦିରର ବାହା ରେ ଚତୁର୍ଦ୍ଦିଗ ରେ ଏକ ପ୍ରାଚୀର ଥିଲା। ଆଉ ସେ ପୁରୁଷଙ୍କ ହସ୍ତ ରେ ଏକ ପରିମାପକ ଦଣ୍ଡ ଥିଲା। ତାହା ଛଅହାତ ଦୀର୍ଘ, ପ୍ରେତ୍ୟକକ ହାତ ଏକହାତ ଚାରି ଅଙ୍ଗୁଳି ପରିମିତ। ତହିଁରେ ସେ ଗୃହର ସ୍ଥୁଳତା ଏକ ଦଣ୍ଡ ଓ ଉଚ୍ଚତା ଏକ ଦଣ୍ଡ ମାପିଲେ।

ଯିହିଜିକଲ 47:4
ପୁଣି ସେ 1,000 ହାତ ମାପିଲେ ଓ ମାେତେ ଜଳ ମଧ୍ଯଦଇେ ଗମନ କରାଇଲେ, ଜଳ ଆଣ୍ଠୁ ପର୍ୟ୍ଯନ୍ତ ହେଲା। ପୁନର୍ବାର 1,000 ହାତ ମାପିଲେ ଓ ଜଳ ମଧ୍ଯଦଇେ ମାେତେ ଗମନ କରାଇଲେ, ଜଳ ଅଣ୍ଟା ପର୍ୟ୍ଯନ୍ତ ହେଲା।

ଯିଖରିୟ 1:18
ଏହାପ ରେ ମୁଁ ଉର୍ଦ୍ଧ୍ବକୁ ଗ୍ଭହିଁଲି ଏବଂ ଗ୍ଭରିଟି ଶିଙ୍ଗ ଦେଖିଲି।

Chords Index for Keyboard Guitar