ଯିଖରିୟ 12:13 in Oriya

ଓଡିଆ ଓଡିଆ ବାଇବେଲ ଯିଖରିୟ ଯିଖରିୟ 12 ଯିଖରିୟ 12:13

Zechariah 12:13
ଲବେୀ ପରିବାରର ନିଜେ ନିଜେ ଏବଂ ସମାନଙ୍କେର ସ୍ତ୍ରୀଲୋକମାନେ ନିଜେ ନିଜେ, ଶିମିଯିର ପରିବାରମାନେ ନିଜେ ନିଜେ ଶାେକ କରିବେ ଏବଂ ତାଙ୍କର ସ୍ତ୍ରୀମାନେ ନିଜେ ନିଜେ ଶାେକ କରିବେ।

Zechariah 12:12Zechariah 12Zechariah 12:14

Zechariah 12:13 in Other Translations

King James Version (KJV)
The family of the house of Levi apart, and their wives apart; the family of Shimei apart, and their wives apart;

American Standard Version (ASV)
the family of the house of Levi apart, and their wives apart; the family of the Shimeites apart, and their wives apart;

Bible in Basic English (BBE)
The family of Levi by themselves, and their wives by themselves; the family of Shimei by themselves, and their wives by themselves;

Darby English Bible (DBY)
the family of the house of Levi apart, and their wives apart; the family of Shimei apart, and their wives apart;

World English Bible (WEB)
the family of the house of Levi apart, and their wives apart; the family of the Shimeites apart, and their wives apart;

Young's Literal Translation (YLT)
The family of the house of Levi apart, And their women apart; The family of Shimei apart, And their women apart,

The
family
מִשְׁפַּ֤חַתmišpaḥatmeesh-PA-haht
of
the
house
בֵּיתbêtbate
of
Levi
לֵוִי֙lēwiylay-VEE
apart,
לְבָ֔דlĕbādleh-VAHD
wives
their
and
וּנְשֵׁיהֶ֖םûnĕšêhemoo-neh-shay-HEM
apart;
לְבָ֑דlĕbādleh-VAHD
the
family
מִשְׁפַּ֤חַתmišpaḥatmeesh-PA-haht
Shimei
of
הַשִּׁמְעִי֙haššimʿiyha-sheem-EE
apart,
לְבָ֔דlĕbādleh-VAHD
and
their
wives
וּנְשֵׁיהֶ֖םûnĕšêhemoo-neh-shay-HEM
apart;
לְבָֽד׃lĕbādleh-VAHD

Cross Reference

ଯାତ୍ରା ପୁସ୍ତକ 6:16
ଲବେୀ 137 ବର୍ଷ ବଞ୍ଚିଥିଲେ। ଲବେୀଙ୍କର ସନ୍ତାନମାନେ ଥିଲେ, ଗେର୍ଶାେନ୍, କହାତ୍ ଓ ମରାରି।

ଦିତୀୟ ବଂଶାବଳୀ 29:14
ୟିଦୂଥିନ୍ଙ୍କ ବଂଶଧର ମାନଙ୍କ ମଧ୍ଯରୁ ଶିମ୍ରି ଓ ୟିଯୂଯଲେ ଥିଲେ। ଆସଫ୍ ବଂଶଧରମାନଙ୍କ ମଧ୍ଯରୁ ଶମଯିଯ ଓ ଉଷିଯଲେ ଥିଲେ।

ପ୍ରଥମ ବଂଶାବଳୀ 23:10
ଶିମିଯିଙ୍କର ଚାରିପୁତ୍ର ଥିଲେ। ସମାନେେ ହେଲେ, ୟହତ୍, ସୀଷ, ୟିଯଶ୍ ଓ ବରୀଯ।

ପ୍ରଥମ ବଂଶାବଳୀ 23:7
ଗେର୍ଶୋନଙ୍କ ବଂଶର ଲାଦନ୍ ଓ ଶିମିଯି।

ପ୍ରଥମ ବଂଶାବଳୀ 4:27
ଶିମଯିଙ୍କର ଷୋହଳ ଜଣ ପୁତ୍ର ଥିଲେ ଓ ଛଅ ଜଣ କନ୍ଯା ଥିଲେ। କିନ୍ତି ଶିମଯିଙ୍କର ଭ୍ରାତାମାନଙ୍କର କୌଣସି ସନ୍ତାନ ସନ୍ତତି ନ ଥିଲେ। ଶିମଯିଙ୍କର ଭ୍ରାତାମାନଙ୍କର କୌଣସି ବଡ଼ ପରିବାର ନ ଥିଲା। ଯିହୁଦାର ଅନ୍ଯାନ୍ଯ ପରିବାରଗୁଡ଼ିକ ପରି ସମାନଙ୍କେର ପରିବାରବର୍ଗ ବଡ଼ ନ ଥିଲା।

ପ୍ରଥମ ବଂଶାବଳୀ 3:19
ପଦାଯଙ୍କର ପୁତ୍ରମାନେ ଥିଲେ ସରୁଦ୍ଦାବଲେ ଓ ଶିମିଯି। ସରୁବ୍ବାବିଲଙ୍କର ପୁତ୍ରମାନେ ଥିଲେ ମଶୂଲ୍ଲମ ଓ ହନାନିଯ। ଶ ଲୋମୀତ ସମାନଙ୍କେର ଭଉଣୀ ଥିଲେ।

ପ୍ରଥମ ରାଜାବଳୀ 1:8
ମାତ୍ର ସାଦୋକ ଯାଜକ, ଯିହାୟୋଦାରଦାର ପୁତ୍ର ବନାଯ, ନାଥନ ଭବିଷ୍ଯଦ୍ବକ୍ତା, ଶିମିଯି, ରଯେି ଓ ଦାଉଦଙ୍କର ସ୍ବତନ୍ତ୍ର ପ୍ରହପୀଗଣ ଅଦୋନିଯଙ୍କୁ ସମର୍ଥନ କରି ନ ଥିଲେ। ସମାନେେ ଦାଉଦଙ୍କର ବିଶ୍ବସ୍ତ ଥିଲେ।

ଦିତୀୟ ଶାମୁୟେଲ 16:5
ଦାଉଦ ବହକ୍ସ୍ଟରୀମକକ୍ସ୍ଟ ଗଲେ, ସଠାେରେ ଦେଖିଲେ ଶାଉଲ ବଂଶର ଏକ ବ୍ଯକ୍ତି ସଠାେରକ୍ସ୍ଟ ବାହାରି ଆସିଲା, ତା'ର ନାମ ଥିଲା ଶିମିଯି। ସେ ଥିଲା ଗରୋର ପକ୍ସ୍ଟତ୍ର, ସେ ବାହାରି ଆସିବା ସମୟରେ ଦାଉଦଙ୍କକ୍ସ୍ଟ ଗାଳି ଦେଉଥିଲା। ଏବଂ ଦାଉଦଙ୍କ ବିଷଯ ରେ ଗାଳି କରି କରି ବାହାରକ୍ସ୍ଟ ଥିଲା।

ଗଣନା ପୁସ୍ତକ 3:1
ସହେିଦିନ ସୀନଯ ପର୍ବତ ରେ ସଦାପ୍ରଭୁ ମାଶାଙ୍କେ ସଙ୍ଗେ କଥା ହେଲେ, ହାରୋଣ ଓ ମାଶାଙ୍କେର ବଂଶାବଳୀ ଏହି।

ମଲାଖୀ 2:4
ତାହା ହେଲେ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ଏହି ଆଜ୍ଞା ତୁମ୍ଭମାନଙ୍କୁ ପଠାଇଲୁ। ଆମ୍ଭେ ଏହା କଲୁ ଯାହାଦ୍ବରା ଲବେୀମାନଙ୍କ ସହିତ ଆମ୍ଭର ନିଯମ ଗ୍ଭଲୁ ରହିବ। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହିଥିଲେ।