Base Word
בֶּטַח
Short Definitionproperly, a place of refuge; abstract, safety, both the fact (security) and the feeling (trust); often (adverb with or without preposition) safely
Long Definitionsecurity, safety
Derivationfrom H0982
International Phonetic Alphabetbɛˈt̪’ɑħ
IPA modbɛˈtɑχ
Syllablebeṭaḥ
Dictionbeh-TA
Diction Modbeh-TAHK
Usageassurance, boldly, (without) care(-less), confidence, hope, safe(-ly, -ty), secure, surely
Part of speechn-m

ଆଦି ପୁସ୍ତକ 34:25
ତିନିଦିନ ପରେ, ସଇେ ସ୍ଥାନର ଲୋକମାନେ ସୁନ୍ନତ ଯୋଗୁଁ କଷ୍ଟ ରେ ଥିଲେ। ଯାକୁବର ଦୁଇପୁତ୍ର ଶିମିୟୋନ ଓ ଲବେୀ, ତାଙ୍କର ଖଡ୍ଗ ନେଲେ ଏବଂ ସହେି ନଗରର ନିର୍ଭୟ ରେ ପ୍ରେତ୍ୟକକ ପୁରୁଷମାନଙ୍କୁ ମାରି ଦେଲେ।

ଲେବୀୟ ପୁସ୍ତକ 25:18
ଆମ୍ଭର ବ୍ଯବସ୍ଥା ଅନୁସାରେ ଆଚରଣ କରିବ ଓ ଆମ୍ଭର ଶାସନ ସକଳ ମାନିବ ଓ ପାଳନ କରିବ। ତାହା ହେଲେ ତୁମ୍ଭମାନେେ ଦେଶ ରେ ନିର୍ଭୟ ରେ ବାସ କରିପାରିବ।

ଲେବୀୟ ପୁସ୍ତକ 25:19
ପୁଣି ଭୁମି ରେ ପ୍ରଚୁର ଶସ୍ଯ ଉତ୍ପନ୍ନ ହବେ। ତୁମ୍ଭମାନେେ ତୃପ୍ତି ରେ ଭୋଜନ କରିବ ଓ ଦେଶ ରେ ନିର୍ଭୟ ରେ ବାସ କରିବ।

ଲେବୀୟ ପୁସ୍ତକ 26:5
ଆଉ ତୁମ୍ଭମାନଙ୍କର ଶସ୍ଯମର୍ଦ୍ଦନ କାଳ ଦ୍ରାକ୍ଷାସଂଗ୍ରହକାଳ ପର୍ୟ୍ଯନ୍ତ ଗ୍ଭଲିବ ଓ ଦ୍ରାକ୍ଷାସଂଗ୍ରହ କାଳ ବୀଜବପନ କାଳ ପର୍ୟ୍ଯନ୍ତ ଲାଗିବ, ପୁଣି ତୁମ୍ଭମାନେେ ତୃପ୍ତ ହବୋ ପର୍ୟ୍ଯନ୍ତ ଅନ୍ନ ଭୋଜନ କରିବ ଓ ନିରାପଦ ରେ ଆପଣା ଦେଶ ରେ ବାସ କରିବ।

ଦିତୀୟ ବିବରଣ 12:10
କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ଯେଉଁ ଦେଶ ତୁମ୍ଭମାନଙ୍କୁ ଅଧିକାର କରାଇବେ, ସଠାେକକ୍ସ୍ଟ ତୁମ୍ଭମାନେେ ଯେତବେେଳେ ୟର୍ଦ୍ଦନ ପାର ହାଇେ ୟିବ ଓ ସଠାେରେ ପହଞ୍ଚିବ। ସେ ତୁମ୍ଭମାନଙ୍କ ଚତକ୍ସ୍ଟର୍ଦ୍ଦିଗସ୍ତ ସମସ୍ତ ଶତୃଗଣଠାରକ୍ସ୍ଟ ତୁମ୍ଭମାନଙ୍କୁ ବିଶ୍ରାମ ଦବେେ, ଏବଂ ତୁମ୍ଭମାନେେ ନିର୍ଭୟ ରେ ବାସ କରିବ।

ଦିତୀୟ ବିବରଣ 33:12
ମାଶାେ ବିନ୍ଯାମୀନଙ୍କ ବିଷଯ ରେ କହିଲେ, ସଦାପ୍ରଭୁଙ୍କର ପ୍ରିଯ ଲୋକେ ବିନ୍ଯାମୀନଙ୍କ ନିକଟରେ ନିର୍ଭୟ ରେ ବାସ କରିବ। ସେ ସର୍ବଦା ତାଙ୍କୁ ଆବୋରି ରଖନ୍ତି ଓ ସେ ତାହାର କାନ୍ଧଦ୍ବଯ ମଧିଅରେ ବାସ କରନ୍ତି।

ଦିତୀୟ ବିବରଣ 33:28
ତେଣୁ ଇଶ୍ରାୟେଲୀୟମାନେ ନିରାପଦ ରେ ବାସ କରିପାରିବେ। ୟାକକ୍ସ୍ଟବର ନିର୍ଝର ଏକାକୀ ଶସ୍ଯ ଓ ଦ୍ରାକ୍ଷାରସ ମଯ ଦେଶ ରେ ବାସ କଲା। ତାଙ୍କର ଆକାଶ ଶିଶିର ଝରାଏ।

ବିଚାରକର୍ତାମାନଙ୍କ ବିବରଣ 8:11
ଏହାପରେ ଗିଦ୍ଦିୟୋନ ନୋବହ ଓ ୟଗ୍ ବିହର ସହରଗକ୍ସ୍ଟଡିକ ପୂର୍ବ ଦିଗ ରେ ତମ୍ବୁ ନିବାସୀମାନଙ୍କ ପଥଦଇେ ଗଲେ। ସେ କାରକ ନଗର ରେ ପହନ୍ଚିଲେ ଏବଂ ଶତୃ ଛାଉଣୀକକ୍ସ୍ଟ ଆକ୍ରମଣ କଲେ। ଯେତବେେଳେ ସମାନେେ ଆକ୍ରମଣକକ୍ସ୍ଟ ଆଶା କରିନଥିଲେ।

ବିଚାରକର୍ତାମାନଙ୍କ ବିବରଣ 18:7
ଏହାପରେ ସହେି ପାଞ୍ଚଜଣ ପ୍ରସ୍ଥାନ କରି ଲଯିଶ ରେ ପହନ୍ଚିଲେ। ସଠାେରେ ସମାନେେ ଦେଖିଲେ, ସୀଦୋନୀଯମାନଙ୍କ ଶାସନ ରେ ଲୋକମାନେ କିପରି ନିରାପଦ ରେ ରହକ୍ସ୍ଟଥିଲେ। ସହେି ଦେଶ ରେ ଶାନ୍ତି ଥିଲା, ସମାନଙ୍କେର ସବୁକିଛି ୟଥେଷ୍ଟ ଥିଲା। ସଠାେରେ ଅତ୍ଯାଗ୍ଭରୀ ଶାସକ ନଥିଲେ। ଆଉ ସମାନେେ ସୀଦୋନଠାରକ୍ସ୍ଟ ଦୂର ରେ ଥିଲେ ଓ ଅନ୍ୟ କାହାରି ସହିତ ସମାନଙ୍କେର ସଐର୍କ ନ ଥିଲା।

ପ୍ରଥମ ଶାମୁୟେଲ 12:11
ସଦାପ୍ରଭୁ ତୁମ୍ଭମାନଙ୍କୁ ୟିରକ୍ସ୍ଟଦ୍ଦାଲକକ୍ସ୍ଟ, ବଦାନ୍କକ୍ସ୍ଟ, ୟିଲ୍ଗହକକ୍ସ୍ଟ ଓ ଶାମୁୟେଲଙ୍କୁ ପଠାଇ ଚତକ୍ସ୍ଟର୍ଦ୍ଦିଗ ରେ ଥିବା ତକ୍ସ୍ଟମ୍ଭ ଶତୃମାନଙ୍କ କବଳରକ୍ସ୍ଟ ତୁମ୍ଭମାନଙ୍କୁ ରକ୍ଷା କଲେ। ତହିଁରେ ତୁମ୍ଭମାନେେ ନିର୍ଭୟ ରେ ବାସ କଲ।

Occurences : 42

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்