Base Word
בָּהַל
Short Definitionto tremble inwardly (or palpitate), i.e., (figuratively) be (causative, make) (suddenly) alarmed or agitated; by implication to hasten anxiously
Long Definitionto disturb, alarm, terrify, hurry, be disturbed, be anxious, be afraid, be hurried, be nervous
Derivationa primitive root
International Phonetic Alphabetbɔːˈhɑl
IPA modbɑːˈhɑl
Syllablebāhal
Dictionbaw-HAHL
Diction Modba-HAHL
Usagebe (make) affrighted (afraid, amazed, dismayed, rash), (be, get, make) haste(-n, -y, -ily), (give) speedy(-ily), thrust out, trouble, vex
Part of speechv

ଆଦି ପୁସ୍ତକ 45:3
ଯୋଷଫେ ତାଙ୍କର ଭାଇମାନଙ୍କୁ କହିଲେ, ମୁଁ ତୁମ୍ଭର ଭାଇ ଯୋଷଫେ ଅଟେ। ମାରେ ପିତା କୁଶଳ ରେ ତ? କିନ୍ତୁ ତାଙ୍କ ଭାଇମାନେ କିଛି ଉତ୍ତର ଦେଲେ ନାହିଁ, କାରଣ ସମାନେେ ଭୟ କରୁଥିଲେ।

ଯାତ୍ରା ପୁସ୍ତକ 15:15
ଇଦୋମର ନେତାଗଣ ଭୟ ରେ ଥରିଲେ। ମାଯାେବର ସାହସୀ ଓ ଶକ୍ତିଶାଳୀ ଲୋକମାନେ ମଧ୍ଯ ଭୟ ରେ ଥରିଲେ। କିଣାନୀଯମାନେ ସମାନଙ୍କେର ସାହସ ହରାଇଲେ।

ବିଚାରକର୍ତାମାନଙ୍କ ବିବରଣ 20:41
ଏହାପରେ ଇଶ୍ରାୟେଲୀୟ ସୈନ୍ଯମାନେ ଦୌଡା ବନ୍ଦ କରି ଦେଲେ। ସମାନେେ ସମସ୍ତେ ୟକ୍ସ୍ଟଦ୍ଧ କରିବା ପାଇଁ ଏକତ୍ରୀତ ହାଇଗେଲେ। ବିନ୍ଯାମୀନର ସୈନ୍ଯମାନେ ଭୟଭୀଯ ହାଇଗେଲେ। ସମାନେେ ଅନକ୍ସ୍ଟଭବ କଲେ ଯେ, ଏକ ଭୟଙ୍କର ବିପଦ ସମାନଙ୍କେ ଉପରକକ୍ସ୍ଟ ଆସକ୍ସ୍ଟଅଛି।

ପ୍ରଥମ ଶାମୁୟେଲ 28:21
ସହେି ସ୍ତ୍ରୀ ଲୋକଟି ଶାଉଲଙ୍କ ନିକଟକକ୍ସ୍ଟ ଆସି ଦେଖିଲା ଯେ, ସେ ଅତି ଭୟଭୀତ ଥିଲା। ସେ କହିଲା, ଦେଖ, ମୁ ତୁମ୍ଭର ଦାସୀ ମୁ ତୁମ୍ଭକୁ ସମ୍ମାନ କରୁଛି। ମୁ ମାରେ ଜୀବନକକ୍ସ୍ଟ ସଙ୍କଟାପୂର୍ଣ କରି ତୁମ୍ଭେ ଯାହା କହିଲି, ମୁ ତାହା କଲି।

ଦିତୀୟ ଶାମୁୟେଲ 4:1
ଶାଉଲର ପକ୍ସ୍ଟତ୍ର ଈଶ୍ବୋତ୍ ଶୁଣିବାକୁ ପାଇଲେ ଯେ ଅବନ୍ର ହିବ୍ରୋଣ ରେ ମୃତକ୍ସ୍ଟ୍ଯବରଣ କରିଛି। ଈଶ୍ବୋତ୍ ଓ ତାଙ୍କର ସମସ୍ତ ଲୋକ ଭୟଭୀତ ହାଇପଡେିଲେ।

ଦିତୀୟ ବଂଶାବଳୀ 26:20
ପ୍ରଧାନ ଯାଜକ ଅସରିଯ ଓ ଅନ୍ୟ ସମସ୍ତ ଯାଜକମାନେ ଉଷିୟଙ୍କ ପ୍ରତି ଅନାଇଲେ। ସମାନେେ ତାଙ୍କ କପାଳ ରେ କୁଷ୍ଠରୋଗର ଚିହ୍ନ ଦେଖିବାକୁ ପାଇଲେ। ଏଣୁ ଯାଜକମାନେ ଅତିଶୀଘ୍ର ଉଷିୟଙ୍କୁ ବଳପୂର୍ବକ ମନ୍ଦିରରୁ ବାହାର କରି ଦେଲେ। ଉଷିୟ ନିଜେ ତରତର ହାଇେ ବାହାରି ଗଲେ, କାରଣ ସଦାପ୍ରଭୁ ତାହାଙ୍କୁ ଦଣ୍ଡିତ କରିଥିଲେ।

ଦିତୀୟ ବଂଶାବଳୀ 32:18
ଏହାପରେ ଅଶୂରର ରାଜାର ଭୃତ୍ଯମାନେ ୟିରୁଶାଲମର ପ୍ରାଚୀର ଉପରେ ଥିବା ଲୋକମାନଙ୍କୁ ଉଚ୍ଚସ୍ବର ରେ ଡାକିଲେ। ସହେି ଭୃତ୍ଯମାନେ ୟିରୁଶାଲମର ଲୋକମାନଙ୍କୁ ଭୟଭୀତ କରାଇବା ନିମନ୍ତେ ଏହିପରି କଲେ। ସମାନେେ ଯେପରି ୟିରୁଶାଲମ ନଗରକୁ ହସ୍ତଗତ କରିପାରନ୍ତି, ସେଥିନିମନ୍ତେ ସହେିସବୁ କଥା କହିଲେ।

ଦିତୀୟ ବଂଶାବଳୀ 35:21
କିନ୍ତୁ ନଖୋ, ଯୋଶିୟଯଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପଠାଇଲେ। ସମାନେେ କହିଲେ ଯିହୁଦାର ରାଜା, ଏହି ୟୁଦ୍ଧ ତୁମ୍ଭର ସମସ୍ଯା ନୁହେଁ। ମୁଁ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସି ନାହିଁ। ମୁଁ ମାରେ ନିଜ ଶତ୍ରୁମାନଙ୍କ ସହିତ ୟୁଦ୍ଧ କରିବାକୁ ଆସିଅଛି। ପରମେଶ୍ବର ମାେତେ ତ୍ବରାନ୍ବିତ କଲେ। ପରମେଶ୍ବର ମାରେ ସପକ୍ଷ ରେ ଅଛନ୍ତି। ତେଣୁ ମାେତେ ହଇରାଣ କର ନାହିଁ। ଯଦି ତୁମ୍ଭେ ମାେ' ବିରୁଦ୍ଧ ରେ ୟୁଦ୍ଧ କର, ପରମେଶ୍ବର ତୁମ୍ଭକୁ ବିନଷ୍ଟ କରିବେ।

ଏଷ୍ଟର ବିବରଣ 2:9
ଏଥି ରେ ଏହି ୟୁବତୀ ହଗଯରେ ତୁଷ୍ଟିଜନକ ହାଇେ ତାହାଠାରୁ ଅନୁଗ୍ରହ ପାଇଲା। ଏଣୁ ସେ ଶୀଘ୍ର ତାକୁ ରାଜଗୃହରୁ ମନୋନୀତ ସାତଜଣ ଦାସୀଙ୍କ ସହିତ ସମସ୍ତ ଅଂଶ ପ୍ରସାଧନ ଏବଂ ତା'ର ଭାଗ ଖାଦ୍ୟ ଦିଆଗଲା। ଆଉ ସେ ତାକୁ ତାହାର ଦାସୀଗଣ ସହିତ ଅନ୍ତଃପୁରର ସର୍ବୋତ୍ତମ ସ୍ଥାନ ରେ ବାସ କରାଇଲା।

ଏଷ୍ଟର ବିବରଣ 6:14
ସମାନେେ ତାହା ସହିତ ଏହିପରି କଥାବାର୍ତ୍ତା କରୁ କରୁ ରାଜ-ନଫୁସକମାନେ ଆସି ଏଷ୍ଟରର ପ୍ରସ୍ତୁତ ଭୋଜିକୁ ହାମନକୁ ନବୋ ପାଇଁ ଚଞ୍ଚଳ ହେଲେ।

Occurences : 37

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்