Base Word
תַּרְבִּית
Short Definitionmultiplication, i.e., percentage or bonus in addition to principal
Long Definitionincrement, usury, interest, bonus
Derivationfrom H7235
International Phonetic Alphabett̪ɑrˈbɪi̯t̪
IPA modtɑʁˈbiːt
Syllabletarbît
Dictiontahr-BEET
Diction Modtahr-BEET
Usageincrease, unjust gain
Part of speechn-f

ଲେବୀୟ ପୁସ୍ତକ 25:36
ତୁମ୍ଭେ ତା'ଠାରୁ ଋଣ ବାବଦ ରେ କୌଣସି ସୁଧ ନବେ ନାହିଁ। ମାତ୍ର ଆପଣା ପରମେଶ୍ବରଙ୍କୁ ଭୟ କର ଏବଂ ତୁମ୍ଭର ଭାଇକୁ ତୁମ୍ଭ ସହିତ ଜୀବନଧାରଣ କରିବାକୁ ଦିଅ।

ହିତୋପଦେଶ 28:8
ଯେଉଁମାନେ ସୁଧ ଓ ବୁଦ୍ଧିଦ୍ବାରା ଆପଣା ସମ୍ପତ୍ତି ବୃଦ୍ଧି କରନ୍ତି, ସମାନେେ ଦୀନହୀନ ପାଇଁ ଦୟା କରିବା ପାଇଁ ତାହା ସଞ୍ଚଯ କରନ୍ତି।

ଯିହିଜିକଲ 18:8
ସେ ଋଣ ଦଇେ ସୁଧ ନଇେ ନାହିଁ କିମ୍ବା ସୁଧ ଦାବି କରି ନାହିଁ। ସେ ମନ୍ଦରୁ ଦୂର ରେ ରହେ ଏବଂ ସମସ୍ତଙ୍କୁ ଉତ୍ତମ ବ୍ଯବହାର କରେ।

ଯିହିଜିକଲ 18:13
ଏବଂ ଘୃଣ୍ଯ କର୍ମ କରେ, ଋଣ ଦଇେ ସୁଧ ଆଦାଯ କରେ, ସେ ବଞ୍ଚିବ କି ? ନିଶ୍ଚିତ ଭାବରେ ନୁହେଁ। ସେ ନିଶ୍ଚିତ ଭାବରେ ମରିବ କାରଣ ସେ ସବୁ ଘୃଣ୍ଯ କାର୍ୟ୍ଯ କରେ। ଏବଂ ସେ ତା'ର ନିଜର ମୃତ୍ଯୁ ପାଇଁ ଦାଯୀ ରହିବ।

ଯିହିଜିକଲ 18:17
ସେ ଦୀନଦରିଦ୍ରକୁ ସାହାୟ୍ଯ କରେ, ସୁଧ ନ ନଇେ ଲୋକଙ୍କୁ ସେ ଯଦି ଋଣ ଦିଏ, ଆଉ ଆମ୍ଭର ଶାସନ ସକଳ ବିଧି ଅନୁସରଣ କରେ ଓ ମାରେନୀତି ନିଯମ ଅନୁସାରେ ଜୀବନ ଧାରଣ କରେ, ସେ ଆପଣା ପିତାର ପାପ ସକାେଶ ମରିବ ନାହିଁ, ସେ ନିଶ୍ଚଯ ବଞ୍ଚିବ।

ଯିହିଜିକଲ 22:12
'ତୁମ୍ଭମାନଙ୍କ ମଧିଅରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନଇେଛନ୍ତି। ତୁମ୍ଭେ ସୁଧ ନଇେ ଋଣ ଦଇେଅଛ ଏବଂ ତୁମ୍ଭେ ଲୋଭ ରେ ଉପଦ୍ରବ କରି ଆପଣା ପ୍ରତିବେଶୀଠାରୁ ଲାଭ ନଇେଅଛ। ତୁମ୍ଭେ ମାେତେ ପାଶୋରି ୟାଇଅଛ।' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்