Base Word
אַתּוּק
Short Definitiona ledge or offset in a building
Long Definitiongallery, porch
Derivationor אַתִּיק; from H5423 in the sense of decreasing
International Phonetic Alphabetʔɑt̪̚ˈt̪uːk’
IPA modʔɑˈtuk
Syllableʾattûq
Dictionat-TOOK
Diction Modah-TOOK
Usagegallery
Part of speechn-m

ଯିହିଜିକଲ 41:15
ତା'ପ ରେ ସେ ମନ୍ଦିର ସମ୍ମୁଖ ରେ ନିଷେଦ୍ଧାଞ୍ଚଳକୁ ମାପିଲେ। ଏହା ଗୋଟିଏ କାନ୍ଥରୁ ଅନ୍ୟ କାନ୍ଥକୁ 100 ହାତ ଥିଲା।

ଯିହିଜିକଲ 41:16
କାଷ୍ଠ ଆଚ୍ଛାଦିତ ଦ୍ବାରର ସମ୍ମୁଖ ସ୍ଥାନ, ବନ୍ଦ ଜଳାକବାଟି ସବୁ, ଦ୍ବାର ସମ୍ମୁଖ ସ୍ଥାନର ନିକଟସ୍ଥ ତିନି ମହଲାର ଚତୁର୍ଦ୍ଦିଗର ଅପ୍ରଶସ୍ତ ବାରଣ୍ଡାସବୁ ଓ ଭୂମିଠାରୁ ଜଳାକବାଟି ପର୍ୟ୍ଯନ୍ତ ସବୁଗୁଡ଼ିକୁ ମାପିଲେ।

ଯିହିଜିକଲ 42:3
ଭିତର ପ୍ରାଙ୍ଗଣ ରେ କୋଡ଼ିଏ ହାତ ସମ୍ମୁଖ ରେ ଓ ବାହାର ପ୍ରାଙ୍ଗଣର ମନ୍ଦିର ସମ୍ମୁଖ ରେ ତୃତୀୟ ମହଲା ରେ ଲଗାଲଗି ହାଇେ ଅପ୍ରଶସ୍ତ ବାରଣ୍ଡା ଥିଲା।

ଯିହିଜିକଲ 42:3
ଭିତର ପ୍ରାଙ୍ଗଣ ରେ କୋଡ଼ିଏ ହାତ ସମ୍ମୁଖ ରେ ଓ ବାହାର ପ୍ରାଙ୍ଗଣର ମନ୍ଦିର ସମ୍ମୁଖ ରେ ତୃତୀୟ ମହଲା ରେ ଲଗାଲଗି ହାଇେ ଅପ୍ରଶସ୍ତ ବାରଣ୍ଡା ଥିଲା।

ଯିହିଜିକଲ 42:5
ଉପରିସ୍ଥ କଠାେରୀଗୁଡ଼ିକ େଛାଟ ଥିଲା। କାରଣ ପ୍ରାସାଦର ଅଧଃସ୍ଥିତ ଓ ମଧ୍ଯସ୍ଥିତ କଠାେରୀ ଅପେକ୍ଷା ଅପ୍ରଶସ୍ତ ବାରଣ୍ଡାସବୁ ତହିଁରୁ ଅଧିକ ସ୍ଥାନ ନଇେଥିଲା। କାରଣ ତାହା ତିନି ମହଲା ଥିଲା। ଆଉ ବାହାର ପ୍ରାଙ୍ଗଣର ସ୍ତମ୍ଭ ପରି ସେସବୁ ରେ ସ୍ତମ୍ଭ ନ ଥିଲା।

Occurences : 5

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்