Base Word
אַבְרָהָם
Short DefinitionAbraham, the later name of Abram
Long Definitionfriend of God and founder of Hebrew nation via God's elective covenant
Derivationcontracted from H0001 and an unused root (probably meaning to be populous); father of a multitude
International Phonetic Alphabetʔɑb.rɔːˈhɔːm
IPA modʔɑv.ʁɑːˈhɑːm
Syllableʾabrāhām
Dictionab-raw-HAWM
Diction Modav-ra-HAHM
UsageAbraham
Part of speechn-pr-m

ଆଦି ପୁସ୍ତକ 17:5
ମୁଁ ତୁମ୍ଭର ନାମ ପରିବର୍ତ୍ତନ କରି ଦବେି। ତୁମ୍ଭର ନାମ ଅବ୍ରାମ ରହିବ ନାହିଁ। ତୁମ୍ଭର ନାମ ଅବ୍ରହାମ ରହିବ। ମୁଁ ତୁମ୍ଭକୁ ଏପରି ନାମ ଦବେି କାରଣ ମୁଁ ତୁମ୍ଭକୁ ଅନକେ ଜାତିଗଣର ଜନକ କରିବି।

ଆଦି ପୁସ୍ତକ 17:9
ଏବଂ ପରମେଶ୍ବର ଅବ୍ରହାମଙ୍କୁ କହିଲେ, ବର୍ତ୍ତମାନ ଏହା ତୁମ୍ଭର ଚୁକ୍ତିର ଏକ ଅଂଶ।ତୁମ୍ଭେ ତୁମ୍ଭର ବଂଶ ଆମ୍ଭର ଚୁକ୍ତିକୁ ମାନି ଚଳିବ।

ଆଦି ପୁସ୍ତକ 17:15
ପରମେଶ୍ବର ଅବ୍ରହାମଙ୍କୁ କହିଲେ, ମୁଁ ତୁମ୍ଭ ସ୍ତ୍ରୀ ସାରୀର ଏକ ନୂତନ ନାମକରଣ କରିବି। ତାଙ୍କର ନୂତନ ନାମ ସାରା ହବେ।

ଆଦି ପୁସ୍ତକ 17:17
ଅବ୍ରାମ ମୁହଁ ତଳକୁ କରି ଭୂମିରେ ପଡ଼ିଲେ ଓ ହସିଲେ। ସେ ନିଜକୁ କହିଲେ, କଣ ଜଣେ 100 ବର୍ଷର ଲୋକ କୌଣସି ସ୍ତ୍ରୀକୁ ଗର୍ଭବତୀ କରାଇପାରିବ? କଣ ସାରା ନବେ ବର୍ଷ ରେ ପିଲା ଧାରଣ କରିପାରିବ?

ଆଦି ପୁସ୍ତକ 17:18
ଏହାପରେ ଅବ୍ରହାମ ପରମେଶ୍ବରଙ୍କୁ କହିଲେ, ମୁଁ ଇଛାକରୁଛି ଯେ, ତୁମ୍ଭେ ଇଶ୍ମାଯଲକେୁ ଅନୁଗ୍ରହ କରିବ।

ଆଦି ପୁସ୍ତକ 17:22
ପରମେଶ୍ବର ଅବ୍ରହାମଙ୍କ ସହିତ କଥା ହାଇେ ସାରିବାପରେ ସ୍ବର୍ଗକୁ ଚାଲି ଗଲେ।

ଆଦି ପୁସ୍ତକ 17:23
ତା'ପରେ ଠିକ୍ ସହେିଦିନ ଅବ୍ରହାମ ଇଶ୍ମାଯଲେ ଓ ତାଙ୍କର ସମସ୍ତ ସବେକଗଣଙ୍କୁ ଏବଂ ଦାସଗଣଙ୍କୁ ଏକତ୍ରୀତ କଲେ। ଅବ୍ରହାମ ମଧ୍ଯ କ୍ରିତଦାସମାନଙ୍କୁ ଏକତ୍ରୀତ କଲେ। ଅବ୍ରହାମ ପରିବାରର ସମସ୍ତ ପୁରୁଷଗଣ ଏକତ୍ରିତ ହେଲେ। ଏବଂ ସମସ୍ତେ ସୁନ୍ନତ ହେଲେ। ପରମେଶ୍ବରଙ୍କ ବାକ୍ଯାନୁସା ରେ ଅବ୍ରହାମ ସମାନଙ୍କେୁ ସୁନ୍ନତ କରାଇଲେ।

ଆଦି ପୁସ୍ତକ 17:23
ତା'ପରେ ଠିକ୍ ସହେିଦିନ ଅବ୍ରହାମ ଇଶ୍ମାଯଲେ ଓ ତାଙ୍କର ସମସ୍ତ ସବେକଗଣଙ୍କୁ ଏବଂ ଦାସଗଣଙ୍କୁ ଏକତ୍ରୀତ କଲେ। ଅବ୍ରହାମ ମଧ୍ଯ କ୍ରିତଦାସମାନଙ୍କୁ ଏକତ୍ରୀତ କଲେ। ଅବ୍ରହାମ ପରିବାରର ସମସ୍ତ ପୁରୁଷଗଣ ଏକତ୍ରିତ ହେଲେ। ଏବଂ ସମସ୍ତେ ସୁନ୍ନତ ହେଲେ। ପରମେଶ୍ବରଙ୍କ ବାକ୍ଯାନୁସା ରେ ଅବ୍ରହାମ ସମାନଙ୍କେୁ ସୁନ୍ନତ କରାଇଲେ।

ଆଦି ପୁସ୍ତକ 17:24
ଅବ୍ରହାମ ଅନେଶ୍ବତ ବର୍ଷ ବଯସ ରେ ସୁନ୍ନତ ହେଲେ।

ଆଦି ପୁସ୍ତକ 17:26
ଅବ୍ରହାମ ଏବଂ ତାଙ୍କର ପୁତ୍ର ଇଶ୍ମାଯଲେ ସହେି ଗୋଟିଏ ଦିନ ରେ ସୁନ୍ନତ ହେଲେ।

Occurences : 175

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்