Base Word
תַּיִשׁ
Short Definitiona buck or he-goat (as given to butting)
Long Definitionhe-goat
Derivationfrom an unused root meaning to butt
International Phonetic Alphabett̪ɑˈjɪʃ
IPA modtɑˈjiʃ
Syllabletayiš
Dictionta-YISH
Diction Modta-YEESH
Usagehe goat
Part of speechn-m

ଆଦି ପୁସ୍ତକ 30:35
ସହେିଦିନ ଲାବନ ବିନ୍ଦୁ ଚିହ୍ନିତ ଛାଗଳନମାନଙ୍କୁ ଲୁଚାଇ ଦଲୋ। ଏବଂ ଚିତ୍ର ବିଚିତ୍ର ଛାଗ ସବୁକୁ ଲୁଚାଇ ଦଲୋ। ଲାବନ ସମସ୍ତ ମାଟିଆ ବର୍ଣ୍ଣ ମଷଗେଣକୁ ସେ ତା'ର ପୁତ୍ରମାନଙ୍କୁ ଯତ୍ନ ନବୋକୁ ଦଲୋ।

ଆଦି ପୁସ୍ତକ 32:14
ଯାକୁବ ଦୁଇଶହ ମାଈଛଳେି କୋଡ଼ିଏଟି ଛଳେି, ଦୁଇଶହ ମାଈମେଣ୍ଢା ଓ କୋଡ଼ିଏଟି ଅଣ୍ଡିରା ମେଣ୍ଢା ଦବୋକୁ ସ୍ଥିର କଲା।

ଦିତୀୟ ବଂଶାବଳୀ 17:11
କେତକେ ପଲେଷ୍ଟୀୟ ଲୋକ ଯିହାଶାଫେଟ୍ଙ୍କ ନିମନ୍ତେ ଉପହାରମାନ ଆଣିଲେ। ଆହୁରି ମଧ୍ଯ ସମାନେେ ୟିହୋଶାଫଟ୍ଙ୍କ ନିମନ୍ତେ ରୂପା ଆଣିଲେ। କେତକେ ଆରବୀଯ ଲୋକ ଯିହାଶାଫେଟ୍ଙ୍କ ନିମନ୍ତେ ପଶୁପଲ ଭଟେୀ ସ୍ବରୂପେ ଆଣିଲେ। ସମାନେେ ତାଙ୍କୁ 7,700 ଗୋଟି ଛଳେି ଓ 7,700 ଗୋଟି ମେଣ୍ଢା ଦେଲେ।

ହିତୋପଦେଶ 30:31
ୟୁଦ୍ଧାଶ୍ବ, ଛାଗ ଓ ରାଜା ଯାହା ବିରୁଦ୍ଧ ରେ କହେି ଉେଠ ନାହିଁ।

Occurences : 4

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்