Base Word
תַּחְתּוֹן
Short Definitionbottommost
Long Definitionlower, lowest, nether
Derivationor תַּחְתֹּן; from H8478
International Phonetic Alphabett̪ɑħˈt̪on̪
IPA modtɑχˈto̞wn
Syllabletaḥtôn
Dictionta-TONE
Diction Modtahk-TONE
Usagelower(-est), nether(-most)
Part of speecha

ଯିହୋଶୂୟ 16:3
ପଶ୍ଚିମ ରେ ୟଫଲଟେୀଯ ସୀମା ଆଡେ ଓ ନିମ୍ନଗାମୀ ବୈଥୋରୋଣର ସୀମା ଓ ଗଷେର ପର୍ୟ୍ଯନ୍ତ ଗଲା ଓ ତହିଁର ପ୍ରାନ୍ତ ଭାଗ ସମକ୍ସ୍ଟଦ୍ର ରେ ଥିଲା।

ଯିହୋଶୂୟ 18:13
ସଠାେରକ୍ସ୍ଟ ସେ ସୀମା ଦକ୍ଷିଣ ଆଡେ ଲୃସ(ବୈଥଲେ)ପର୍ୟ୍ଯନ୍ତ ଗଲା। ଏହାପରେ ନିଚସ୍ଥ ବୈଥୋରୋଣର ଦକ୍ଷିଣସ୍ଥ ପର୍ବତ ଦଇେ ଅଟାରୋତ୍ ଅଦ୍ଦର ଆଡକକ୍ସ୍ଟ ଗଲା।

ପ୍ରଥମ ରାଜାବଳୀ 6:6
କଠାେରୀଗୁଡିକ ମନ୍ଦିରର କାନ୍ଥକୁ ଲାଗିଥିଲା। କିନ୍ତୁ ସଗେୁଡିକର କଢିକାଠଗୁଡିକ କାନ୍ଥ ଭିତରକୁ ଲାଗି ନଥିଲା। ସହେି ମନ୍ଦିରର କାନ୍ଥଟି ଉପରକୁ ସରୁ ହାଇେ ୟାଇଥିଲା। କୋଠରୀକୁ ଲାଗିଥିବା କାନ୍ଥଗୁଡିକ ଏହାର ମୂଳ କାନ୍ଥରୁ ସରୁ ଥିଲା। ତଳ ମହଲାର କଠାେରୀଗୁଡିକ ପାଞ୍ଚ ହାତ ଓସାର, ପ୍ରଥମ ମହଲାର କଠାେରୀଗୁଡିକ ଛଅ ହାତ ଓସାର ବିଶିଷ୍ଟ ଓ ଦ୍ବିତୀୟ ମହଲାର କଠାେରୀଗୁଡିକ ସାତ ହାତ ବିଶିଷ୍ଟ ଥିଲା।

ପ୍ରଥମ ରାଜାବଳୀ 9:17
ଶଲୋମନ ଗଷେର ଓ ଅଧଃସ୍ଥିତ ବୈଥୋରୋଣ ନଗର ନିର୍ମାଣ କଲେ।

ପ୍ରଥମ ବଂଶାବଳୀ 7:24
ଇଫ୍ରଯିମଙ୍କ ଝିଅର ନାମ ଥିଲା ଶୀରା। ଶୀରା, ନିମ୍ନତର ବୈଥ୍ହୋରଣ୍ ଓ ଉଚ୍ଚତର ବୈଥ-ହାରେଣ୍, ଏବଂ ନିମ୍ନତର ଉଷନ୍େ ଶୀରା ଓ ଉଚ୍ଚତର ଉଷନେ ଶୀରା ନିର୍ମାଣ କଲା।

ଦିତୀୟ ବଂଶାବଳୀ 8:5
ଶଲୋମନ ଉର୍ଦ୍ଧ୍ବସ୍ଥ ବୈଥ୍ହାରେଣ୍ ଓ ନୀଚ୍ଚସ୍ଥ ବୈଥହାରଣରେ ସହରଗୁଡ଼ିକୁ ଆଉଥରେ ନିର୍ମାଣ କଲେ। ସେ ଏହି ସହରଗୁଡ଼ିକୁ ଦୃଢ଼ ଦୁର୍ଗ ରେ ପରିଣତ କଲେ। ସହେି ସହରଗୁଡ଼ିକରେ ଅତି ସୁଦୃଢ଼ ପ୍ରାଚୀର, ଦ୍ବାର ଓ ଦ୍ବାରଗୁଡ଼ିକରେ ଦୃଢ଼ ଅର୍ଗଳ ଥିଲା।

ଯିଶାଇୟ 22:9
ଦାଉଦ ନଗରର କାନ୍ଥଗୁଡ଼ିକ ଭାଙ୍ଗିବାକୁ ଆରମ୍ଭ କଲା ଓ ତୁମ୍ଭମାନେେ ସହେି ଭଗ୍ନସ୍ଥାନ ଗୁଡ଼ିକ ଦେଖିଲ। ତୁମ୍ଭେ ପୁଷ୍କରିଣୀର ଜଳସବୁ ଏକତ୍ର କରି ତଳକୁ ଆଣିଲ।

ଯିହିଜିକଲ 40:18
ସହେି ଚଟାଣ ଦ୍ବାରର ଦୀର୍ଘତାନୁସା ରେ ପ୍ରଶସ୍ତ ଥିଲା, ଆଉ ସହେି ଚଟାଣ ଦ୍ବାରସବୁର ପାଶର୍‌ବ ରେ ଥିଲା ଓ ଏହା ନିମ୍ନତର ଚଟାଣ।

ଯିହିଜିକଲ 40:19
ତବେେ ସେ ନିମ୍ନତର ଫାଟକର ଭିତର ଭାଗଠାରୁ ଭିତର ପ୍ରାଙ୍ଗଣର ଅଗ୍ରଭାଗ ପର୍ୟ୍ଯନ୍ତ ବାହାର ପ୍ରସ୍ଥ ମାପିଲେ ଓ ତାହା ପୂର୍ବ ଓ ଉତ୍ତର ଦିଗ ରେ 100 ହାତ ଥିଲା।

ଯିହିଜିକଲ 41:7
ପୁଣି ପାଶର୍‌ବସ୍ଥ କଠାେରୀସବୁ ଉଚ୍ଚତା ରେ ମନ୍ଦିରକୁ ବେଷ୍ଟନ କରି ଅଧିକ ପ୍ରଶସ୍ତ ହେଲା। କାରଣ ମନ୍ଦିରର ବେଷ୍ଟନ ଚତୁର୍ଦ୍ଦିଗ ରେ କ୍ରମଶଃ ଅଧିକ ଉଚ୍ଚ ହେଲା। ଏଥିପାଇଁ ଉଚ୍ଚତାର ଅନୁକ୍ରମେ ମନ୍ଦିର ଆହୁରି ଆହୁରି ପ୍ରଶସ୍ତ ହେଲା। ଆଉ ନିମ୍ନତମ କଠାେରୀରୁ ଉଚ୍ଚତମ କଠାେରୀକୁ ୟିବାର ପଥ ମଧ୍ଯମ କୋଠରୀ ଦଇଗେଲା।

Occurences : 13

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்