Base Word
תִּגְלַת פִּלְאֶסֶר
Short DefinitionTiglath-Pileser or Tilgath-pilneser, an Assyryrian king
Long Definitionan Assyrian king who attacked Samaria or northern kingdom of Israel in the reign of Pekah
Derivationor תִּגְלַת פְּלֶסֶר; or תִּלְגַּת פִּלְנְאֶסֶר or תִּלְגַּת פִּלְנֶסֶר; of foreign derivation
International Phonetic Alphabett̪ɪɡˈlɑt̪ pɪl.ʔɛˈsɛr
IPA modtiɡˈlɑt pil.ʔɛˈsɛʁ
Syllabletiglat pilʾeser
Dictiontiɡ-LAHT pil-eh-SER
Diction Modteeɡ-LAHT peel-eh-SER
UsageTiglath-pileser, Tilgath-pilneser
Part of speechn-pr-m

ଦିତୀୟ ରାଜାବଳୀ 15:29
ଇଶ୍ରାୟେଲର ରାଜା ପକହଙ୍କେର ସମୟରେ ଅଶୂରର ରାଜା ତିଗ୍ଲତ-ପିଲଷେର ଆସି ଇୟୋନ, ଆବଲେ-ବୈଥ୍ମାଖା, ୟାନୋହକଦେେଶ, ହାତ୍ସୋର, ଗିଲିଯଦ, ଗାଲୀଲ ଓ ସମୁଦାଯ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା।

ଦିତୀୟ ରାଜାବଳୀ 16:7
ଅଶୂରର ରାଜା ଆହସ୍ ତିଗ୍ଲତ-ପିଲଲଷର ନିକଟକୁ ଦୂତ ପଠାଇ କହିଲଲ, "ମୁଁ ତୁମ୍ଭର ଦାସ ଓ ମୁଁ ତୁମ୍ଭର ପୁତ୍ର ତୁଲ୍ଯ। ଦୟାକରି ଏଠାକୁ ଆସ ଓସମାଲତ ଅରାମର ରାଜାର ଓ ଇଶ୍ରାଲୟଲ ରାଜାର ଆକ୍ରମଣରୁ ରକ୍ଷା କର।"

ଦିତୀୟ ରାଜାବଳୀ 16:10
ରାଜା ଆହାସ୍ ଅଶୂର ରାଜା ତିଗ୍ଲତ-ପିଲଲଷରଙ୍କୁ ଭଲଟିବାକୁ ଦମ୍ମଲଶକ ଗଲଲ ଓ ଦମ୍ଲମଶକଲର ଥିବା ୟଜ୍ଞବଲଦୀସଦଖିଲଲ। ତା'ପଲର ଆହାସ୍ର ରାଜାସସହି ୟଜ୍ଞବଲଦିସର ସକଳ ଶିଳ୍ପକଳା ଅନୁସାଲରସସହିପ୍ରକାର ଆକୃତି ଉରିଯ ଯାଜକ ନିକଟକୁ ପଠାଇଲଲ।

ପ୍ରଥମ ବଂଶାବଳୀ 5:6
ବରୋ ବାଲ୍ଙ୍କ ପୁତ୍ର ଥିଲେ। ଅଶୂର ରାଜା ତିଗଲତ୍ ପିଲନଷେର ବରୋଙ୍କୁ ତାଙ୍କର ଗୃହରୁ ନିର୍ବାସିତ କରି ନଇେ ଗଲେ। ତେଣୁ ବରୋ ଅଶୂର ରାଜାଙ୍କର ବନ୍ଦୀରୂପେ ରହିଲେ। ବରୋ ରୁବନ୍ଙ୍କେ ଗୋଷ୍ଠୀଯର ମୁଖ୍ଯ ଥିଲେ।

ପ୍ରଥମ ବଂଶାବଳୀ 5:26
ତେଣୁ ଇଶ୍ରାୟେଲର ପରମେଶ୍ବର ଅଶୂର ରାଜା ପୂଲର ମନ ରେ ୟୁଦ୍ଧ ନିମନ୍ତେ ୟିବା ପାଇଁ ଉତ୍ତଜେନା ସୃଷ୍ଟି କଲେ। ପୂଲ୍ ଅଶୂର ରାଜା ଥିଲେ। ତେଣୁ ତାଙ୍କୁ ତିଗ୍ଲତ-ପଲନେଷେର ମଧ୍ଯ କୁହାୟାଏ। ସେ ରୂବନେ ଓ ଗାଦ୍ ଗୋଷ୍ଠୀର ମନଃଶିର ଅର୍ଦ୍ଧକେ ଗୋଷ୍ଠୀ ସହିତ ୟୁଦ୍ଧ କଲେ। ସେ ବଳପୂର୍ବକ ସମାନଙ୍କେୁ ଗୃହରୁ ବିତାଡ଼ିତ କଲେ ଓ ବନ୍ଦୀ କରି ନଇଗେଲେ। ପୂଲ ସମାନଙ୍କେୁ ହଲଦ, ହାବୋର, ହାରା ଓ ଗୋଶନ୍ ନଦୀ ନିକଟକୁ ଆଣିଲେ। ସହେିଦିନଠାରୁ ସମାନେେ ସହେି ସ୍ଥାନ ରେ ବାସ କରୁଛନ୍ତି।

ଦିତୀୟ ବଂଶାବଳୀ 28:20
ଅଶୂରୀଯ ରାଜା ତିଲ୍ଗତ-ପିଲ୍ନଷେର ଆସିଲେ ଓ ଆହସ୍ ରାଜାଙ୍କୁ ସାହାୟ୍ଯ କରିବା ପରିବର୍ତେ କଷ୍ଟ ଦେଲେ।

Occurences : 6

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்