Base Word
תָּבוֹר
Short DefinitionTabor, a mountain in Palestine, also a city adjacent
Long Definition(n pr mont) a mountain in the plain of Esdraelon on the north-east edge of the Great Plain (south-west of Galilee) on the board of Issachar, Zebulon, and Naphtali rising abruptly and insulated except for a narrow ridge on the west connecting it to the hills of Nazareth
Derivationfrom a root corresponding to H8406; broken region; perhaps meaning "a stone-quarry" from the root תְּבַר
International Phonetic Alphabett̪ɔːˈbor
IPA modtɑːˈvo̞wʁ
Syllabletābôr
Dictiontaw-BORE
Diction Modta-VORE
UsageTabor
Part of speechn-pr

ଯିହୋଶୂୟ 19:22
ଏସବୁର ସୀମା ତାଙ୍କର ତାବୋର ଶହତ୍ସୀସ୍ ଓ ବୈଥ୍ଶମେଣ ପର୍ୟ୍ଯନ୍ତ ଥିଲା। ୟର୍ଦ୍ଦନ ସମାନଙ୍କେ ସୀମାର ପ୍ରାନ୍ତ ଥିଲା। ଗ୍ରାମ ସମତେ ଏହି ଷୋଳଟି ନଗର ସମାନଙ୍କେର ଅଧିନ ରେ ଥିଲା।

ବିଚାରକର୍ତାମାନଙ୍କ ବିବରଣ 4:6
ଦବୋରା ଏକ ଦୂତ ବାରକ ପାଖକକ୍ସ୍ଟ ପଠାଇଲେ। ସେ ତାଙ୍କୁ ଭଟେିବା ପାଇଁ ଉପଦେଶ ଦେଲେ। ବାରକ ଅବୀନୋଯମର ପକ୍ସ୍ଟତ୍ର ଥିଲେ। ବାରକ ନଲ୍ଗାଲି ସହର ରେ କଦେଶ ରେ ବାସ କରୁଥିଲେ। ଦବୋରା ବାରକକକ୍ସ୍ଟ କହିଲେ, ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବର ତୁମ୍ଭକୁ ନିର୍ଦ୍ଦେଶ ଦିଅନ୍ତି, 'ନଲ୍ଗାଲି ପରିବାରବର୍ଗ ଏବଂ ସବୂଲୂନର 10 ,000 ଲୋକଙ୍କକ୍ସ୍ଟ ଏକତ୍ରୀତ କର ଓ ସମାନଙ୍କେୁ ତାବୋର ପର୍ବତକକ୍ସ୍ଟ ଆଗଇେ ନିଅ।

ବିଚାରକର୍ତାମାନଙ୍କ ବିବରଣ 4:12
କହେି ଜଣେ ସୀଷରାକକ୍ସ୍ଟ କହିଲେ, ଯେ ବାରକ୍ ଅବିନଯମର ପକ୍ସ୍ଟତ୍ର ତାବୋର ପର୍ବତ ଉପରକକ୍ସ୍ଟ ଗଲେ।

ବିଚାରକର୍ତାମାନଙ୍କ ବିବରଣ 4:14
ଏହାପରେ ଦବୋରା ବାରକକକ୍ସ୍ଟ କହିଲେ, ଆଜି ସଦାପ୍ରଭୁ ତୁମ୍ଭକୁ ସହାୟ ହବେେ ସୀଷରାକକ୍ସ୍ଟ ପରାସ୍ତ କରିବା ପାଇଁ ତୁମ୍ଭେ ନିଶ୍ଚିତ ଭାବରେ ଜାଣ ଯେ ସଦାପ୍ରଭୁ ତକ୍ସ୍ଟମ୍ଭ ଆଗେ ଆଗେ ଗଲେ। ତେଣୁ ବାରକ୍ ତାଙ୍କର 10,000 ଲୋକଙ୍କକ୍ସ୍ଟ ତାବୋର ପର୍ବତର ପ୍ରଦେଶକକ୍ସ୍ଟ ଆଣିଲେ।

ବିଚାରକର୍ତାମାନଙ୍କ ବିବରଣ 8:18
ଏହାପରେ ଗିଦ୍ଦିୟୋନ ସବହେ ଓ ସଲ୍ମକ୍ସ୍ଟନ୍ନକକ୍ସ୍ଟ କହିଲେ ତୁମ୍ଭମାନେେ ତାବୋର ରେ ଯେଉଁ ଲୋକମାନଙ୍କୁ ହତ୍ଯା କଲ ସମାନେେ କିପରି ଲୋକ ଥିଲେ?

ପ୍ରଥମ ଶାମୁୟେଲ 10:3
ଶାମକ୍ସ୍ଟଯଲେ କହିଲେ, ତୁମ୍ଭେ ସଠାେରକ୍ସ୍ଟ ଆଗକକ୍ସ୍ଟ ଗଲେ ତାବୋରର ଏଲୋନ ବୃକ୍ଷ ନିକଟରେ ପହଞ୍ଚିବ, ତୁମ୍ଭେ ବୈଥଲକେକ୍ସ୍ଟ ପରମେଶ୍ବରଙ୍କ ନିକଟକକ୍ସ୍ଟ ଉପାସନା ପାଇଁ ଯାଉଥିବାର ଏପରି ତିନି ପୁରୁଷଙ୍କର ସାକ୍ଷାତ ପାଇବ। ସଠାେରେ ଜଣେ ତିନୋଟି ୟକ୍ସ୍ଟବା ଛଳେି, ଆଉ ଜଣେ ତିନୋଟି ରୋଟୀ ଏବଂ ଆଉ ଜଣେ କକ୍ସ୍ଟଐାଏ ଦ୍ରାକ୍ଷାରସ ନବେ।

ପ୍ରଥମ ବଂଶାବଳୀ 6:77
ଲବେୀୟ ଲୋକମାନଙ୍କ ମଧିଅରେ ଆଉ କବଳେ ମରାରି ପରିବାରଗୁଡ଼ିକ ଅବଶିଷ୍ଟ ରହିଲେ। ସମାନେେ ସବୂଲୂନ୍ ଗୋଷ୍ଠୀଠାରୁ ରିମ୍ମାନେ ଓ ତାବୋର୍ ସହରଗୁଡ଼ିକ ଚାରଣଭୂମି ସହିତ ପ୍ରାପ୍ତ ହେଲେ।

ଗୀତସଂହିତା 89:12
ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ। ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆହ୍ଲାଦିତ କରନ୍ତି।

ଯିରିମିୟ 46:18
ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ମୁଁ ଜୀବିତ ଥିବା ପ୍ରମାଣେ ଜଣେ ଆସୁଅଛି, ୟିଏକି ତାବୋର ପର୍ବତ ସଦୃଶ ମହାନ କିଅବା ସମୁଦ୍ର ନିକଟସ୍ଥ କର୍ମିଲ ପର୍ବତ ସଦୃଶ।

ହୋଶେୟ 5:1
ପୁରୋହିତଗଣ, ଇଶ୍ରାୟେଲ ଅଧିବାସୀଗଣ ଓ ରାଜପରିବାରର ଲୋକମାନେ ମାେ କଥା ଶୁଣ। ତୁମ୍ଭମାନେେ ଦୋଷୀ ବୋଲି ବିଗ୍ଭରିତ ହାଇେଛ।

Occurences : 10

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்