Base Word
אָשֻׁר
Short Definitiona step
Long Definitionstep, going
Derivationor אַשֻּׁר; from H0833 in the sense of going
International Phonetic Alphabetʔɔːˈʃur
IPA modʔɑːˈʃuʁ
Syllableʾāšur
Dictionaw-SHOOR
Diction Modah-SHOOR
Usagegoing, step
Part of speechn-f
Base Word
אָשֻׁר
Short Definitiona step
Long Definitionstep, going
Derivationor אַשֻּׁר; from H0833 in the sense of going
International Phonetic Alphabetʔɔːˈʃur
IPA modʔɑːˈʃuʁ
Syllableʾāšur
Dictionaw-SHOOR
Diction Modah-SHOOR
Usagegoing, step
Part of speechn-f

ଆୟୁବ ପୁସ୍ତକ 23:11
ମୁଁ ସର୍ବଦା ପରମେଶ୍ବରଙ୍କ ପଥରେ ଚାଲିଛି। ମୁଁ କବେେ ତାଙ୍କୁ ଅନୁସରଣ କରିବା ବନ୍ଦ କରି ନାହିଁ।

ଆୟୁବ ପୁସ୍ତକ 31:7
ମୁଁ ଯଦି ଠିକ୍ ବାଟରୁ ଆଡ଼ଇେ ୟାଏ, ଯଦି ମାରେଆଖି ହୃଦଯକୁ ଦୁଷ୍ଟତା ଆଡ଼କୁ ଟାଣି ନିଏ, ଯଦି ମାରେ ହାତ ପାପରେ ମଳିନ ହୁଏ। ତବେେ ପରମେଶ୍ବର ଜାଣିବେ।

ଗୀତସଂହିତା 17:5
ମୁଁ ତୁମ୍ଭର ମାର୍ଗ ଅନୁସରଣ କରୁଅଛି। ମାରେ ପାଦ ସହେି ପଥରୁ କବେେ ବିଚ୍ଯୁତ ହବେ ନାହିଁ।

ଗୀତସଂହିତା 17:11
ସହେି ଦୁଷ୍ଟ ଲୋକମାନେ ମାେତେ ଅନୁସରଣ କରୁଛନ୍ତି। ସମାନେେ ମାରେ ଚତୁର୍ଦ୍ଦିଗରେ ଘରେି ଗଲଣେି ଓ ସମାନେେ ମାେତେ ଆକ୍ରମଣ କରିବାକୁ ପ୍ରସ୍ତୁତ।

ଗୀତସଂହିତା 37:31
ସେ ସଦାପ୍ରଭୁଙ୍କ ଉପଦେଶ ସବୁ ଶିଖିଥାଏ। ତଣେୁ ସେ କବେେ ହେଲେ ସହେି ପଥରୁ ବିଚ୍ଯୁତ ହବେ ନାହିଁ।

ଗୀତସଂହିତା 40:2
ସଦାପ୍ରଭୁ ମାେତେ ମୃତ୍ଯୁ ଗୁମ୍ଫାରୁ ଉଠାଇଲେ। ସେ ମାେତେ ସହେି ମାଟିର କବର ମଧ୍ଯରୁ ଉଠାଇ ଆଣିଲେ। ସେ ମାେତେ ଟକେି ଧରିଲେ। ମାେତେ, ମାରେ ପାଦ ତଳକୁ ଖସିୟିବା ପୂର୍ବରୁ ଶକ୍ତ ଭୂମିରେ ସ୍ଥାପନ କଲେ।

ଗୀତସଂହିତା 44:18
ହେ ପରମେଶ୍ବର, ଆମ୍ଭମାନେେ ତୁମ୍ଭ ନିକଟରୁ ଦୂରଇେ ୟାଇ ନାହୁଁ। ଆମ୍ଭମାନେେ ତୁମ୍ଭକୁ ଅନୁସରଣ କରିବାରେ ପଛଇେ ନାହୁଁ।

ଗୀତସଂହିତା 73:2
କିନ୍ତୁ ମାେ ଅନୁସାରେ, ମାରେ ପାଦ ପ୍ରାଯ ଖସିଗଲା। ମାରେ ବିଶ୍ବାସ ପ୍ରାଯ ହରାଇଲି।

ହିତୋପଦେଶ 14:15
ନିର୍ ବୋଧ ଯାହାସବୁ ଶୁଣେ, ବିଶ୍ବାସ କରେ। ମାତ୍ର ଜ୍ଞାନୀମାନେ ପ୍ରେତ୍ୟକକ କଥାକୁ ଅନୁଶୀଳନ କରନ୍ତି।

Occurences : 9

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்